Latest Odisha News

BREAKING NEWS

Browsing Category

ଫିଚର

ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସଭା ଭବନରେ ଲେଖକ ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କରିଛନ୍ତି। ଏହି ପୁସ୍ତକ ସ୍କୁଲ୍‌ ଓ କଳେଜରେ ପାଠ ପଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ…

ବାତ୍ୟା ‘ବୁଲବୁଲ୍’ କ୍ଷୟକ୍ଷତି ସମ୍ପର୍କୀତ ଦାବି ଆସନ୍ତା ସପ୍ତାହରେ କେନ୍ଦ୍ରକୁ ରାଜ୍ୟ ସରକାର ଜଣାଇବେ: ଏସଆରସି

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଓଡ଼ିଶା ସରକାର କେନ୍ଦ୍ରକୁ ବାତ୍ୟା ବୁଲବୁଲ୍ କ୍ଷୟକ୍ଷତି ସମ୍ପର୍କରେ ଦାବି ଉପସ୍ଥାପନ କରିବେ । ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ନିମନ୍ତେ କେନ୍ଦ୍ରୀୟ ଟିମର ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନାଦେଇ ଶୁକ୍ରବାର ଦିନ ରାଜ୍ୟ ସ୍ୱତନ୍ତ୍ର…

ରାଜ୍ୟରେ ନକଲି ଡାକ୍ତର ନଥିବା କହିହେବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ନକଲି ଡାକ୍ତର ଥିବା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ରାଉଲକେଲାରୁ ଏକ ନକଲି ଡାକ୍ତର ଗିରଫ ଘଟଣାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, "ମୁଁ ଏହା କହୁନାହିଁ କି ଓଡ଼ିଶାରେ ନକଲି ଡାକ୍ତର…

ଓଡିଶା ପୋଲିସରେ ଯୋଗ ଦେଲେ ୩ ଆଇପିଏସ ଅଧିକାରୀ

ଭୁବନେଶ୍ୱର: ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଓ ଡେରାଡୁନଠାରେ ପ୍ରଶିକ୍ଷଣ ଲାଭ କରିବା ପରେ ଓଡ଼ିଶା ପୋଲିସରେ ଯୋଗ ଦେଇଛନ୍ତି ୨୦୦୮ବ୍ୟାଚର ୩ ଜଣ ଆଇପିଏସ ଅଧିକାରୀ । ଓଡିଶା କ୍ୟାଡ଼ରର ଏହି ତିନି ଆଇପିଏସ ଅଧିକାରୀ ମାନେ ହେଉଛନ୍ତି ଏସ ସୁଶୀରି (କେରଳ), ନିତେଶ ୱାଧବାନୀ…

ନଦୀର ନାମ ଗନ୍ଧବତୀ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ ନଦୀର ନାମ ଗନ୍ଧବତୀ... ସୁଦର୍ଶନ ଦାସ ଗନ୍ଧବତୀ ନାମକ ଏକ ନଦୀକୁ ଓଡ଼ିଶାରେ ବହୁତ କମ୍ ଲୋକ ଜାଣନ୍ତି । ଉତ୍କଳ – କଳିଙ୍ଗ ସଭ୍ୟତା ଏକଦା ଗଢି ଉଠିଥିଲା ଏହି ନଦୀ କୂଳରେ । ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ କଳିଙ୍ଗ ସମ୍ରାଟ…

ଚାଷୀଙ୍କୁ ଋଣ ଦେବାରେ ବ୍ୟାଙ୍କର ଅବହେଳାକୁ ପ୍ରଶୟ ଦିଆଯିବ ନାହିଁ: କୃଷି ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଆଗକୁ ଆସିଲେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ବ୍ୟାଙ୍କ ଗୁଡିକ ଚାଷୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଧରିଲେ କୃଷି ଆୟ ଦ୍ୱିଗୁଣିତ ହେବା ସ୍ୱପ୍ନରେ ରହିଯିବ ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର…

ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ: ଗୁରୁ ରାମହରି ଦାଶଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’

ଭୁବନେଶ୍ୱର:ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ତରଫରୁ ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ-୨୦୧୯ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥିମାନେ ଗୁରୁ ରାମହରି ଦାସଙ୍କୁ ‘ଗୁୁରୁ ସିଂହାରୀ ସମ୍ମାନ’, ସୁଶ୍ରୀ ବୀଣାପାଣି ନାୟକଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ରୁପକ ପରିଡ଼ାଙ୍କୁ ‘ଗୁରୁ ଗୋପାଳ…

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅନ୍ତିମ କାର୍ଯ୍ୟଦିବସ; ସେ ଦେଇଥିବା କେତେକ ଐତିହାସିକ ରାୟ…

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟାଧିଶ ରଞ୍ଜନ ଗୋଗୋଇଙ୍କର ଆଜି ହେଉଛି ନ୍ୟାୟାଳୟରେ ଅନ୍ତିମ କାର୍ଯ୍ୟଦିବସ । ସେ ଆସନ୍ତା ୧୭ ତାରିଖରେ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ମାତ୍ର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ…

ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ ନିୟମ: ମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ଡିସେମ୍ବର ୧ରୁ ପୂର୍ବପରି ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜୋରିମାନା ମଧ୍ୟ ଆଦାୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ…

ମହଙ୍ଗା ହେଲା ଟ୍ରେନ ଖାଦ୍ୟ; ଜାଣନ୍ତୁ ପରିବର୍ତ୍ତିତ ଦର

ମୁମ୍ବଇ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ବୃଦ୍ଧି ପାଇବାକୁ ଯାଉଛି ଟ୍ରେନ ଖାଦ୍ୟର ଦାମ୍‍ । ଏନେଇ ରେଲୱେ ବୋର୍ଡ଼ର ପର୍ଯ୍ୟଟନ ଏବଂ ଖାଦ୍ୟ-ପାନୀୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ସର୍କୁଲାର୍‍ ଜାରି କରାଯାଇଛି। ରେଲୱେ ବୋର୍ଡ଼ ସର୍କୁଲାର୍‍ ଅନୁସାରେ, ଆଇଆରସିଟିସିର…