Latest Odisha News

BREAKING NEWS

Browsing Category

ଫିଚର

ଦୁଷ୍କର୍ମକୁ ନେଇ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ମନ୍ତବ୍ୟ; କହିଲେ, ହତ୍ୟା ରୋକିବା ଲାଗି ବଳାତ୍କାରରେ ସହଯୋଗ କରିବା…

ମୁମ୍ବାଇ: ହାଇଦ୍ରାବାଦରେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସରାଦେଶକୁ ମର୍ମାହତ କରିଛି । ଏହାକୁ ନିନ୍ଦା କରିବା ସହ ପିଡ଼ିତାଙ୍କୁ ନ୍ୟାୟ ଦାବି କରି ସମଗ୍ର ଦେଶ ଏକତ୍ରିତ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ଏହାପାଇଁ କଡା…

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ୍-ହାଇୱେ ଯୋଜନାକୁ ଓଡିଶା ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ୱର: ଓଡିଶା ଉପକୂଳରେ କୋଷ୍ଟାଲ୍-ହାଇୱେ ନିର୍ମାଣ କରିବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ପରିଶେଷରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅତିରିକ୍ତ ସଚିବ ଆରକେ ଆଚାର୍ଯ୍ୟ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ)ର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ପତ୍ର ଲେଖି ସୂଚନା…

ଭୁବନେଶ୍ୱରରେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଭଡାଘରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜର ଗୁରୁବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଞ୍ଜିତା ରାଓ ଏବଂ ସେ ଅଶୋକ ନଗର ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ଭାବେ…

ମାଣବସା ଗୁରୁବାରକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ଅନ୍ୟତମ ପର୍ବପର୍ବାଣି ମଧ୍ୟରେ ରହିଛି ମାଣବସା ଓଷା । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ଏହି ପର୍ବ ହେଉଛି ଓଡିଶା ଏବଂ ଓଡ଼ିଆ ମାନଙ୍କ ର ନିଜସ୍ୱ ପର୍ବ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୧୨-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଡିସେମ୍ବର ତା ୫ ରିଖ ଗୁରୁବାର ବିଛା ୧୯ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଘାତ ବାର-:…

ମର୍ଣିଂୱାକ୍ ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଦମ୍ପତି ମୃତ

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲାର ଧରମଗଡ ନିକଟ ୨୬ ନଂ ଜାତୀୟ ରାଜପଥରେ ଗୁରୁବାର ଦିନ ମର୍ଣ୍ଣିଂୱାକରେ ଯାଉଥିବା ବେଳେ ଜଣେ ଦମ୍ପତିଙ୍କୁ  ଏକ ଅଜଣା ଦ୍ରୁତଗାମୀ ଗାଡ଼ି ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଚନ୍ଦ୍ରଧ୍ୱଜ ଓ କଳବତି ବୋଲି…

ରିଲାଏନ୍ସ ଜିଓର ନୂଆ ‘ଅଲ-ଇନ-ୱାନ’ ପ୍ଲାନ ଘୋଷଣା

ମୁମ୍ବାଇ: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ବୁଧବାର ଦିନ ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି।  ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ  ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ…

କୋଣାର୍କ ମହୋତ୍ସବର ୪ର୍ଥ ସନ୍ଧ୍ୟା; ଦର୍ଶକଙ୍କୁ ବିହ୍ୱଳିତ କଲା ପ୍ରହଲ୍ଲାଦ ନାଟକର ଶାସ୍ତ୍ରୀୟ ଉପସ୍ଥାପନା

କୋଣାର୍କ: ନୃତ୍ୟଶିଳ୍ପୀ ଯେତେବେଳେ ନୃତ୍ୟସହ ଏକାତ୍ମ ହୋଇଯାନ୍ତି ଏକ ନୈସର୍ଗିକ ବାତାବରଣ ସୃଷ୍ଟି ହୁଏ ଓ ସେତେବେଳେ ନୃତ୍ୟ ଇଶ୍ୱର ପ୍ରାପ୍ତିର ମାର୍ଗକୁ ସହଜ କରିଦିଏ । ଏହିପରି ଏକ ଆବେଗମୟ ଅନୁଭବରେ ସିକ୍ତ ହୋଇଥିଲା ଦର୍ଶକଙ୍କ ହୃଦୟ । ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟା ।…

୪ ଜଣଙ୍କ ଜୀବନ ବଞ୍ଚାଇ ସମ୍ମାନିତ ହେଲେ ଟ୍ରାଫିକ ହାବିଲଦାର; ସମ୍ବର୍ଦ୍ଧିତ କଲା କମିଶନରେଟ ପୋଲିସ

କଟକ: ନିଜର ଉପସ୍ଥିତ ବୁଦ୍ଧି ତଥା ତତ୍ପରତା ଯୋଗୁଁ ୪ ପଥଚାରୀଙ୍କ ଜୀବନ ବଞ୍ଚାଇଥିଲେ କଟକର ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତ । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ବୁଧବାର ଦିନ କଟକ ଡ଼ିସିପି ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତେବେ ଲଳିତଙ୍କ ଏହି କାର୍ଯ୍ୟ…

ସାଉଥ ଏସିଆନ ଗେମ୍ସ: ଟେନିସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଲେ ସ୍ୱର୍ଣ୍ଣ

କାଠମାଣ୍ଡୁ: ନେପାଳର ପୋଖରାଠାରେ ଅନୁଷ୍ଠିତ ହେଉଥିବା ଦକ୍ଷୀଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । The men's tennis team beat Pakistan in the final, while the women's team beat Sri Lanka…