Latest Odisha News

BREAKING NEWS

Browsing Category

ଫିଚର

ଆଜି ମା’ଙ୍କ ମହାନବମୀ, ଉତ୍ସବମୁଖର ସମସ୍ତ ପୂଜା ମଣ୍ଡପ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ମହାନବମୀ ପୂଜା । ଗାଁରୁ ସହର ଯାଏଁ ସବୁଠି ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ଢୋଲବାଦ୍ୟରେ ଉଚ୍ଛୁଳି ପଡୁଛି ବିଭିନ୍ନ ପୂଜା ମଣ୍ଡପ । ମହାନବମୀ ଅବସରରେ ସକାଳୁ ସକାଳୁ ଦେବୀଙ୍କ ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୭-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧ ୯ ମସିହା ସେପ୍ଟେମ୍ବର ମାସ ତା ୭ରିଖ ସୋମବାର କନ୍ୟା ୨୧ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର…

ଅଲୋଡା ଶିଶୁ କନ୍ୟା, ଜଙ୍ଗଲରୁ ହେଲା ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲରୁ ଗତକାଲି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଜଙ୍ଗଲ ମଧ୍ୟରେ ଉକ୍ତ ଶିଶୁଟି କାନ୍ଦୁଥିବାର ସ୍ଥାନୀୟ ବାସିନ୍ଦାମାନେ ଶୁଣିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ…

ହ୍ରାସ ପାଇଲା ପେଟ୍ରୋଲ ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଲଗାଦାର ଚାରିଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି । ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିଛି । ବର୍ତ୍ତମାନ ଭୁବନେଶ୍ୱରେ ଲିଟର ପ୍ରତି ପେଟ୍ରୋଲ ଦର ୭୩.୦୮ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୨.୦୮ ଟଙ୍କା…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଶା ଜଜ୍ ଇନ୍ଦ୍ରଜିତ ମହାନ୍ତି

ଜୟପୁର: ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ରବିବାର ଦିନ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇକୋର୍ଟର…

ଜାଡ଼େଜା ଓ ସାମିଙ୍କ ସୁନ୍ଦର ବୋଲିଂ ପ୍ରଦର୍ଶନ, ୨୦୩ ରନରେ ଭାରତର ବୃହତ ବିଜୟ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟ ୩୯୫ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡ଼େଜା ସୁନ୍ଦର ବୋଲିଂ ପ୍ରଦର୍ଶନ କରିବା ଫଳରେ ଭାରତ ଏହି ଟେଷ୍ଟରେ ବିପକ୍ଷ ଦଳକୁ ୨୦୩ ରନରେ ପରାସ୍ତ କରିପାରିଛି । 1-0 ??????#TeamIndia win the…

ଦାରିଦ୍ର‌୍ୟର ଆକାର କମୁଛି, ରୂପ ବଦୁଳୁଛି !

ଦୀର୍ଘ ଦିନର ଔପନେବଶୀୟ ଶାସନର ଶୀକାର ହେଲା ଭାରତ । ଶୋଷି ହୋଇଗଲା ତାକତ । ପଠାନ୍ ମୋଗଲ ଶାସନ ବ୍ୟବସ୍ଥାରେ ଯାହାସବୁ ଲୁଟ୍ ତରାଜରେ ଆକ୍ରାନ୍ତ ହେଉଥିଲେ ପ୍ରଜାମାନେ ତାହା କିନ୍ତୁ ଦେଶ ଭିତରେ ରହୁଥିଲେ । ମାତ୍ର ଔପନିବେଶୀୟ ଇଂରେଜ ଶାସନ ସମୟରେ ଏହା ଭାରତ ବାହାରକୁ ଯାଉଥିଲା । ଏଠି ଅଭାବ…

ରିଲିଜ ହେଲା ଓଡ଼ିଆ ସିନେମା ‘ଦିସ ଇଜ ମାୟାରେ ବାୟା’

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପରଦାକୁ ଆସିଛି ଓଡ଼ିଆ ସିନେମା 'ଦିସ ଇଜ ମାୟାରେ ବାୟା' । ଏହା ହେଉଛି ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଦର୍ଶକମାନେ ପ୍ରଥମଥର ପାଇଁ ଦୁଇଟି ନୂଆ ଯୋଡିକୁ ଦେଖିବାକୁ ପାଇଛନ୍ତି ।…

ଓଡ଼ିଆ ଅଭିନେତ୍ରୀଙ୍କ ଶ୍ରୀମନ୍ଦିରରେ ଅବଢା ଖାଉଥିବାର ଫଟୋ ହେଲା ଭାଇରାଲ୍ !

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦୃଢ ନିରାପତ୍ତା ବଳୟ ମଧ୍ୟରେ ରହିଥିଲେ ମଧ୍ୟ ରବିବାର ଦିନ ମନ୍ଦିର ପରିସରରେ ଏକ ଫଟୋ ଉଠାଯାଇଛି । ଖାଲି ସେତିକି ନୁହେଁ ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହି ୧୨ଶ ଶତାବ୍ଦୀର ତଥା ଐତିହ୍ୟ…