Latest Odisha News

BREAKING NEWS

Browsing Category

ଫିଚର

ଘନ କୁହୁଡି ବଳୟରେ ଓଡିଶାର ଅଧିକାଂଶ ସ୍ଥାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଶୁକ୍ରବାର ଦିନ ଘନ କୁହୁଡି ବଳୟ ଛାଇ ରହିଛି । ଏହାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ୮ ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି । ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, କେନ୍ଦୁଝର, ମାଲକାନଗିରି,…

ରାଜକୋଟରେ କିପରି ରହିଛି ଭାରତୀୟ ଦଳର ରେକର୍ଡ, ଜାଣନ୍ତୁ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଗୁଜୁରାଟର ରାଜକୋଟ ସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୩ ଶୃଙ୍ଖଳା ବିଶିଷ୍ଟ ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଳୀ: ଖାରଜ ହେଲା ଦୋଷୀ ମୁକେଶର ରାଜକ୍ଷମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନର କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ମିଳିଛି । ଏହାପରେ ୪ ଦୋଷୀଙ୍କ ଫାଶୀ ପାଇବା…

ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ସଭାପତି ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର…

ଆରମ୍ଭ ହେଲା ଜିଲ୍ଲାପାଳ ସମ୍ମିଳନୀ: ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ନୂଆ କନ୍‌ଭେନସନ ସେଣ୍ଟର ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହେଉଛି ଜିଲ୍ଲାପାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ସମସ୍ତ ବିଭାଗୀୟ ସଚିବ, ଜିଲ୍ଲାପାଳ,…

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଗୁରୁବାର ସକାଳେ କଟକ ନିର୍ଗୁଣ୍ଡି ଠାରେ ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କାର୍ଯ୍ୟରେ ଅବହେଳା ଦର୍ଶାଇ…

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ…

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଟକ୍କର; ଖେଳିନପାରନ୍ତି ଋଷଭ ପନ୍ଥ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ରାଜକୋଟର ସୌରାଷ୍ଟ୍ର ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବିରାଟ ବିଗ୍ରେଡ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଦଳ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୭-୧-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୭ ରିଖ ଶୁକ୍ରବାର ମକର ୩ ଦିନ ମାଘ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ବିଛା ଧନୁ ଓ ମୀନ ରାଶିର…