Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେଉଁ ୨ଦିନ ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ୍

ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ପରିବର୍ତ୍ତିତ ରୁଟରେ ଚଳାଚଳ କରିବ । ମୋଗଲସରାଇ ଡିଭିଜନ ନିକଟ ବାବୁଆ ଷ୍ଟେସନରେ ଜାରି ରହିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କୋରାପୁଟ: କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ ଥାନା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି କୋଟପାଡ ଥ।। ଏଏସଆଇ ଶରତ କୁମାର ସାହୁ । ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜମିଜମା ବିବାଦ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା  ୨୯ ରିଖ ଶୁକ୍ରବାର ବିଛା ୧୩ ଦିନ ମାର୍ଗଶିର  ମାସ ଶୁକ୍ଳ  ପକ୍ଷ  ତୃତୀୟା  ତିଥି  ପୂର୍ବାଷାଢା  ନକ୍ଷତ୍ର ଧନୁ   …

ସରିଲା ମହାରାଷ୍ଟ୍ର ମହାନାଟକ; ଝାଡ଼ଖଣ୍ଡ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି

ରାଞ୍ଚି: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିବା ପରେ ଏବେ ଏନଡ଼ିଏ ଓ ୟୁପିଏର ଦୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ରହିଛି । ଆଦିବାସୀ ଜନବହୁଳ ଏହି ରାଜ୍ୟ ପ୍ରାକୃତିକ ଖଣିଜ ପଦାର୍ଥ ଲାଗି ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ…

ଝାଡ଼ଖଣ୍ଡ ନିର୍ବାଚନ: କେଉଁ ଦଳର କ’ଣ ଇସ୍ତାହାର ଜାଣନ୍ତୁ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତା ୩୦ ତାରିଖରେ ଆରମ୍ଭ ହୋଇ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ପୂର୍ବରୁ  ଉଭୟ ଏନଡ଼ିଏ ଏବଂ ୟୁପିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଶାସକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ବରିଷ୍ଠ ନେତା ତଥା…

ରିଲାଏନ୍ସ କମ୍ପାନୀ ଭାରତର ପ୍ରଥମ ଫାର୍ମ ଭାବେ ଅତିକ୍ରମ କଲା ୧୦ ଲକ୍ଷ କୋଟି ମାର୍କେଟ କ୍ୟାପ

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ନିଫାଇନାରୀ ଏବେ ଭାରତର ପ୍ରଥମ କମ୍ପାନୀ ଯିଏ ବଜାର ପୁଞ୍ଜିକରଣରେ ୧୦ ଲକ୍ଷ କୋଟି ଅଙ୍କ ପର କରିଛି । ରିଲାଏନ୍ସ କମ୍ପାନୀର ସେୟାର ୦.୬୪ ପ୍ରତିଶତ ବଢି ୧,୫୭୯.୯୦ ଟଙ୍କାରେ ପହଞ୍ଚି ଯାଇଛି । ବ୍ଲୁମବର୍ଗର ହିସାବ ଅନୁସାରେ ନିପଟି ୫୦ ଇଂଡ଼େକ୍ସର ଅବଧି…

ପଶ୍ଚିମବଙ୍ଗରେ ମମତାଙ୍କ ବାଜିମାତ୍; ପଛରେ ରହିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ୩ଟି ବିଧାନସଭା ଉପ-ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ ଜିତାପଟ ହାସଲ କରିଛି । ଏହି ଉପନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ୍ଡା ମୁକାବିଲା ହୋଇଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହି ତିନିଟି ଆସନରେ ଆଶାତୀତ…

ଜାଣନ୍ତୁ, କେଉଁ ଟ୍ରାଫିକ୍ ନିୟମ ନ’ମାନିଲେ ଆପଣଙ୍କୁ ଦେବାକୁ ପଡିବ ଜୋରିମାନା !

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ଟ୍ରାଫିକ ନିୟମ ପୁଣିଥରେ କଡାକଡି ଭାବେ ଲାଗୁ କରିବାକୁ ସରକାର ସ୍ଥିର କରିଥିଲେ । ମାତ୍ର ଗୁରୁବାର ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆହୁରି ୩ମାସ ଲାଗି ପାଇଁ ଟ୍ରାଫିକ୍‌ ନିୟମର କୋହଳ ଲାଗି ସମୟସୀମା ବୃଦ୍ଧି କରିଥିବା ନେଇ ସୂଚନା…

ଆଉ ୩ ମାସ ବଢିଲା ନୂଆ ମୋଟରଯାନ ଆଇନର ଡେଡ଼ଲାଇନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ ତାରିଖରେ ରାଜ୍ୟ ସରକାର ଦେଇଥିବା ନୂଆ ମୋଟରଯାନ ଆଇନ ୨୦୧୯ର ଡେଡଲାଇନ୍ ସମାପ୍ତ ହେଉଥିବା ବେଳେ ରାଜ୍ୟ ସରକାର ଗୁରୁବାର ଦିନ ଏହାର କୋହଳ ସମୟସୀମା ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆସନ୍ତା ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ…

ମହାରାଷ୍ଟ୍ର ମହାନାଟକର ନାୟକ ଅଜିତ ପାୱାର ହେବେ ଉପ-ମୁଖ୍ୟମନ୍ତ୍ରୀ !

ମୁମ୍ବାଇ: ଏନସିପି ନେତା ଅଜିତ ପାୱାର ନବଗଠିତ ମହାରାଷ୍ଟ୍ର ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହିତ ମନ୍ତ୍ରୀମଣ୍ଡଳର ଅନ୍ୟ ୬ଜଣ ସଦସ୍ୟ ଶପଥପାଠ କରିବାର…