Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବା ଲାଗି କେନ୍ଦ୍ର ବେସାମରିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ଭୁବନେଶ୍ୱର: ଦୁବାଇରେ ରହୁଥିବା ଓଡିଆଙ୍କ ଯାତାୟତ ତଥା ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଧର୍ମେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି…

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ସହ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ରାଜ୍ୟର ବାକିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ବେଳେ ଦିଲ୍ଲୀ…

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଜିଠୁ ଭୁବନେଶ୍ୱରରେ ଖୋଲିବ ୩ କ୍ୟାମ୍ପ

ଭୁବନେଶ୍ୱର: ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବା ଲାଗି ଭୁବନେଶ୍ୱରରେ ୩ଟି କ୍ୟାମ୍ପ ଅଫିସ୍ ଖୋଲିବ ପରିବହନ ବିଭାଗ । କଳ୍ପନା ଛକସ୍ଥିତ ବିଏମସି ଅଫିସ, ସହିଦ ନଗରସ୍ଥିତ ବିଏମସି ୱାର୍ଡ ଏବଂ ନାଲକୋ ଛକସ୍ଥିତ ବିଏମସି ଜୋନାଲ ଅଫିସରେ ଏହି ସବୁ କ୍ୟାମ୍ପ ଅଫିସ୍ ଖୋଲାଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୯-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୧୮ ରିଖ ବୁଧବାର କନ୍ୟା ୨ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୨୨ ହଜାର ସରକାରୀ ଚାକିରିଆ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଓଡିଶା ସରକାର ଚିହ୍ନଟ କରିଥିବା ନେଇ ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି,…

୮ମାସ ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମୟିକ ଭାବେ ୮ମାସ ଧରି ବନ୍ଦ ରହିବ । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ସ୍ଥାନୀୟ ବିମାନବନ୍ଦରର ରନୱେ ଶୋଚନୀୟ ଅବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଏହାର ମରାମତି କାର୍ଯ୍ୟ କରାଯିବାର ନିଶ୍ଚିତ ଆବଶ୍ୟକତା ରହିଛି ।…

ଦେଖନ୍ତୁ: ଓଡ଼ିଶା ଉପକୂଳରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । Air-to-Air missile Astra successfully flight tested from Su-30…

ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ

ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ…

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା

ରାଜନୈତିକ ଷ୍ଟଂଟ୍ ଓ ଅର୍ଥନୈତିକ ମାନ୍ଦାବସ୍ଥା ବିଚିତ୍ର ବିଶ୍ୱାଳ ସିନେମାରେ ଆକର୍ଷଣୀୟ ଷ୍ଟଂଟ୍ ସିନ୍ ପୂରେଇ ସିନେମାକୁ ସୁପରହିଟ୍ କରାଯାଇପାରେ । ଦର୍ଶକଙ୍କୁ ମତୁଆଲା କରି ସିନେମା ହଲ୍ କୁ ଟଣାଯାଇପାରେ । ସେମାନଙ୍କଠାରୁ ପ୍ରଚୁର ଟଙ୍କା ଓ ତାଳିମାଡ଼ ଆଦାୟ କରାଯାଇପାରେ ଓ ପରିଶେଷରେ…

ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଅକ୍ଟୋବର ୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ଏହାର ଶୁଣାଣିକୁ ସୁପ୍ରିମକୋର୍ଟ ଅକ୍ଟୋବର ୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗଠିତ ଖଣ୍ଡପୀଠରେ ଥିବା ଜଷ୍ଟିସ ଅରୁଣ ମିଶ୍ର, ବି ଆର ଗଭାଇ ଏବଂ ଏମ ଆର ଶାହ ଶୁଣାଣିକୁ ଅକ୍ଟୋବର ୩…