Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨ ରିଖ ସୋମବାର ବିଛା ୧୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି । ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ…

ହାର୍ ମାନି ନାହାନ୍ତି ଦିବ୍ୟାଙ୍ଗ ଆଶୀଷ; ୧୮ କିମି ସ୍କୁଟର୍ ଚଲାଇ ଆସନ୍ତି ଅଫିସ୍ !

ଋାୟପୁର: ଦୃଢ଼ ମନୋବଳ ଥିଲେ ମଣିଷ ହାର ମାନେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଛତିଶଗଡର ଆଶୀଷ ସୋନୀ । ଦିବ୍ୟାଙ୍ଗ ହେବା ସତ୍ୱେ ସେ ୧୮ କିଲୋମିଟର ସ୍କୁଟର ଚଳାଇ ସଙ୍କରଗଡ ଜନପଦ ପଂଚାୟତ ଅଫିସରେ ପହଁଛନ୍ତି । ହାତ, ଗୋଡ ନ ଥାଇ ମଧ୍ୟ ସେ ନିଜର ଦକ୍ଷତା ଓ ଯୋଗ୍ୟତା ବଳରେ…

ଏଥର ମୁନା ବଦନାମ ହେବ !

ଭୁବନେଶ୍ୱର: ସଲମାନ ଖାଁଙ୍କ ନୂତନ ଫିଲ୍ମ ‘ଦବଙ୍ଗ ୩’ର ମୁନା ବଦନାମ ଗୀତ ଏବେ ଚର୍ଚ୍ଚାରେ । ଦର୍ଶକ ଓ ପ୍ରଶଂସକଙ୍କ ମନ ଜିଣିବା ପାଇଁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମୁନା ବଦନାମ ଶୀର୍ଷକ ଗୀତ ପ୍ରସ୍ତୁତ୍ କରିଛନ୍ତି । ସଲମାନ ଖାଁ ଓ ପ୍ରଭୂଦେବାଙ୍କ ଉପସ୍ଥିତି ଓ ଡ୍ୟାନ୍ସ ପ୍ରଶଂସକଙ୍କୁ…

ପ୍ରଫୁଲ୍ଲ କରଙ୍କ ସମେତ ୧୬ ଜଣ ପାଇଲେ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’

ଭୁବନେଶ୍ୱର: ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ର ୨ୟ ସଂସ୍କରଣରେ ପ୍ରଫୁଲ୍ଲ କର (ସଙ୍ଗୀତ), ସୁଦର୍ଶନ ସାହୁ(କଳା) ଓ ଇଲିଆନା ସୀତାରିଷ୍ଟଙ୍କୁ (ନୃତ୍ୟ) ଲାଗି ରବିବାର ଦିନସମ୍ମାନିତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ପ୍ରାୟ ୧୭ ଜଣ ବ୍ୟକ୍ତିବିଶେଷ ଓ ୩ଟି ସଙ୍ଗଠନକୁ ଏହି…

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍…

ବାର୍ଷିକ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ: ରାଜ୍ୟ ସରକାର

ଭୁବନେଶ୍ୱର: କଲେଜ ଗୁଡିକରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କକ୍ଷରେ ପ୍ରବେଶର ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସମସ୍ତ ସରକାରୀ ତଥା ବେସରକାରୀ କଲେଜ ଗୁଡିକର ଅଧ୍ୟକ୍ଷଙ୍କୁ ସୂଚନା ଦେଇ ଉଚ୍ଚା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର…

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଟ୍ରାଫିକ ନିୟମ ଭାଙ୍ଗି ୬ ହଜାର ଟଙ୍କା ତଣ୍ଡ ଗଣିଲେ ନାବାଳକ

କଟକ: ନୂଆ ମୋଟର ଯାନ ଆଇନ ୨୦୧୯ ଆଧାରରେ ଆଜିଠାରୁ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେଉଛି । ତେବେ କଟକ ସହରରେ ରବିବାର ଅପରାହ୍ନ ସୁଦ୍ଧା ବିନା ହେଲମେଟରେ ଗାଡି ଚଳାଉଥିବା ପାଖାପାଖି ୪୦ ଜଣଙ୍କର ଚାଲାଣ କଟାଯାଇଥିବା ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ…

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାଘଟଣା: ‘ଅଜଣା ବ୍ୟକ୍ତିଙ୍କ ସହ କଥାନହେବା’କୁ…

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ରବିବାର ଦିନ ଟ୍ୱିନସିଟି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜାରୀ ଜାରି…