Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ବିଶାଳ ୩୪୧ ରନର ବିଜୟ ଲକ୍ଷ୍ୟ

ରାଜକୋଟ: ଆଜି ରାଜକୋଟଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିବାରାତ୍ର କ୍ରିକେଟ ମ୍ୟାଚରେ ଭାରତ କଙ୍ଗାରୁ ଦଳ ସମ୍ମୁଖରେ ୩୪୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କରିଛି ୩୪୦ ରନର ବିଶାଳ ସ୍କୋର । Innings Break!#TeamIndia post a…

‘ଲଭ ଆଜକଲ-୨’ର ଟ୍ରେଲର ରିଲିଜ: ଦେଖନ୍ତୁ, ସାରା ଓ କାର୍ତ୍ତିକଙ୍କ ଲଭ କେମେଷ୍ଟ୍ରି

ମୁମ୍ବାଇ: ରିଲିଜ ହୋଇଛି ଲଭ୍ ଆଜକଲ-୨ର ଟ୍ରେଲର । ଏଥିରେ ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆରୟନଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରି ଦେଖବବାକୁ ମଳିଛି । ସାରା ଓ କାର୍ତିକ ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି । https://youtu.be/4QvqHwH_je8 ଟ୍ରେଲ୍‌ରରେ…

ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବୃଦ୍ଧି ପାଉଛି: ସମୀର ମହାନ୍ତି

ଭୁବନେଶ୍ୱର: ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଶୁକ୍ରବାର ଦିନ କହିଛନ୍ତି ଯେ, ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଲୋକପ୍ରିୟତା ବଢି ଚାଲିଛି । “ଦଳୀୟ କର୍ମୀମାନଙ୍କ କଠୋର ପରିଶ୍ରମ ଯୋଗୁଁ ରାଜ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ଏପରିକି…

ଭାରତରତ୍ନଠୁଁ ଉର୍ଦ୍ଧ୍ବରେ ମହାତ୍ମା ଗାନ୍ଧୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବା ନିମନ୍ତେ ଦାଏର କରାଯାଇଥିବା ଯାଚିକାର ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । Supreme Court, while declining to pass any order in the PIL, said that…

ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି: ଅଭିଯାନ ଆରମ୍ଭ କଲେ ମଧ୍ୟପ୍ରଦେଶ ସରକାର

ଭୁବନେଶ୍ୱର: ପ୍ରଭାବ ପକାଇଲା ଫିଲ୍ମ ‘ଛପାକ୍‌’ । ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି । ମଧ୍ୟପ୍ରଦେଶ ସରକାର ଏନେଇ ଅଭିଯାନ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣ ଉପରେ ତିଆରି ଫିଲ୍ମ ‘ଛପାକ୍‌’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ମଧ୍ୟପ୍ରଦେଶ ସରକାର ଏସିଡ୍ ଖୋଲାଖୋଲି ବିକ୍ରି ବ୍ୟାନ୍ କରିବା…

ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ

ଭୋପାଳ: ଭାରତୀୟ ନୋଟ୍‌ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ…

ଗତ ଦଶନ୍ଧିରେ ୪୫ ଆଥଲେଟ ହୋଇଛନ୍ତି ଶୋଷଣର ଶୀକାର

ଭୁବନେଶ୍ୱର: ଦେଶ ପାଇଁ ସମ୍ମାନ ଓ ଗୌରବ ଆଣୁଥିବା ଯୁବ ଖେଳାଳିମାନଙ୍କୁ ବିଭିନ୍ନ କୋଚିଂ କ୍ୟାମ୍ପରେ ଶୋଷଣର ଶୀକାର ହେବାକୁ ପଡିଛି । ରିପୋର୍ଟ ମୁତାବକ ଗତ ଦଶନ୍ଧି (୨୦୧୦-୨୦୧୯) ମଧ୍ୟରେ ୪୫ ଜଣ ଉଦୀୟମାନ ଆଥଲେଟ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ପାଇଛନ୍ତି । ରାଇଟ ଟୁ ଇନଫରମେନଶନ (…

ଦ୍ଵିତୀୟ ଦିନିକିଆ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, କର ବା ମର ସ୍ଥିତିରେ ଭାରତ

ରାଜକୋଟ: ଶୁକ୍ରବାର ଦିନ ରାଜକୋଟଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଜିର ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କର ବା ମର ସ୍ଥିତିରେ ଭାରତ। ୩ଟି ମ୍ୟାଚ ବିଶିଷ୍ଟ ଏହି…

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ…

ଫାଶୀରେ ବିଳମ୍ବ ହେଲେ ଦିଲ୍ଲୀ ସରକାର ଦାୟୀ: ନିର୍ଭୟାଙ୍କ ବାପା-ମା’

ନୂଆଦିଲ୍ଲୀ: ଫାଶୀରେ ବିଳମ୍ବ ହେଲେ ଦାୟୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । "ମୋ ଝିଅକୁ ଦିଲ୍ଲୀ ସରକାର ଫେରାଇ ଆଣିପାରିବେ ନାହିଁ । ଦୀର୍ଘ ୭ ବର୍ଷ ହେଲା ଆମେ ନ୍ୟାୟକୁ ଅପେକ୍ଷା କରି ରହୁଛି । କିନ୍ତୁ ଏଯାଏଁ ନ୍ୟାୟ ମଳିନାହିଁ" । କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି…