Latest Odisha News

BREAKING NEWS

Browsing Category

ଫିଚର

ଆଜିବି ବଞ୍ଚିଛି ପରମ୍ପରା; ଦଶହରାରେ ହେଉଛି ନିଆରା ବଳଦ ପ୍ରତିଯୋଗିତା

ଯାଜପୁର: ଶାରଦୀୟ ଦୁର୍ଗାପୂଜାକୁ ସାରାଦେଶ ମହାଆଡ଼ମ୍ବରରେ ପାଳନ କରୁଥୁବା ବେଳେ ଆଜିବି କିଛି ଗାଁରେ ବଞ୍ଚି ରହିଛି ଏହାର ପାରମ୍ପରିକ ରୀତିନୀତି । ଦୁର୍ଗାପୂଜାରେ ଯାଜପୁର ସହରର ଗଳିକନ୍ଦି ଭଳିକି ଭଳି ଆଲୋକମାଳାରେ ସଜେଇ ହୋଇ ଝଲସୁଛି । ଛକଛକରେ ମାଆଙ୍କ ମେଢ଼ ସାଙ୍ଗକୁ ସୁଉଚ୍ଚ ତୋରଣ…

ପୂଜାରେ ‘ପୂଜା’ କାହିଁ?

ପୂଜାରେ ‘ପୂଜା’ କାହିଁ? ବିଚିତ୍ର ବିଶ୍ୱାଳ ଦଶହରା ବଜାର ଏବେ ପୂରା ଗରମ । କି ସହର କି ଗାଁ’ ସବୁଠି ଏବେ ଦଶହରାର ରଙ୍ଗୀନ ମାହୋଲ । ସବୁଆଡେ଼ ମା’ ଦୁର୍ଗାଙ୍କର ପୂଜାକୁ ନେଇ ଲୋକମାନେ ପୂରା ଉତ୍ସବ ମୂଖର । ମାଇକ୍, ଲାଇଟ୍ ଓ ମେଢ଼ରେ ସବୁ ସହର ବଜାର ଏବେ ଝଲସୁଛି । ଗୋଟିଏ ପଟେ ଆମ ପରମ୍ପରା…

ରାବଣ ପୋଡି ଲାଗି ଚଳଚଞ୍ଚଳ ଟ୍ୱିନସିଟି, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ‘ରାବଣ ପୋଡି’ ଲାଗି ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ରାବଣ ପୋଡି ସହ ବିଜୟ ଦଶମୀ ଉତ୍ସବ ପାଳନ ଲାଗି ଚଳଚଞ୍ଚଳ ହୋଇପଡିଛି ସାରା ରାଜ୍ୟ । କଟକର ବାଲିଯାତ୍ରା ପଡିଆରେ ଏକ ବଡ ରାବଣର ପୁତୁଳା ନିର୍ମାଣ କରାଯିବା ସହ ଆତସବାଜି…

ଆଜି ‘ଦଶହରା’, ଜାଣନ୍ତୁ ମାଆଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଜଗତଜନନୀ ମାଦୁର୍ଗାଙ୍କ ଶାରଦୀୟ ପୂଜାର ଆଜି ହେଉଛି ଶେଷଦିନ । ଆଜିର ଦିନକୁ ଦଶହରା ବୋଲି ମଧ୍ୟ କୁହାଯାଏ । ତେବେ କ'ଣ ଆପଣ ଜାଣନ୍ତି ଏହାର ନାମକରଣ ଏପରି କାହିଁକି ହୋଇଛି । କ'ଣ ରହିଛି ଏହାର ପୌରଣିକ କାରଣ.... ପଢନ୍ତୁ ମାଆଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶୁକ୍ଳ ଦଶମୀ…

ଓଡ଼ିଶା ବିଜେପିରେ ବରିଷ୍ଠ ନେତାଙ୍କୁ କୋଣଠେସା; କୁହୁଳୁଛି ଅସନ୍ତୋଷର ନିଆଁ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଶାଖାରେ ବରିଷ୍ଠ ରାଜନେତା ଦାମୋଦର ରାଉତ ଏବଂ ବରଗଡ଼ର ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ପ୍ରତି ଦଳର ଉଦାସୀନତା ତଥା ହତାଦର ମନୋଭାବ ନେଇ ଏହି ନେତାମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ଅକ୍ଟୋବର ୨୧…

ପର୍ଯ୍ୟଟକଙ୍କ ଉପରୁ କଟକଣା ହଟାଇଲେ ଜାମ୍ମୁ-କାଶ୍ମୀର ପ୍ରଶାସନ

ଶ୍ରୀନଗର: ଦୀର୍ଘ ଦୁଇମାସ ହେବ ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ସୋମବାର ଦିନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ଏହି କଟକଣାକୁ…

ଆଜି ୮୭ତମ ‘ବାୟୁସେନା ପ୍ରତିଷ୍ଠା ଦିବସ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୭ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…

ପବିତ୍ର ‘ବିଜୟା ଦଶମୀ’ରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ ବିଭିନ୍ନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୧୦-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ମାସ ୦୮ତାରିଖ ମଙ୍ଗଳବାର କନ୍ୟା ୨୨ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:- ମକର…

ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ…