Latest Odisha News

BREAKING NEWS

Browsing Category

ଫିଚର

କାହିଁକି ଜାଣନ୍ତୁ, ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ପାଳିବେନି ନିଜର ଜନ୍ମଦିନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନିଜର ଜନ୍ମଦିନ ପାଳିବେନି । ପ୍ରଳୟଙ୍କରୀ ବାତ୍ୟା ଫନୀ ଯୋଗୁଁ ଅନେକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା । ଏଥିଯୋଗୁଁ ଓଡ଼ିଶା ଜନସାଧାରଣଙ୍କ ବିପୁଳ ପରିମାଣର କ୍ଷୟକ୍ଷତି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୬ ତାରିଖ ବୁଧବାର କନ୍ୟା ୩୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର…

ନୂଆଦିଲ୍ଲୀ ଯିବାକୁ ଥିବା ଦୂରନ୍ତ ଏକ୍ସପ୍ରେସ ବୁଧବାର ଦିନ ବିଳମ୍ବରେ ଛାଡ଼ିବ: ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ନୂଆଦିଲ୍ଲୀ ଯିବାକୁ ଥିବା ଦୂରନ୍ତ ଏକ୍ସପ୍ରେସ ବୁଧବାର ଦିନ ଏହା ଭୁବନେଶ୍ୱର ଷ୍ଟେସନରୁ ସକାଳ ୭ଟା ୪୦ ପରିବର୍ତ୍ତେ ଦିନ ଗୋଟାଏ ୩୦ରେ ଛାଡ଼ିବ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ…

ଦେଖନ୍ତୁ: ‘କୁଇନ୍’ ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଓଡ଼ିଆ ସିନେମା ‘କୁଇନ୍’ର ଏବେ ଚାଲିଛି ସୁଟିଂ । ସୁଟିଂ ସେଟର କିଛି ଦୃଶ୍ୟ ସହିତ ଏକ ଗୀତକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ବର୍ଷା । ଏହି ଭିଡ଼ିଓଟିକୁ ସୋସିଆଲ୍ ମିଡ଼ିଆର ହଜାର ହଜାର ୟୁଜର୍ସ ବେଶ୍ ପସନ୍ଦ କରିବା ସହିତ…

ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବାକୁ ନୂଆଦିଲ୍ଲୀଠାରେ ଏକ ଭିଡ଼ଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । छोटे शहरों को बड़े शहरों से जोड़ने के लिये रेलवे आज से #SewaServiceTrains चलाने जा रही है।…

ଯାତ୍ରୀଙ୍କ ନିରାପତ୍ତା ଲାଗି ପୋଲିସର କଡ୍ଡା ନଜରରେ ରହିବ ରେଲୱେ ଷ୍ଟେସନ: ଡ଼ିଜିପି

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ରେଲୱେ ଷ୍ଟେସନ ଗୁଡ଼ିକରେ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜଧାନୀସ୍ଥିତ ପୋଲିସ କ୍ୟାମ୍ପ ଅଫିସରେ ରେଲୱେ ନିରାପତ୍ତାକୁ…

ଆଜି ଜନ୍ମଦିନରେ ଜାଣନ୍ତୁ, କଲାମଙ୍କ ବିଷୟରେ ୧୨ଟି ଅଜଣା କଥା

ଭୁବନେଶ୍ୱର: ମହାମାନବ 'ମିସାଇଲ ମ୍ୟାନ୍' ଏପିଜେ ଅବଦୁଲ କଲାମଙ୍କର ଆଜି ହେଉଛି ଜନ୍ମଦିବସ । ସେଥିଲେ ଜଣେ ଶିକ୍ଷକ, ବୈଜ୍ଞାନିକ, ରାଷ୍ଟ୍ରପତି ଆହୁରି ଅନେକ କିଛି । ସର୍ବୋପରେ ସେ ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ । ଭାରତରତ୍ନ ପ୍ରାପ୍ତ ଏହି ମାହାନ ବ୍ୟକ୍ତିଙ୍କ ବିଷରେ ଜାଣନ୍ତୁ ୧୨ଟି…

ଅବିବାହିତ ଥାଇ ମଧ୍ୟ ଅବଦୁଲ୍ କଲାମଙ୍କର ଅଛନ୍ତି ୩ ପୁଅ !

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିସାଇଲ୍ ମ୍ୟାନ୍ ତଥା ୧୧ତମ ରାଷ୍ଟ୍ରପତି ଏପିଜେ ଅବୁଦୁଲ୍ କଲାମଙ୍କର ୮୮ତମ ଜନ୍ମ ବାର୍ଷିକୀ ପାଳିତ କରାଯାଉଛି । ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ 'ମିସାଇଲ ମ୍ୟାନ୍' ଭାବେ ସାରାଦେଶ ଜାଣିଛି । ଭାରତର ଅନେକ…

ଆଇନଜୀବୀଙ୍କ ଆନ୍ଦୋଳନ: ସରକାରଙ୍କ ସମେତ ସମସ୍ତ ବାର୍ ଅସୋସିଏସନକୁ ହାଇକୋର୍ଟଙ୍କ ନୋଟିସ

କଟକ: ଆଜି ପ୍ରଥମଥର ଲାଗି ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ ବସି ଓଡ଼ିଶା ସରକାରଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ବାର୍ ଆସୋସିଏସନଗୁଡ଼ିକୁ ଆଇନଜୀବୀମାନଙ୍କ ଆନ୍ଦୋଳନ ବିରୋଧରେ ନୋଟିସ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ଯେଉଁ ୧୩ ଜଣ ବିଚାରପତିଙ୍କୁ ନେଇ…

ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଅଧିକାରୀମାନେ ମଙ୍ଗଳବାର ଦିନ ୪୦୦ ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଡିଆରଆଇର ଅଧିକାରୀମାନେ ଏୟାର ଏସିଆ…