Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଟ୍ରାଫିକ୍ ନିୟମ କଡାକଡି; ଉଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖ ତଥା ଆଜିଠାରୁ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିକଟ ଅତୀତରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ…

ପ୍ରସିଦ୍ଧ ଗାୟକ ନକୁଳ ନାଥଶର୍ମା; ଯିଏ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରନ୍ତି ପାଲା…

ଭୁବନେଶ୍ୱର: ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ…

ଆଜି ବିଶ୍ୱ ଏଡସ୍ ଦିବସ, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି । କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଜାଣନ୍ତୁ, କଣ ରହିଛି ଉଦ୍ଦେଶ୍ୟ ୧୯୮୮ ମସିହା…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଦିନ ଅନୁଷ୍ଠିତ ହେବା ପରେ ଆଉ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ଭିନ୍ନ ଭିନ୍ନ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିଲାଗି ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ଜୋରଦାର୍ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଝାଡଖଣ୍ଡର ବିକାଶକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଡିସେମ୍ବର ତା ୧ ରିଖ ରବିବାର ବିଛା ୧୫ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଉତ୍ତରାଷାଢାନକ୍ଷତ୍ର ମକର ଚନ୍ଦ୍ର ଘାତ ବାର: ମେଷ…

ଦୁଃସ୍ୱପ୍ନ ପାଲଟିଛି ୨୦ ପାଦଅଙ୍ଗୁଳି, ୧୨ ହାତ ଆଙ୍ଗୁଳି !

ଭୁବନେଶ୍ୱର: ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ପିଛା ଛାଡୁନି । ଓଡିଶାର ଗଞ୍ଜାମ ଅଂଚଳରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । କଡାପଡାର ୬୩ ବର୍ଷୀୟା ମହିଳା ନାୟକ କୁମାରୀଙ୍କ ପାଦରେ ୨୦ ଓ ହାତରେ ୧୨ ଆଙ୍ଗୁଳି ରହିଛି । ଏହା ତାଙ୍କ ପାଇଁ ଅଭିଶାପ ପାଲଟିଛି କହିଲେ ଭୁଲ ହେବ ନାହିଁ । ପାଖ…

ଆସ୍ଥା ଭୋଟରେ ଜିତିଲେ ଉଦ୍ଧବ ଠାକରେ; କକ୍ଷତ୍ୟାଗ କଲା ବିଜେପି

ମୁମ୍ବାଇ: ବିଧାନସଭାରେ ବହୁମତ ପ୍ରମାଣିତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶନିବାର ଅପରାହ୍ନରେ ବହୁମତ ପରୀକ୍ଷା ଲାଗି ମହାରାଷ୍ଟ୍ର ବିଧାନସଭା ଗୃହରେ ଉତ୍ସାହ ଭରିରହିଥିବା ଦେଖିବାକୁ ମିଳିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ଦଳ ଦ୍ୱାରା ଗଠିତ ମେଣ୍ଟ ‘ମହାରାଷ୍ଟ୍ର ବିକାଶ…

ଖ୍ୟାତନାମା ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

କଟକ: ବିଶିଷ୍ଟ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଶନିବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଦୂରଦର୍ଶନ ତଥା ଓଡ଼ିଶା ସଙ୍ଗୀତ ଜଗତରେ ରାଧାକାନ୍ତ ବେଶ୍ ପରିଚିତ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଶା କଳା ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ…

ଜିଓ ଗିଗା ଫାଇବର ଲଞ୍ଚ କଲା ୩୫୧ ଓ ୧୯୯ ପ୍ଲାନ୍…

ଭୁବନେଶ୍ୱର: ରିଲାଏନ୍ସ ନିଜର ଗିଗା ଫାଇବର ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବ | ମାସିକ ୩୫୧ ଟଙ୍କା ଓ ସପ୍ତାହିକ ୧୯୯ ଟଙ୍କା ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ସବୁରେ ଗ୍ରାହକଙ୍କୁ ୧୦ ଏମବିପିଏସ ରୁ ନେଇ ୧୦୦ ଏମବିପିଏସ…

କଟକର ଆନ୍ଧ୍ର ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ

କଟକ: କଟକର ମଙ୍ଗଳାବାଗ ସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖା କୋଠାରେ  ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଉକ୍ତ ସର୍ଜିକାଲ ଆଇଟମ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।…