Latest Odisha News

BREAKING NEWS

Browsing Category

ଫିଚର

ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ଖବର ପ୍ରସାରଣ କରିପାରିବେ ନାହିଁ ଗଣମାଧ୍ୟମ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଚର୍ଚ୍ଚା, ଡିବେଟ ଓ ରିପୋର୍ଟିଂ ସମୟରେ ପୋଗ୍ରାମ କୋଡ଼ର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି) । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖେର ଜାରି କରିଥିବା ଏକ ପତ୍ରରେ…

ବାତ୍ୟା ବୁଲବୁଲ ପରବର୍ତ୍ତୀ ଓଡ଼ିଶାର କେଉଁ ଜିଲ୍ଲାରେ କିପରି କ୍ଷୟକ୍ଷତି ହୋଇଛି, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ଆଜି ତା୦୯.୧୧.୨୦୧୯ ପ୍ରାତଃ ୫.୩୦ ମିନିଟରେ ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ସେତେବେଳେ ଏହାର ବେଗ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୩ କି.ମି. ବେଗରେ…

ଅଯୋଧ୍ୟା ରାୟ: ବଲିଉଡ଼ ସେଲିବ୍ରେଟି ମାନେ ଦେଲେ ଏହିଭଳି ପ୍ରତିକ୍ରିୟା

ମୁମ୍ବାଇ: ସୁପ୍ରିମକୋର୍ଟ ଶନିବାର ଦିନ ଦେଶର ସର୍ବପୁରାତନ, ସମ୍ବେଦନଶୀଳ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମାନଙ୍କ ମଧ୍ୟରୁ କିଛି…

ଆଜି ରାତି ୧୧ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବୁଲବୁଲ୍: ‘ଏସଆରସି’

ଭୁବନେଶ୍ୱର: ଉପକୂଳ ଓଡିଶାରେ ନିଜର ଭୟଙ୍କର ରୂପ ଦେଖାଉଛି ବାତ୍ୟା ବୁଲବୁଲ୍ । ବିଶେଷ କରି ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଛି । ତେବେ…

ଅଯୋଧ୍ୟା ରାୟ: ଏହିସବୁ ସ୍ଥାନରେ ବାଧାପ୍ରାପ୍ତ ହେଲା ଇଣ୍ଟରନେଟ ସେବା, ଜାଣନ୍ତୁ

ଲକ୍ଷ୍ମୌ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପାଇଁ ସୁରକ୍ଷା ଦୃଷ୍ଟିରୁ ଦେଶର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବିଛିନ୍ନ କରାଯାଇଥିବା ସୂଚନା ମିଳିଛି । Aligarh District Magistrate (DM), Chandra Bhushan Singh: All mobile internet…

ଅଯୋଧ୍ୟା ରାୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟା ସମେତ ସାରା ଦେଶ ସଜାଗ ରହିଛି । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ଅଯୋଧ୍ୟା ମାମଲାକୁ ନେଇ କୌଣସି ଅପ୍ରୀତିକର ପରସ୍ଥିତିକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ଓଡିଶା ପୋଲିସ । ତେବେ ଅଯୋଧ୍ୟା ରାୟକୁ ନେଇ ସୋସିଆଲ…

କରତାରପୁର କରିଡର ଉଦଘାଟନ ଅବସରରେ ଇମ୍ରାନଙ୍କୁ କଣ କହିଲେ ମୋଦି, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଉଦଘାଟନ କରିଛନ୍ତି । ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବରେ ପାକିସ୍ତାନ ସ୍ଥିତ କରତାରପୁରର ସାହିବ ଦର୍ଶନ କରିବାକୁ ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହିବ କରିଡର…

ଉପକୂଳ ଓଡିଶାରେ ଭୟଙ୍କର ରୂପ ନେଉଛି ବାତ୍ୟା ବୁଲବୁଲ୍

ଭୁବନେଶ୍ୱର: ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ପାଖଉଛି ବାତ୍ୟା ବୁଲବୁଲ । ବର୍ତ୍ତମାନ ସୁଦ୍ଧା ବୁଲବୁଲ ପାରାଦୀପଠାରୁ ୯୦ କିମି ଦୂରରେ ରହିଥିବା ସୂଚନା ମିଳିଛି । ବାତ୍ୟା ବୁଲବୁଲ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ବୁଲବୁଲ ଓଡ଼ିଶା ଉପକୂଳ ଦେଇ ସନ୍ଧ୍ୟା ସୁଦ୍ଧା…

ରାଷ୍ଟ୍ରଭକ୍ତିକୁ ମଜବୁତ କରିବ ଅଯୋଧ୍ୟା ରାୟ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟା ଟ୍ୱିଟ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି ଯେ, "ରାମ ଭକ୍ତି କିମ୍ବା ରହିମ ଭକ୍ତି, ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ 'ରାଷ୍ଟ୍ରଭକ୍ତି' ଭାବନାକୁ ମଜବୁତ କରିଛି ।…

ଅଯୋଧ୍ୟା ବିବାଦ: ସୁପ୍ରିମକୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନାହାଁନ୍ତି ମୁସଲିମ ପକ୍ଷ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ରାୟ ଶନିବାର ଦିନ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ…