Latest Odisha News

BREAKING NEWS

Browsing Category

ଫିଚର

ଉଦଯାପିତ ହେଲା କୋଣାର୍କ ଉତ୍ସବ; ମନ ମୋହିନେଲା ଓଡ଼ିଶୀ ଓ ଭାରତନାଟ୍ୟମର ପୌରାଣିକ ଗାଥା

କୋଣାର୍କ: ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବର ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡିଶୀ ନୃତ୍ୟନାଟିକାରେ ପୂରାଣର ପ୍ରସଙ୍ଗ ମଞ୍ଚାୟିତ ହୋଇଛି ଯାହା…

ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !

କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର…

୧୪୦ ଛୁଇଁଲା ପିଆଜ ଦର; କେଉଁ ସହରରେ କେତେ ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ଆକାଶ ଛୁଇଁଛି ପିଆଜ ଦର । ପୂର୍ବରୁ ପିଆଜ କଟିଲେ ଲୁହ ଝରୁଥିବା ବେଳେ ବର୍ତ୍ତମାନ ପିଆଜ ଦେଖିଲେ ଆଖିରୁ ଲୁହ ଝରି ଆସୁଛି । ଓଡ଼ିଶାର ସର୍ବବୃହତ ପରିବା ବଜାର କଟକ ଛାତ୍ରବଜାରରେ ଗୁରୁବାର ଦିନ ପିଆଜ ଦର କିଲୋ ପିଛା ୧୪୦ ଟଙ୍କାରେ ପହଞ୍ଚିଛି । ଗତକାଲି ପିଆଜ ଦର ୧୨୦ ଟଙ୍କା…

ଓଡ଼ିଶାର ୧୯ଟି ନଦୀର ଜଳ ପ୍ରଦୂଷିତ; ଲୋକସଭାରେ ସୂଚନାଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ୍ କାଟରିଆ ଗୁରୁବାର ଦିନ ଲୋକସଭାରେ ସୂଚନାଦେଇ କହିଛନ୍ତି ଯେ, ଓଡ଼ିଶାର ୧୯ ନଦୀ ପ୍ରଦୂଷିତ । ବିଜେପି ସାଂସଦ ଜୁଏଲ୍ ଓରାମ ଏକ ପ୍ରଶ୍ନରେ ଲିଖିତ ଉତ୍ତରଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ…

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି । ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି । ଗତ ଅଗଷ୍ଟ…

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ…

ପୋଲିସ କ୍ୱାର୍ଟରରେ ଚାଲୁଥିଲା ସେକ୍ସ ରାକେଟ୍, ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତଙ୍କ ୨ୟ ପତ୍ନୀ !

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟର ମଧ୍ୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହୋଇଥିବା ବେଳେ ଏହି ମାମଲା ଏକ ରୋଚକ ମୋଡ ନେଇଛି । ଅଭିଯୁକ୍ତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ଭାବେ ନିଜକୁ ଦାବି କରି ଅଞ୍ଜଳୀ ନାମକ ଜଣେ…

କେନ୍ଦୁଝରର ଆର୍ତ୍ତନାଦ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ କେନ୍ଦୁଝର ଯଦି କେବେ କଥା କହି ପାରନ୍ତା, ତେବେ ତାର କଥା ଗୁଡିକ ବୋଧେ ଏହି ଭଳି ଆର୍ତ୍ତନାଦର ଭ୍ରମ ସୃଷ୍ଟି କରନ୍ତା: “ଓଃ ! ମୋତେ ଆଉ କେତେ ହାଣିବ, ତାଡିବ, ଖୋଳିବ? ମୋ ଶରୀରକୁ କେତେ ଆଉ କ୍ଷତ ବିକ୍ଷତ କଲେ ତୁମ ମନ…

ନୂଆ ଫିଚର ସହ ଆସିଲା ହ୍ୱାଟ୍ସଆପ୍‌, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ ୨.୧୯.୧୨୦ ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହାସହ ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ ହ୍ୱାଟ୍ସଆପ ଚାଟ୍ ସ୍କ୍ରିନ୍‌ରେ ମଧ୍ୟ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ…

ପୁରୀର ପବିତ୍ର କଣ୍ଡୁ ଆଶ୍ରମ; ଯେଉଁଠି ପ୍ରସିଦ୍ଧ ପଣ୍ଡୁ ନୃସିଂହ ପାଆନ୍ତି ପୂଜା…

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ ।…