Latest Odisha News

BREAKING NEWS

Browsing Category

ଫିଚର

୧ମ ଟେଷ୍ଟ: ଗୋଟିଏ ଇନିଂସ ଓ ୧୩୦ ରନରେ ଭାରତର ଦମଦାର୍ ବିଜୟ

ଇନ୍ଦୋର: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲଙ୍କ ଦମଦାର୍ ଦ୍ୱିଶତକ ପରେ ଦଳର ନିର୍ଭରଯୋଗ୍ୟ ସିମର୍ ମହମ୍ମଦ ସାମିଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲାଦେଶ ଦଳ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ ହୋଇଛି । ବାଂଲାଦଳ ୧ମ ଦୁଇଟି ଇନିଂସରେ ଯଥାକ୍ରମେ ୧୫୦/୨୧୩ ରନ କରି ଭାରତର ୧ମ ଇନିଂସ ସ୍କୋର…

ଗଜପତି ମହାରାଜାଙ୍କ ରଚିତ ‘ମାଜେଷ୍ଟିକ ମାରା’ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ରଚିତ ପୁସ୍ତକ ‘ମାଜେଷ୍ଟିକ ମାରା’କୁ ଶନିବାର ଦିନ ଉନ୍ମୋଚନ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିଆର ପ୍ରସିଦ୍ଧ ଅଭୟାରଣ୍ୟ ‘ମଶାଇ ମାରା’ରେ ନିଜର ୮ ଦିନର ଭ୍ରମଣ ଅନୁଭୂତିକୁ ଏହି ପୁସ୍ତକରେ ବର୍ଣ୍ଣନା…

ଓଡ଼ିଶା ସିଭିଲ୍ ସର୍ଭିସ: ମେନ୍ ପରୀକ୍ଷା ଲାଗି ୪୩୨ ଜଣ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କଲେ, ଜାଣନ୍ତୁ ସମ୍ପୂର୍ଣ୍ଣ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୧୮ ପରୀକ୍ଷାରେ ସମୁଦାୟ ୪୩୨ ଜଣ ପରିକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ସୂଚନା ପ୍ରଦାନ କରିଛି । ଓଡ଼ିଶା ପ୍ରସାଶନିକ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ…

ସ୍ୱାସ୍ଥ୍ୟସେବା ଲାଗି ଟୋଲ୍ ଫ୍ରି’ ନଂ ଶୁଭାରମ୍ଭ କଲେ ଓଡିଶା ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପରାମର୍ଶ ଲାଗି ଜନସାଧାରଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । କେବଳ ଗୋଟିଏ ମାତ୍ର କଲ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୋକମାନେ ସହଜରେ ପାଇପାରିବେ । ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି’…

ଡିଡ଼ିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡ଼ିସିଏ)ର ସଭାପତି ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚୋଟତା ତଥା ସ୍ୱଚ୍ଛତା ପରି ଆଦର୍ଶକୁ ସେ କେବେବି ଜଳାଞ୍ଜଳି…

ଆଜି ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ

ଭୁବନେଶ୍ୱର: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଶନିବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ରାଜ୍ୟର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ସେହିପରି ରାଜଧାନୀରେ…

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

୪ର୍ଥ ଦିନରେ ଐତିହାସିକ କଟକ ବାଲିଯାତ୍ରା, ଆକୃଷ୍ଟ କରୁଛି କାଶ୍ମିରୀ ସାଲ୍…..

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ୪ର୍ଥ ଦିନ। ଐତିହାସିକ  ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଖାଦ୍ୟ ତଥା…

ଶିବସେନା ଓ କଂଗ୍ରେସ ସହଯୋଗରେ ସରକାର ଗଢିବାକୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦୃଢୋକ୍ତି

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଏବେବି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି ।ବିଜେପି-ଶିବସେନା ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହୋଇ ପରି ନାହିଁନ୍ତି । ସମସ୍ତ ଦଳକୁ ରାଜ୍ୟପାଳ ନୂଆ ସରକାର ଗଠନ କରିବାକୁ ଡକାଇଥିଲ ମଧ୍ୟ ସମସ୍ତ ଦଳ ନିଜ…