Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ ମାର୍କେଟରେ ଲାଭା ଜେଡ଼-୭୧ ମୋବାଇଲ, ରେଡ଼ମି ୮ ସହ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ମୋବାଇଲ ବଜାରରେ ଲାଭା ଜେଡ଼୭୧ ଲଞ୍ଚ କରିଛି | ଏହାର ମୂଲ୍ୟ ୬,୨୯୯ ଟଙ୍କା | ଲାଭା ଜେଡ଼୭୧ ମୋବାଇଲ କୁ ରିଲିଆନ୍ସ ଜିଓ ସହ ବୁଝାମଣା ଭିତ୍ତିରେ ପ୍ରସ୍ତୁତ କରାଯାଇଛି | ଏଥିରେ ୟୁଜରଙ୍କୁ ୫୦ ଜିବି ଅତିରିକ୍ତ ଡାଟା ଓ ୧୨୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି | ଏହା ଷ୍ଟିଲ…

ନୀଳାଚଳ ପଲିଟେକ୍ନିକ୍-ବିଓପିଟିଇଆର ପକ୍ଷରୁ ଜାନୁଆରୀ ୨୧ ଓ ୨୨ରେ ନିଯୁ୍କ୍ତି ମେଳା

ଭୁବନେଶ୍ୱର: ବୋର୍ଡ ଅଫ ଟ୍ରେନିଂ, ଇଷ୍ଟର୍ଣ୍ଣ ରିଜନ (ବିଓପିଟିଇଆର) ଏବଂ ନୀଳାଚଳ ପଲିଟେକ୍ନିକ୍, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖରେ ଏକ ନିଯୁକ୍ତି ମେଳା ଆୟୋଜିତ ହେଉଛି । ଏହି ନିଯୁକ୍ତି ମେଳାରେ ଗ୍ରାଜୁଏଟ ତଥା ଡିପ୍ଲୋମା ଇଞ୍ଜିନିୟରମାନେ କେନ୍ଦ୍ର…

‘ମଲଙ୍ଗ’ର ଟାଇଟଲ ଟ୍ରାକ୍ ରିଲିଜ: ଦେଖନ୍ତୁ, ଦିଶା-ଆଦିତ୍ୟଙ୍କ ଭରପୁର ରୋମାନ୍ସ

ମୁମ୍ବାଇ:ରିଲିଜ ହୋଇଛି ଫିଲ୍ମ ‘ମଲଙ୍ଗ’ର ଟାଇଟେଲ ଟ୍ରାକ୍ । ଗୀତରେ ବେଶ୍ ରୋମାଂଟିକ ଲୁକ୍‌ରେ ନଜର ଆସିଛନ୍ତି ଦିଶା ପଟାନୀ ଓ ଆଦିତ୍ୟ କପୁର । ଏହା ଏକ ସୁଫୀ ଗୀତ । ଏହାର ଲିରିକ୍ସ ବେଶ୍ ଜବରଦସ୍ତ ରହିଛି । ଯାହାକୁ ଫ୍ୟାନ୍‌ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତକୁ ବେଦ୍ ଶର୍ମା…

ସପ୍ତାହକ ମଧ୍ୟରେ ଦେବାକୁ ପଡିବ ୧୦୨ କୋଟି; ସୁପ୍ରିମକୋର୍ଟଙ୍କ ଟେଲିକମ କମ୍ପାନୀକୁ ଝଟକା !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀକୁ ସୁୁପ୍ରିମକୋର୍ଟଙ୍କ ବଡ ଝଟକା । ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଗତ ଅକ୍ଟୋବର ୨୪ରେ ଯେଉଁ ରାୟ ଶୁଣାଇଥିଲେ ତାହା ଉପରେ କୋର୍ଟ ଅଟଳ ରହିଛନ୍ତି । ଏଣୁ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହ ମଧ୍ୟରେ ୧୦୨ କୋଟି ଟଙ୍କା…

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ୫ ଗିରଫ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା । ଜାନୁଆରୀ ୨୬ରେ ଜମ୍ମୁ-କଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିବା ଷଡଯନ୍ତ୍ରକୁ ପୋଲିସ ପଣ୍ଡ କରିଛି । ଏହି ଘଟଣାରେ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀକୁ ପୋଲିସ ଗିରଫ କରିଛିିି । ଶ୍ରୀନଗରର ହଜରତବଲ…

ବିହାରରେ ଅତୁଟ ରହିବ ବିଜେପି-ଜେଡିୟୁ ମେଣ୍ଟ: ଅମିତ ଶାହ

ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା…

୮୦୦ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଜୁଳି କାଟିଲା ସେସୁ

ଭୁବନେଶ୍ୱର: ସେସୁ ପକ୍ଷରୁ ନିକଟ ଅତୀତରେ ବକେୟା ବିଦ୍ୟୁତ୍ ପଇଠ ଲାଗି ଚେତାବନୀ ଦିଆଯାଇଥିବା ରେଳେ ଗୁରୁବାର ଦିନ ପାଖାପାଖି ୮୦୦ ଉପଭୋକ୍ତାଙ୍କର ବିଜୁଳି ଲାଇନ୍ କାଟି ଦିଆଯାଇଛି । ଏଥିସହିତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ମଧ୍ୟ ଆଦାୟ କରାଯାଇଛି । ଏହାବ୍ୟତିତ କଲେକ୍ସନ କାଉଣ୍ଟର…

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୫୨୨ କୋଟି; ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚମକିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ରୂପରେଖ । ଜଗନ୍ନାଥ ଧାମ ହେବ ବିଶ୍ୱ ଐତିହ୍ୟ ସହର । ଏଥିପାଇଁ ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାକୁ ଯାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ମୁନିସିପାଲଟି ମାର୍କେଟ…

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି…

ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ !

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ । ଡେଥୱାରେଂଟ ଉପରେ ରୋକ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଡେଥୱାରେଂଟ ରଦ୍ଦ କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲା । ଗୁରୁବାର…