Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୯-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୧ ରିଖ ଶନିବାର କନ୍ୟା ୦୫ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ଓସିଏ ନିର୍ବାଚନ: ୧୧ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ ଲାଗି ଶୁକ୍ରବାର ଦିନ ୧୧ ଜଣ ପ୍ରାର୍ଥୀ ୬ଟି ପଦବୀ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ଓଡ଼ିଶା କ୍ରିକେଟ ଆସୋସିଏସନର ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।…

ଭାରତକୁ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ପ୍ରଦାନ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ରାଫେଲ୍ ଜେଟ୍ ଯୁଦ୍ଧ ବିମାନ ହସ୍ତଗତ ହୋଇଛି । ବାୟୁସେନା ସୂଚନାନୁଯାୟୀ ଏହି ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ପ୍ରଥମକରି ମିଳିଥିବା ଏଏନଆଇ ସୂତ୍ରରୁ ଖବର ମିଳିଛି । ଗୁରୁବାର ଦିନ ଫ୍ରାନ୍ସ ନିକଟରୁ ଏହି ବିମାନ ଭାରତ ଗ୍ରହଣ କରିଛି । ଏହି ଅବସରରେ ଡ଼େପୁଟୀ ଏୟାର୍…

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ…

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ... । ହେଲେ…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭାରତୀୟ ବକ୍ସର ଅମିତ ପଂଘଲ୍

ମସ୍କୋ: ରୁଷିଆର ୟେକାଟେରିନବର୍ଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସର ଅମିତ ପଂଘଲ୍ ୫୨ କେଜି ବର୍ଗରେ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ସେମିଫାଇନାଲ୍ ବାଉଟରେ କାଜାଖାସ୍ଥାନର ମୁଷ୍ଟିଯୋଦ୍ଧା ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଫାଇନାଲରେ…

କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ଶିଳ୍ପଜଗତରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ‘ଭାରତୀୟ ଶିଳ୍ପ ଜଗତ ଲାଗି ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ,’ବୋଲି କହିଛି ଭାରତୀୟ ଶିଳ୍ପ ମହାସଂଘ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ଏକ ବିରାଟ ଘୋଷଣା କରିବା ପରେ…

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମକୁ ଯୋଗାଯୋଗ କରିବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି…

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଶନିବାର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ କରିବାକୁ ଚାହୁଁଛି, ନଚେତ ଆଉ ଯୋଗାଯୋଗର ସୁବିଧା ଆସିପାରିବ ନାହିଁ । ଚନ୍ଦ୍ର ଡ଼ାହାଣ ପଟକୁ ପ୍ରଦକ୍ଷୀଣ କରିବା ଫଳରେ ସୂର୍ଯ୍ୟ ରଶ୍ମୀ ପାଇପାରିବ ନାହିଁ, ତେଣୁ ବିକ୍ରମକୁ…

କର୍ପୋରେଟ୍ ଟିକସ ହ୍ରାସ ନେଇ ଏଭଳି ମନ୍ତବ୍ୟ ଦେଲେ ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ୍ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫ୍ୟାକ୍ଟଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯାଇଛି । କେହିକେହି ଏହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ ଆର୍ଥୀକ ସଂସ୍କାର ବୋଲି…

ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ଫ୍ଲାଇଟ୍ ଉଡାଣ ସାମୟିକ ବନ୍ଦ କରିବ ଏୟାର ଏସିଆ । ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଅଧିକାରୀଙ୍କୁ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି କରିଛନ୍ତି । ତେବେ କେବେଠୁ…