Latest Odisha News

BREAKING NEWS

Browsing Category

ଫିଚର

ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଦିନ ଶୁଭ୍ରାଂଶୁ ନାମକ ଏକ ଅଣ୍ଡିରା ଧଳା ବାଘର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏହି ୫ ବର୍ଷର୍ୀୟ ଧଳା ବାଘଟି ଗତ କିଛି ଦିନ ହେବ କିଡନୀ ଜନିତ ସମସ୍ୟା ଓ ଡାଇରିଆରେ ପିଡିତ…

ଓଡିଶା ଛାଡୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛାଡୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ଜାରି ହୋଇଥିବା ଏକ ବୁଲେଟିନରୁ ଜଣାପଡିଛି । ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ବାୟୁ ସୋମବାର ଦିନ ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ଭଳି…

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା…

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସହ ଫେରୁଛି ବଜାଜ, ଆସନ୍ତାକାଲି କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ୨ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ 'ବାଜାଜ ଅଟୋ' ପୁଣିଥରେ ସ୍କୁଟର ସେଗମେଣ୍ଟରେ ପାଦ ରଖିବାକୁ ଯାଉଛି। 'ବାଜାଜ ଅଟୋ'ର ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ଲଞ୍ଚ କରିବ । ଏହାର ନାମ ରଖାଯାଇଛି ‘ଚେତକ ଚିକ୍’ । ଆସନ୍ତାକାଲି ଏହାକୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଦେଓଗାଁ-ତୁଷୁରା ନିକଟ ମହିପୁର ଛକଠାରେ ଆଜି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ-ଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ମହିପୁର ରାସ୍ତାଦେଇ ଏକ ବାଇକ୍ ଯୋଗେ ଉଭୟ ଭାଇ ଓ ଭାଉଣୀ ଯାଉଥିବା ବେଳେ ଏକ ଟ୍ରକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୫ ତାରିଖ ମଙ୍ଗଳବାର କନ୍ୟା ୨୯ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବିତୀୟାତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର…

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅର୍ଥନୀତି ଲାଗି ଚଳିତ ବର୍ଷର ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନ୍ୟୁୟର୍କଠାରେ ୨୦୧୯ ବର୍ଷ ଲାଗି ଅର୍ଥନୀତିରେ ଯେଉଁ ୩ ଜଣ ବ୍ୟକ୍ତି ନୋବେଲ୍ ପୁରସ୍କାର ପାଇବାକୁ…

ହସ୍ପିଟାଲ୍ ବାରଣ୍ଡାରେ ଗର୍ଭବତୀ ମହିଳାଙ୍କ ଯାଆଁଳା ଶିଶୁ ପ୍ରସବ !

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିକେ ପାଣ୍ଡିଆନ୍ ଭଦ୍ରକ ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକ୍ରମ ତଦାରଖ କରିବାର କିଛି ଘଣ୍ଟା ପୂର୍ବରୁ ସୋମବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ଜଣେ ମହିଳା ଯାଆଁଳା ଶିଶୁ ପ୍ରସବ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ତିହିଡ଼ି…

ଭିନ୍ନମୋଡ଼ ନେଲା ଚୌଦ୍ୱାର ଡ଼ବଲ୍ ଏନକାଉଣ୍ଟର୍; ଅପରାଧୀଙ୍କ ପ୍ରେମିକା ମଧ୍ୟ ଗ୍ୟାଙ୍ଗରେ ସଂପୃକ୍ତ !

କଟକ: ଚୌଦ୍ୱାର ପୋଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର୍ ମାଧ୍ୟମରେ ଏନକାଉଣ୍ଟର୍ କରି ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅପରାଧୀଙ୍କ ପ୍ରେମିକା ସମେତ ୩ ଜଣ ପରିବାର ସଦସ୍ୟଙ୍କୁ ସୋମବାର ଦିନ ଗିରଫ କରିଛି କମିଶନରେଟ…

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦ ଟଙ୍କାରେ ପ୍ରଥମେ ବିକ୍ରି ହେଉଥିଲେ…