Latest Odisha News

BREAKING NEWS

Browsing Category

ଫିଚର

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ୨୦୨୦: ଓଡ଼ିଶା ଆୟୋଜକଙ୍କ ପ୍ରସ୍ତୁତିକୁ ଫିଫା ପ୍ରତିନିଧିଦଳର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମ୍ୟାଚ । କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଏବଂ ଆୟୋଜକଙ୍କ ପ୍ରସ୍ତୁତି ଲାଗି ତତ୍ପରତାରେ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ପ୍ରତିନିଧି ଦଳ । ଏନେଇ ଟୁର୍ଣ୍ଣାମେଣ୍ଟର ଫିଫା…

ଡିସେମ୍ବର ୧ରୁ ହ୍ରାସ ପାଇବ ‘ମୋ ବସ୍’ ଯାତ୍ରୀ ଭଡା

ଭୁବନେଶ୍ୱର: ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କ୍ୟାପିଟାଲ୍ ରିଜିନ୍ ଅରବାନ୍ ଟ୍ରାନସପୋର୍ଟ (କ୍ରୁଟ୍) ଆଗାମୀ ଦୁଇମାସ ପାଇଁ ଶୀତତାପ ନିୟନ୍ତ୍ରିତ ବସଭଡାରେ ଅହେତୁକ ରିହାତି କରି ବସ୍ ଭଡାର ସୁବ୍ୟବସ୍ଥୀକରଣ କରାଯାଇଛି । ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ କମାଯାଇଛି । ମାସିକ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ଉତ୍ତୋରତର ଗବେଷଣା ଲାଗି ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’ ଉଦଘାଟିତ ହୋଇଛି । ଏହି ରିସର୍ଚ୍ଚ ସେଣ୍ଟରଟି ପ୍ରଖ୍ୟାତ ସମାଜସେବୀ, ରାଜନୀତିଜ୍ଞ, ସୁ ଲେଖିକା ତଥା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ…

ଠିକାକର୍ମଚାରୀଙ୍କ ବେତନର ଦାୟିତ୍ୱ ‘ବିଏସଏନଏଲ’ ଓ ‘ଏମଟିଏନଏଲ’ର ନୁହେଁ : ଟେଲିକମ…

ଭୁବନେଶ୍ୱର: ବିଏସଏନଏଲ ଓ ଏମଟିଏନଏଲରେ କାମ କରୁଥିବା ଠିକା କର୍ମଚାରୀଙ୍କ ଚିନ୍ତା ସେମାନଙ୍କୁ ନିଜକୁ କରିବାକୁ ପଡିବ ବୋଲି ଗୁରୁବାର ଦିନ ସଂସଦରେ ଆଇଟି ଓ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଦୁଇ କମ୍ପାନୀ ରେ ଯେଉଁ କର୍ମଚାରୀ ଠିକାରେ…

ଝାଡ଼ଖଣ୍ଡ ନିର୍ବାଚନ: କେତେକ ପ୍ରମୁଖ ପ୍ରାର୍ଥୀ ଓ ଆସନ ସମ୍ପର୍କରେ ଜାଣନ୍ତୁ…

ଋାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତାକାଲି ୧ମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ଶନିବାର ଦିନ ଯେଉଁ ୧୩ଟି ଆସନରେ…

‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ଜାତୀୟ ମହିଳା ଫୁଟବଲ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା 'ଦକ୍ଷିଣ ଏସୀୟ କ୍ରୀଡା' ପାଇଁ ୨୦ ଜଣିଆ ଜାତୀୟ ମହିଳା ଦଳରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଜବାମଣି ଟୁଡୁ। ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ ଏସିଆନ ଫୁଟବଲ କନଫେଡେସନ (ଏଏଫସି)ରେ ଭାରତର…

କଲ୍ ଡ୍ରପରୁ ମିଳିବ ମୁକ୍ତି; ଏଆରଟେଲ ଆଣୁଛି ‘ଭଏସ ଓଭର ୱାଇଫାଇ’ ସେବା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭାରତୀ ଏଆରଟେଲ ଡ଼ିସେମ୍ବର ମାସରେ ଆଣୁଛି 'ଭଏସ ଓଭର ୱାଇଫାଇ ସେବା' । ଏହିସେବା ଦ୍ୱାରା ଗ୍ରାହକ ମାନେ ଘରଭିତରେ ବା ବାହାରେ ଉତ୍ତମ ଗୁଣବତ୍ତା କଲ କରିପାରିବାର ସକ୍ଷମ ହେବେ । ଏହି ସେବାକୁ କମ୍ପାନୀ ତାର କର୍ମଚାରୀଙ୍କ ଦ୍ୱାରା ପରୀକ୍ଷଣ କରିସାରିଛି ।…

୨୦୨୧ରୁ ଜେଇଇ ମେନ୍ ପରୀକ୍ଷାରେ ସ୍ଥାନ ପାଇବ ଓଡିଆ ଭାଷା !

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡିଆ ଭାଷା ସାମିଲ କରିବା ଲାଗି କେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ୨୦୨୧ ମସିହାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଲାଗୁ କରାଯିବ । ଏହି ନିର୍ଣ୍ଣୟ ଫଳରେ ଓଡିଶାର ପ୍ରାୟ…

ରାଜଧାନୀରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ନର କଙ୍କାଳ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ନିକଟ ଏକ ଡଷ୍ଟବିନରୁ ଶୁକ୍ରବାର ଦିନ ଗୋଟିଏ ନର କଙ୍କାଳ ଠାବ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜଣେ ସଫେଇ କର୍ମଚାରୀ ଆଜି ସକାଳେ ଆଇଆରସି ଭିଲେଜ୍ ନିକଟରେ ଥିବା ଏକ ଡଷ୍ଟବିନକୁ ଅଭିଆ ଆବର୍ଜନା…

ଫିଲ୍ମ ଜଗତରୁ ଅବସର ନେବେ ଅମିତାଭ ବଚ୍ଚନ !

ମୁମ୍ବାଇ: ପ୍ରାୟ ୫ ଦଶନ୍ଧିରୁ ବଲିଉଡରେ ରାଜ କରୁଥିବା ବିଗ୍ ବି’ ଅମିତାଭ ବଚ୍ଚନ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରୁ ଅବସର ନେଇପାରନ୍ତି । ଏନେଇ ନିଜ ବ୍ଲଗରେ ସେ ସଙ୍କେତ ଦେଇଛନ୍ତି । ନିଜ ଅଫିସିଆଲ୍ ବ୍ଲଗରେ ଅମିତାଭ ଲେଖିଛନ୍ତି, “ମୋତେ ଏବେ ଅବସର ନେବାକୁ ପଡିବ...ମୁଁ ମୁଣ୍ଡ କିଛି ଭାବୁଛି,…