Latest Odisha News

BREAKING NEWS

Browsing Category

ଫିଚର

ସଞ୍ଜୟ କୁମାର ମହାନ୍ତି ‘ଦକ୍ଷିଣ ପୂର୍ବ ରେଳପଥ’ର ନୂତନ ମହାପ୍ରବନ୍ଧକ ଭାବେ ନିଯୁକ୍ତ

ଭୁବନେଶ୍ୱର: କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥ ର ନୂତନ ମହାପ୍ରବନ୍ଧକ ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡ ରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନସିପାଲ ଏକଜିକ୍ୟୁଟିଭ୍ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।…

ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର…

ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ଜୋରକା ଝଟକା’

ଭୁବନେଶ୍ୱର: ଅନ୍ୟ ସିନେମା ଜଗତ ପରି ଆମ ଓଡ଼ିଆ ସିନେମା ମଧ୍ୟ ଏବେ ଦ୍ରୁତ ଗତିରେ ମାଡିଚାଲିଛି । ଆଗରୁ ବର୍ଷକୁ ୩ ରୁ ୪ ଟି ସିନେମା ପରଦାକୁ ଆସୁଥିବା ବେଳେ, ଏବେ ପ୍ରାୟ କ୍ରମାଗତ ଭାବେ ଏହା ଜାରି ରହିଛି । ଗୁରୁବାର ସତ୍ୟ ଘଟଣା ଉପରେ ଆଧାରିତ ସିନେମା 'ଛବିରାଣୀ' ମୁକ୍ତିଲାଭ କରିଥିବା…

ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ମେଡିକାଲରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ମେଡିକାଲର ଡାଇଲେସିସ୍ ରୁମକୁ ଲାଗିଥିବା ବ୍ୟାଟେରୀ ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଥିବା ସମସ୍ତ ବୈଦ୍ୟୁତିକ ଉପକରଣ ପୋଡି ଯାଇଥିଲା ।…

ଗୁଗୁଲ୍ ଆପରେ ସ୍ଥାନ ପାଇବ ‘ଓଡିଆ ଭାଷା’

ଭୁବନେଶ୍ୱର: ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସ୍ଥାନ ପାଇବାକୁ ଯାଉଛି ଓଡିଆ ଭାଷା । ନିଜ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ୍ ଡିସ୍କଭର୍’ରେ ଏହି ଶାସ୍ତ୍ରୀୟ ତଥା ଆଞ୍ଚଳିକ ଭାଷାକୁ ସାମିଲ କରିବାକୁ ଯାଉଛି । ପୂର୍ବରୁ ତାମିଲ, ତେଲୁଗୁ, ବଙ୍ଗଳା,…

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

.ଓଡ଼ିଶା ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା .ତିନି ବର୍ଷ ମଧ୍ୟରେ ବିକଶିତ ହେବ ପ୍ରକଳ୍ପ ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ନବ କଳେବର କରାଯିବ । ଏହାକୁ ବିଶ୍ୱ ସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ଆଜି ଦିଲ୍ଲୀର ଉଦ୍ୟୋଗ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୦ ରିଖ ଶୁକ୍ରବାର କନ୍ୟା ୪ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତରେ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ତାଙ୍କର କଟକ ବାସଭବନରୁ ଗିରଫ କରିବାର ଘଣ୍ଟାକ ପରେ ରିମାଣ୍ଡରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସିବିଆଇର ଏକ ଟିମ୍ ଶ୍ରୀ ବେହେରା ଏବଂ ହୋଟେଲ୍ ସୋଲାନ ଇନ୍ ର ମାଲିକ…

ସୁଲଭ ମୂଲ୍ୟରେ ଦୁର୍ଲଭ ପୁସ୍ତକ : ଜ୍ଞାନମଣ୍ଡଳ

ଭୁବନେଶ୍ୱର: ଓଡ଼ିଆ ଭାଷାର ସର୍ବବୃହତ ଓ ସର୍ବପ୍ରଥମ ବିଶ୍ୱକୋଷ (ଏନ୍‍ସାଇକ୍ଲୋପିଡ଼ିଆ) ‘ଜ୍ଞାନମଣ୍ଡଳ’ର ସଂପୂର୍ଣ୍ଣ ପେପରବ୍ୟାକ୍‍ ସଂସ୍କରଣ ଏବେ ଉପଲବ୍ଧ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଦଶଟି ଖଣ୍ଡରେ ପ୍ରକାଶିତ ‘ଜ୍ଞାନମଣ୍ଡଳ’ ଏବେ ସ୍କୁଲ, କଲେଜ୍‍ ତଥା ବ୍ୟକ୍ତିଗତ ଲାଇବ୍ରେରୀ ପାଇଁ…

ଆଇଫା ଆଓ୍ଵାର୍ଡ ୨୦୧୯: ଶ୍ରେଷ୍ଠ ଅଭିନେତା ରଣବୀର ସିଂ ଓ ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆର ସବୁଠାରୁ ସମ୍ମାନ ଜନକ ପୁରସ୍କାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା) ବୁଧବାର ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଛି। ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟିଙ୍କୁ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଲୁକରେ ଦେଖିବାକୁ ମିଳିଥିଲା। ତେବେ…