Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯବାନ

ଜୟପୁର: ଜୟପୁର ସ୍ଥିତ ଏକ କୋର୍ଟ ଭାରତୀୟ ସେନାର ଜଣେ ଯବାନ ବିଚିତ୍ର ବେହେରାଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ଦିନ ରାଜସ୍ଥାନର ଇଣ୍ଟେଲିଜେନ୍ସ ପୋଲିସଙ୍କୁ ଅନୁମତି ପ୍ରଦାନ କରିଛି । ସୋସିଆଲ ମିଡ଼ିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନି ଆଇଏସଆଇ ଏଜେଣ୍ଟକୁ ଗୁପ୍ତ ତଥ୍ୟ ପ୍ରଦାନ…

ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ସ୍ବପ୍ନ ଟିଏ- ଏ ଡ୍ରିମ’

ଭୁବନେଶ୍ୱର: ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ' ସ୍ବପ୍ନ ଟିଏ- ଏ ଡ୍ରିମ' । ମିଲନ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍ଗ ପିଲାମାନଙ୍କ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ମାଧ୍ୟମରେ…

ନିଜ ବାହାଦୁରି ପାଇଁ ଆଇଆଇସି ଅରୁଣ ସ୍ବାଇଁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଘଟିଥିବା ଛୁରୀ ମାଡ଼ ଆକ୍ରମଣରୁ ପିଡ଼ିତଙ୍କୁ ଉଦ୍ଧାର କରିଥିବାରୁ ନୟାପଲି ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କୁ ନିଜ ବାହାଦୁରି ପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାପ୍ତ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା…

ଆସନ୍ତା କାଲି ‘ବଡଓଷା’: ଧବଳେଶ୍ବରରେ ଦର୍ଶନାର୍ଥୀଙ୍କ ଲାଗି ୫ଟି ବୋଟ ପ୍ରସ୍ତୁତ

କଟକ: ଆସନ୍ତା କାଲି ଠାରୁ ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା । ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ମହାନଦୀ କୂଳରେ ୫ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଏହାଛଡା ସୁରକ୍ଷା ଦୃଷ୍ଟିରୁ…

ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ୍, ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତର ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ଦିନ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍ଗରାଜ ମନ୍ଦିର ମଧ୍ୟକୁ ମୋବାଇଲ୍ ଓ କ୍ୟାମେରା ନେବା ନିଷେଧ ହୋଇଥିବା ବେଳେ ପ୍ରଦୀପ ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭୁ…

ବାଂଲାଦେଶ ମୁହାଁଉଛି ସାମୁଦ୍ରିକ ଝଡ଼ ‘ବୁଲବୁଲ୍’; ଜାଣନ୍ତୁ, ଓଡ଼ିଶାରେ କିପରି ରହିବ ପ୍ରଭାବ…

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାରାଦ୍ୱୀପ ବନ୍ଦରଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ବୁଲବୁଲ୍ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ତଥା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ…

ଝାରସୁଗୁଡାରୁ ମୁମ୍ବାଇ ସିଧାସଳଖ ବିମାନ ସେବା ଲାଗି ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଝାରସୁଗୁଡା-ମୁମ୍ବାଇ ସିଧାସଳଖ ବିମାନ ଉଡାଣ ଆରମ୍ଭ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଗୁରୁବାର ଦିନ ପତ୍ର ଲେଖି ଜଣାଇଛନ୍ତି ।…

ଜାଣନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ଟି ଭୋଗର ସମ୍ପୂର୍ଣ୍ଣ ନାମ !

ପୁରୀ: ଅକଥନୀୟ ଏବଂ ଅବର୍ଣ୍ଣନୀୟ ବିଶ୍ୱାସର ବହୁ ଦୂରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସତ୍ତା । ଯେଉଁ ଭକ୍ତ ଯେପରି ଭାବେ ମହାପ୍ରଭୁଙ୍କୁ ଭାବୁଥାଏ ତାହା ଲାଗି ସେହି ଭାବଗ୍ରାହୀ ଠିକ୍ ସେହିପରି । ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ପୁରୁଷ । ସମ୍ପୂଣ୍ଣ ଜୀବନ୍ତ…

ବାତ୍ୟାର ରୂପ ନେଲା ଗଭୀର ଅବପାତ, ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିବର୍ତ୍ତନ ହେବାପରେ ଧିରେଧିରେ ବାତ୍ୟାର ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୫୦ ଯାତ୍ରୀ ଆହତ

ଗଞ୍ଜାମ/ଢେଙ୍କାନାଳ: ଗଞ୍ଜାମ ଓ ଢେଙ୍କାନାଳରେ ଗୁରୁବାର ଭୋର୍ ସମୟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସର…