Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୯-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୧୯ ରିଖ ଗୁରୁବାର କନ୍ୟା ୩ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

ବିରାଟଙ୍କ ଧୁଆଁଧାର ବ୍ୟାଟିଂ, ୭ ୱିକେଟରେ ମୋହାଲି ଟି-୨୦ ଜିତିଲା ଭାରତ

ମୋହାଲି: ଧର୍ମଶାଳା ଟି-୨୦ ବର୍ଷାରେ ଧୋଇଯିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଆଫ୍ରିକୀୟ କ୍ରିକେଟ ଦଳକୁ ଟିମ୍ ଇଣ୍ଡିଆ ୭ ୱିକେଟରେ ପରାସ୍ତ କରିପାରିଛି । ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ନିଜେ ଅଧିନାୟକ ବିରାଟ କୋହଲୀ । ସେ ମାତ୍ର ୫୨ଟି…

ଆପୋଲୋ ହସ୍ପିଟାଲ ପକ୍ଷରୁ ସୁସ୍ଥ ହୃତ୍‌ପିଣ୍ଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ…

ଓଡ଼ିଶାରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର

ଭୁବନେଶ୍ୱର: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏକ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଶ୍ରୀ ଶ୍ରୀ ରବିଶଙ୍କର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସୁବାସ ଚୌହାନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ସୁବାସ ଚୌହାନଙ୍କୁ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି । ଗତ ତିନିମାସ ଧରି କୌଣସି ରାଜନୈତିକ ବ୍ୟକ୍ତିତ୍ୱ ଏହି ପଦବୀର ଦାୟିତ୍ୱରେ ନଥିଲେ ମଧ୍ୟ ପ୍ରଶାସନକୁ ଅତିରିକ୍ତ ଦାୟିତ୍ୱ ଅର୍ପଣ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବ୍ୟାନ୍ ହେଲା ଇ-ସିଗାରେଟ, ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: ଦେଶରେ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦୁଇଟି ବଡ଼ ଘୋଷଣା ବୁଧବାର ଦିନ କରିଛନ୍ତି । ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ରେଳକର୍ମଚାରୀଙ୍କୁ ୭୮ ଦିନ ବୋନସ ଦେବାକୁ ଅନ୍ୟ ଏକ ବଡ଼ ଘୋଷଣା ହୋଇଛି । Union Minister Nirmala…

କେବଳ ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ: ବିଜେଡି

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ବୁଧବାର ଦିନ ଶାସକ ଦଳ ବିଜେଡି ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ଗତକାଲି କୃଷି ମନ୍ତ୍ରୀ…

ବିଦେଶରେ ବସବାସ କରୁଥିବା ଭାରତୀୟ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ନିକଟରେ ମିଳିତ ଜାତିସଂଘ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଛି । ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଦେଶରେ ବସବାସ ଭାରତୀୟମାନେ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ । ୨୦୧୯ରେ ୧୭.୫ ମିଲିୟନ ଭାରତୀୟ ସମୁଦାୟ ପ୍ରବାସୀ ଭାବେ ବିଭିନ୍ନ ଦେଶରେ ବସବାସ କରୁଛନ୍ତି ।…

ପ୍ରସଙ୍ଗ ସରକାରୀ ବଙ୍ଗଳା

ପ୍ରସଙ୍ଗ ସରକାରୀ ବଙ୍ଗଳା ଜ୍ୟୋତିପ୍ରକାଶ ମହାପାତ୍ର ବିଧାୟକମାନଙ୍କ ସରକାରୀ ଘର ଛାଡ଼ିବାକୁ ନେଇ ରାଜ୍ୟରେ ରାଜନୀତିର କିଛି ଚିତ୍ର ପଦାକୁ ଆସିଛି । ପୂର୍ବତନ ବିଧାୟକମାନେ ଘର ଛାଡ଼ୁ ନଥିବାରୁ ନୂଆ ବିଧାୟକମାନେ ଘର ପାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବତନମାନେ ତୁରନ୍ତ ଘର ଛାଡ଼ନ୍ତୁ…

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ ସୁଦ୍ଧା ସରିବ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଶୁଣାଣି ମାସେ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଏହି ସମୟ ସୀମା ଭିତରେ ଯଦି ସବୁ ପକ୍ଷ ଚାହାଁନ୍ତି,…