Latest Odisha News

BREAKING NEWS

Browsing Category

ଫିଚର

ମହାରାଷ୍ଟ୍ରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଙ୍କଟ ଯୋଗୁଁ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ରାଜ୍ୟରେ ୩୬୫ ଧାରା ଲାଗୁ ନିମନ୍ତେ ଗୃହୀତ ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଫଳ ସ୍ୱରୂପ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁହୋଇଛି । ପଞ୍ଜାବ ଗସ୍ତରୁ…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…

ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା; ଆସନ୍ତା କାଲିଠାରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ୩୦ଟି କାର୍ଯ୍ୟଦିବସ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବା ନେଇ ସୂଚନା ମିଳିଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ…

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ । ପବିତ୍ର…

ସମ୍ ଡାକ୍ତରଙ୍କ ଆଉ ଏକ କଷ୍ଟସାଧ୍ୟ ଅସ୍ତ୍ରୋପଚାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଜସିପୁର ଅଂଚଳର ଜନୈକା ୪୨ ବର୍ଷୀୟା ମହିଳାଙ୍କର ବେଶ କିଛି ମାସ ଧରି…

ଲିମକା ରେକର୍ଡ଼ରେ ସ୍ଥାନ ପାଇଲା ‘ଯାଆଁଳା ଶିଶୁ ଜଗା-କାଳିଆ’ଙ୍କ ବିରଳ ଅସ୍ତ୍ରୋପଚାର !

କଟକ/ଭୁବନେଶ୍ୱର: ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ପ୍ରଖ୍ୟାତ ନ୍ୟୁରୋସର୍ଜରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର ୨୦୧୭ରେ ଦିଲ୍ଲୀ ଏମସଠାରେ ସମ୍ପନ୍ନ କରିଥିଲେ । ଏହି ବିରଳ ଅସ୍ତ୍ରୋପଚାର ଲିମକା ବୁକ୍ସ ଅଫ ରେକର୍ଡ଼ସରେ ସ୍ଥାନ ପାଇଛି । ଏହି କଷ୍ଟସାଧ୍ୟ ଅପରେସନ ୧୨୫ ଜଣ…

ସରକାରୀ ଅନୁମତି ବିନା ଗାଁରେ ନିର୍ମାଣ କରିହେବ ନାହିଁ ୨ ମହଲା କୋଠା !

ଭୁବନେଶ୍ୱର: ସହର ଭଳି ଏଣିକି ଗାଁରେ ମଧ୍ୟ ଘର ତିଆରି କରିବା ପୂର୍ବରୁ ନେବାକୁ ପଡିବ ସରକାରୀ ଅନୁମତି । ସହରରେ ଯେପରି ଘର ତିଆରି ଲାଗି ବିଭାଗୀୟ ଅନୁମତି ନେବାକୁ ପଡ଼ୁଥିଲା, ଯେମିତିକି ଭୁବନେଶ୍ବରରେ ବିଡିଏ ଏବଂ କଟକରେ ସିଡିଏର ଅନୁମୋଦନ ଆବଶ୍ୟକ ପଡୁଛି । ସେହିଭଳି ଏଣିକି ଗାଁରେ ଘର…

ଓଡିଶାର ପ୍ରଥମ ‘ଡେଲିଭରି ଗାର୍ଲ’ ପ୍ରିୟଙ୍କା

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ସବୁ କାମ ଅନଲାଇନରେ ହେଉଥିବା ବେଳେ ଖାଇବା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ କେବଳ ଗୋଟିଏ କ୍ଲିକରେ ଆମ ହାତ ପାହାନ୍ତାରେ ଆସି ପହଞ୍ଚି ଯାଉଛି । ସେସବୁକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି ‘ଡେଲିଭରି ବୟ’ ମାନେ ।…

ପୁରୀରେ ଜଳିଗଲା ୧୧ଟି ପରିବାରର ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମାଛପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୧୧ଟି ପରିବାରର ଘର ଜଳି ଧୂଳିସାତ ହୋଇପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ…

ଆଜିଠୁ ଐତିହାସିକ ବାଲିଯାତ୍ରା ଆରମ୍ଭ, ଚଳଚଞ୍ଚଳ କଟକ ସହର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୨ ତାରିଖ ତଥା ଆଜିଠାରୁ ଆରମ୍ଭ ହେଉଛି । ଯାହାଫଳରେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର…