Latest Odisha News

BREAKING NEWS

Browsing Category

ଫିଚର

ଆଜି ଭାରତ-ବାଂଲାଦେଶ ୨ୟ ଟି-୨୦ ଟକ୍କର, ସିରିଜ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଏହି ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିବା ଲାଗି ଜୋରଦାର୍ ପ୍ରଚେଷ୍ଟା କରିବ । ଆଜି ରାତି ୭ଟା ବେଳେ ଗୁଜୁରାଟର ରାଜକୋଟସ୍ଥିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୧୧-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା୦୭ ରିଖ ଗୁରୁବାର ତୁଳା ୨୧ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ସଫଳତାର ଶୀର୍ଷରେ ‘ମୋ ବସ୍’ ସେବା; ବସରେ ରାଜଧାନୀ ବୁଲିଲେ ନବୀନ…

ଭୁବନେଶ୍ୱର: ‘ମୋ ବସ୍’ ସେବାର ଏକବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର କେତେକ ସ୍ଥାନକୁ ମୋ ବସରେ ବସି ପରିଭ୍ରମଣ କରିଛନ୍ତି । ମୋ ବସରେ ବସିବା ପୂର୍ବରୁ ନବୀନ ବସର କଣ୍ଡକ୍ଟରଙ୍କଠାରୁ ଏକ ଟିକଟ ମଧ୍ୟ କାଟିଥିଲେ । ନବୀନ ଯେଉଁ ବସରେ ବସି ରାଜଧାନୀ…

‘ତୀବ୍ର ଅବପାତ’ ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଦୁର୍ବଳ ହେବ; କେଉଁ ଜିଲ୍ଲାରେ କେତେ ପବନ ବହିବ ଜାଣନ୍ତୁ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଯାହାକି ଦକ୍ଷିଣ-ଦକ୍ଷିଣପୂର୍ବ ପୁରୀ ଠାରୁ ୮୧୦ କିମି ଦୂରରେ ରହିଛି ତାହା ଆସନ୍ତା ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ । ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ନଭେମ୍ବର ୧୨ ତାରିଖ ସୁଦ୍ଧା ଦୁର୍ବଳ ହେବ ବୋଲି ଶିକ୍ଷା ଓ…

ଖୁବଶୀଘ୍ର ଏସସିବି ମେଡିକାଲ କଲେଜ ଏମ୍ସ ପ୍ଲସ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ିତୋଳାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାରେ ଏସସିବିର ଛାତ୍ରଛାତ୍ରୀ, ଅଧିକାରୀ ଓ ରାଜ୍ୟର ପ୍ରମୁଖ…

ଲଜ୍ଜା; ହେଡ଼ମାଷ୍ଟରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୁଧବାର ଦିନ ଥାନାରେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଜଠିଆ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସେହି ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ…

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ବିଜ୍ଞପ୍ତି; ପଢନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ର ୨୦୧୯ ପ୍ରିଲିମିନାରୀ ପରୀକ୍ଷା ଲାଗି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଯୋଗ୍ୟ ପ୍ରାର୍ଥୀମାନଙ୍କ ନିକଟରୁ ଦରଖାସ୍ତ ଆବେଦନ କରୁଛନ୍ତି । ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପ୍ତି…

ପୂଜ୍ୟ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ

ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟତମ ସହଯୋଗୀ ମଧ୍ୟ ଥିଲେ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୂଣ୍ୟତିଥି ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଓ ସମାଜ ପ୍ରତି ତାଙ୍କର ଯୋଗଦାନ ବିଷୟରେ ମନେ ପକେଇବା । ୧. ପୁରୀ…

ମଣିଷର ପ୍ରକୃତ ବନ୍ଧୁ କୁକୁର: ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ କୁକୁର ଦେଲା ପ୍ରାଣବଳି

ଭୁବନେଶ୍ୱର: ବଲିଉଡ ଚଳଚ୍ଚିତ୍ର ତେରୀ ମେହେରବାନିଆର କାହାଣୀ ମନେ ପଡିଲେ ଆଖିଆଗରେ ନାଚି ଯାଏ ମଣିଷର ପ୍ରକୃତ ବନ୍ଧୁ କୁକୁରର ବିଶ୍ୱସ୍ଥନିୟତା କଥା । ଭୁବନେଶ୍ୱରର ବାହାରେ ଥିବ ଯାଆଁଳା ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଣ୍ଡମୁହାଁଣ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁକୁର ଯେ ମଣିଷର…

ଆଇଏମଡ଼ିର ପୂର୍ବାନୁମାନକୁ ଲକ୍ଷ୍ୟ ରଖି ସରକାର ପଦକ୍ଷେପ ଗ୍ରହଣ କରିବେ: ଏସଆରସି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ କ୍ରମେ ଓଡିଶା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତଥିବା ବୁଧବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ଜାତୀୟ ପାଣିପାଗ…