Latest Odisha News

BREAKING NEWS

Browsing Category

ଫିଚର

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ…

ବିଶ୍ୱରେକର୍ଡ ଭାଙ୍ଗିଲେ ଚୀନର ମହିଳା ପ୍ରତିଯୋଗୀ; ଉଠାଇଲେ ୧୧୭ କିଲୋଗ୍ରାମ ଭାର !

ବେଜିଂ: ଭାରୋତ୍ତଳନରେ ଚୀନର ଡେଂଗ ୱେଇ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଆଇଡବ୍ଲୁ୍ୟଏଫ ବିଶ୍ୱକପର ମହିଳା ବିଭାଗରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୬୪ କିଗ୍ରା ବିଭାଗରେ ସେ ୧୧୭ କିଗ୍ରାର ଭାର ଉଠାଇବା ସହ ପୂର୍ବରୁ ୧୧୬ କେଜିର ରେକର୍ଡ ଭାଙ୍ଗି ଦେଇଥିଲେ । ଡେଂଗ ସଂଯୁକ୍ତ…

ଉନ୍ମୋଚିତ ହେଲା ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’

ଭୁୁବନେଶ୍ୱର: ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ମୋ ଆଶିକି’ର  ମ୍ୟୁଜିକ୍ ଭିଡିଓ ଉନ୍ମୋଚିତ ହୋଇଯାଇଛି । ଭୁୁବନେଶ୍ୱରରେ ଉନ୍ମୋଚିତ ହୋଇଥିବା ଏହି ଉନ୍ମୋଚନ ଉତ୍ସବରେ ‘ତୁ ମୋ ଆଶିକି’ ସହ ସମ୍ପୃକ୍ତ କଳାକାର ଓ ଟେକ୍ନିସିଆନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତର ବହୁ ବିଶିଷ୍ଟ…

ଛତିଶଗଡ଼ରେ ଡିଆରଜି ଓ ଏସଟିଏଫ ଟିମର ମିଳିତ ଅପରେସନ; ଉଦ୍ଧାର ହେଲା ୨ ମାଓବାଦୀଙ୍କ ମୃତଦେହ

ରାୟପୁର: ଛତିଶଗଡ଼ର ସୁକମାର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଘଟିଛି । ଗୁରୁବାର ଦିନ ଡିଆରଜି/ ଏସଟିଏଫ ଟିମର ମିଳିତ ଅପରେସନରେ ଜଙ୍ଗଲ ମଧ୍ୟରୁ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛତିଶଗଡ଼ର ସୁକୁମା ଜିଲ୍ଳା ଅନ୍ତର୍ଗତ ଚିନ୍ତାଲନାଲ ସ୍ଥିତ…

ଅଯୋଧ୍ୟା ରାୟର ପୁନଃ ବିଚାରକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ରାୟ ବିରୋଧରେ ଦାଏର କରାଯାଇଥିବା ରିଭ୍ୟୁ ପିଟିସନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ…

‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ: ଚାଷୀଙ୍କ ସହ ସିଧାସଳଖ କଥାହେବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କା ' ମୋ ସରକାର କାର୍ଯ୍ୟକ୍ରମରେ ଗୁରୁବାର ଦିନ ସାମିଲ ହୋଇଛି କୃଷି ବିଭାଗ । ୫ଟି ଅଧୀନରେ ରାଜ୍ୟ କୃଷି ବିଭାଗ କାର୍ଯ୍ୟ କରିବା ନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ…

ରାଜ୍ୟରେ ଖୋଲିବ ନୂଆ ହାତୀ ଅଭୟାରଣ୍ୟ !

ଭୁବନେଶ୍ୱର: ଜନସାଧାରଣ ଓ ଜୀବଜନ୍ତୁଙ୍କ ମଧ୍ୟରେ ବଢୁଥିବା ସଂଘର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂଆ ହାତୀ ଅଭୟାରଣ୍ୟ ସ୍ଥାପନା କରିବାର ନିର୍ଣ୍ଣୟ ନେଇଛନ୍ତି । ଗୁରୁବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟ ୱାଇଲଡ଼ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ କହିଛନ୍ତି…

ପହିଲିଭୋଗ: ମା’ଯଶୋଦାଙ୍କ ହାତ ରନ୍ଧା ଖାଇବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ । ଧନୁସଂକ୍ରାନ୍ତି ଦିନଠାରୁ ମା’ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ୍ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ…

ଜନ୍ମଦିନରେ ହେଲା ଦୁଃଖଦ ମୃତ୍ୟୁ; ଟ୍ରକ୍ ଧକ୍କାରେ ଉଡ଼ିଗଲା ମା-ପୁଅଙ୍କ ପ୍ରାଣବାୟୁ !

ଅନୁଗୁଳ: ଶୁଭ ଜନ୍ମ ଦିନଟି ଯେ ଦିନେ ଅଶୁଭ ଖବର ଆଣିଦେବ କେହି ଏହା ଆଶା କରିନଥିଲେ । ଏହି ଶୁଭ ଜନ୍ମଦିବସରେ ହିଁ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ମା-ପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନାନୁଯାୟୀ,…

୨୦୦୨ ଗୁଜୁରାଟ ଦଙ୍ଗା: ନରେନ୍ଦ୍ର ମୋଦିଙ୍କୁ ନାନାବତୀ-ମେହେଟା କମିଶନଙ୍କ କ୍ଲିନଚିଟ୍

ନୂଆଦିଲ୍ଲୀ: ୨୦୦୨ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ନାନାବତୀ-ମେହେଟା କମିଶନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା…