Latest Odisha News

BREAKING NEWS

Browsing Category

ଫିଚର

ବୈଷୟିକ ଜ୍ଞାନ କୌଶଳରେ ଗୋପାଳନ ଚାଷୀଙ୍କ ଉତ୍ପାଦନ ବୃଦ୍ଧି ପାଇଲା, କିପରି ଜାଣନ୍ତୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପାଦ ଗ୍ରାମର ଗୋପାଳନ ଚାଷୀ ଅଜୟ ବରଦା ୭ ବର୍ଷ ପୂର୍ବରୁ ମାତ୍ର ୫ଟି ଗାଈରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର ସେ ଏମିତି ଏକ ଉନ୍ନତମାନର ବୈଷୟିକ କୃଷି ପ୍ରଣାଳୀକୁ ଆପଣାଇ ନେଲେ ଯେ, ଏବେ ତାଙ୍କ ପାଖରେ ରହିଛି…

ମଣ୍ଡପରେ ପହଞ୍ଚି ସାଧାରଣ ଲୋକଙ୍କ ଭଳି ମାଆଙ୍କୁ ଦର୍ଶନ କଲେ ବଲିଉଡର ଏହି ଷ୍ଟାର ଦମ୍ପତ୍ତି

ମୁମ୍ବାଇ: ଶାରଦୀୟ ଦୁର୍ଗାପୂଜା ପାଇଁ ସାରାଦେଶ ଉଠୁଛି ପଡୁଛି । ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଖୁବ୍‌ ଧୁମଧାମ୍‌ରେ ଚାଲିଛି। ଏହି ଅବସରରେ ବଲିଉଡ୍‌ ସେହେନସା ଅମିତାଭ ବଚ୍ଚନ ମଧ୍ୟ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ନଜର ଆସିଛନ୍ତି । ପତ୍ନୀ ଜୟା ମଧ୍ୟ ଅମିତଭଙ୍କ ସାଙ୍ଗରେ…

ପ୍ରଫେସରଙ୍କ ନିଆରା ଦୁର୍ଗାପୂଜା; ମୂର୍ତ୍ତି ଗଢି ନିଜେ କରନ୍ତି ପୂଜା

କଟକ: ଭକ୍ତ ପାଇଁ ଭକ୍ତିଭାବନା ପରିପ୍ରକାଶ କରିବାର ଅନେକ ମାଧ୍ୟମ ରହିଛି । କୁହାଯାଏ, ଜଣେ ଭକ୍ତ ସତ୍ ମନରେ ଭଗବାନଙ୍କୁ ଯେଉଁଠି ବି ରହି ଡାକିଲେ ଦର୍ଶନ ମିଳିପାରିବ। ସେହିଭଳି ଜଣେ ଭକ୍ତ ହେଉଛନ୍ତି କଟକର ବାସିନ୍ଦ ଅଂଶୁମାନ ମିଶ୍ର । ଯିଏକି ବିଗତ ୧୦ ବର୍ଷ ହେବ, ନିଜ ହାତରେ…

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା' ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ…

ପାଟଣାଗଡ ବିଧାୟକଙ୍କ ନାଁରେ ଠକେଇ କରୁଥିଲା ଯୁବକ, ଧରିଲା ପୋଲିସ

ବଲାଙ୍ଗିର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଲୋକଙ୍କ ଠାରୁ ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ବରପାଲିପଡାରୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ପାଟଣାଗଡ ବିଧାୟକଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ…

ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ଲାଗେ ‘ମଦିରା’ ଭୋଗ !

ଭୁବନେଶ୍ୱର: ଦେବଭୂମି ଭାରତବର୍ଷରେ ଏମିତି ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ମାନ ରହିଛି ଯାହାକୁ ହୁଏତ ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବା ଅସମ୍ଭବ । ଆମ ଦେଶରେ ଏମିତି ବହୁତ ମନ୍ଦିର ରହିଛି ଯାହା ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର…

ଦେଖନ୍ତୁ, କଟକ ସାହିମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି

କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ସହରର ବିଭିନ୍ନ ସାହିରେ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଅଧିକାଂଶ ମେଢ ଚାନ୍ଦିରେ ସଜ୍ଜିତ ହୋଇଛି ।

ପୋଲ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲପରଙ୍କ ମିଳୁନି ପତ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ତେଲ ନଦୀ ପୋଲରୁ ଏକ ଟ୍ରକ୍ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ସମ୍ପୃକ୍ତ ଗାଡିର ଡ୍ରାଇଭର ଓ ହେଲପରଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନଥିବା ପୋଲିସ ସୁତ୍ରରୁ ପ୍ରକାଶ। ପ୍ରାପ୍ତ…

ଓଡ଼ିଶା ଜିତିଲା ଜାତୀୟ ସବ-ଜୁନିୟର୍ ବାଳିକା ଖୋଖୋ ପ୍ରତିଯୋଗିତା

ଋାଞ୍ଚି: ଓଡ଼ିଶାର ସବଜୁନିୟର ବାଳିକା ଖୋଖୋ ଦଳ ଜାତୀୟ ଖୋଖୋ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ନିକଟସ୍ଥ ହଟୱାରର ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩୦ତମ ଜାତୀୟ ଖୋଖୋ ସବଜୁନିୟର ବାଳିକା ଫାଇନାଲରେ ଗତବର୍ଷର ଜାତୀୟ ଚମ୍ପିଆନ ମହାରାଷ୍ଟ୍ର ଦଳକୁ…