Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ । ରାଜନଗରର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଏବଂ ବନ୍ୟପ୍ରାଣୀ ଡିଭିଜନର ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତତ୍ୱରେ ୨ଟି ଟିମ୍ ସହ ୫ ଜଣ ଫରେଷ୍ଟ କର୍ମଚାରୀ ପକ୍ଷୀ ଗଣନା…

ଓଡିଆ ଫିଲ୍ମ ‘କ୍ରାନ୍ତିଧାରା’କୁ ମିଳିବ ‘ଏସିଆନ୍ ଏକ୍ସଲେନ୍ସି ପୁରସ୍କାର’

ଭୁବନେଶ୍ୱର: ସମ୍ମାନପ୍ରଦ ‘ଏସିଆନ୍ ଏକ୍ସଲେନ୍ସି ଆୱାର୍ଡ’ ଲାଗି ମନୋନୀତ ହୋଇଛି ଓଡିଆ ଫିଚର୍ ଧର୍ମୀ ଫିଲ୍ମ ‘କ୍ରାନ୍ତିଧାରା’ । ସିଓଲ୍ ଇଣ୍ଟରନେସନାଲ୍ ୟୁଥ୍ ଫିଲ୍ମ ଫେଷ୍ଟିଭାଲରେ ଏହି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏହି…

ଆଇଆଇଟି ଲାଗି ମେ’ ୧୭ରେ ‘ଜେଇଇ ଆଡଭାନ୍ସ ୨୦୨୦’ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ରେ ପ୍ରବେଶ ଲାଗି ୨୦୨୦ ମସିହା ମେ’ ୧୭ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ଗତ ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ଆଇଆଇଟିରେ…

‘ବିଶ୍ୱକର୍ମା ପୂଜା’ ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଆଜି ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମାଙ୍କ ପୂଜା ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନାରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ବନ୍ଦର ନଗରୀ ପାରାଦୀପ ସମେତ ରାଉରକେଲା ଓ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୯-୨୦୧୯ ମଙ୍ଗଳ ବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୭ରିଖ ମଙ୍ଗଳବାର କନ ୧ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

‘ବିଜୟ ହଜାରେ ଟ୍ରଫି’ ଲାଗି ଘୋଷିତ ହେଲା ଓଡିଶା ଦଳ

କଟକ: ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୋମବାର ଦିନ ୨୦୧୯-୨୦ ବିଜୟ ହଜାରେ ଟ୍ରଫି ଲାଗି  ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଓଡିଶା ଦଳ ପ୍ରଥମ ୨ଟି ମ୍ୟାଚ ବରୋଦା ଓ ହରିୟାଣା ସହ ଖେଳିବାକୁ ଥିବାବେଳେ ଟିମର କ୍ୟାପଟେନ୍ ସାଜିଛନ୍ତି ଶୁଭ୍ରାଂଶୁ ସେନାପତି। ଓ୍ବିକେଟ୍ କିପର୍ ସୁଜିତ…

ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ କ୍ୱାର୍ଟର ଛାଡନ୍ତୁ: ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ ବଙ୍ଗଳା ଛାଡନ୍ତୁ ବୋଲି ସୋମବାର ଦିନ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସରକାରୀ କ୍ୱାଟର ଛାଡିଲେ ସେସବୁକୁ ନୂଆ ବିଧାୟକମାନଙ୍କୁ ଆବଣ୍ଟନ କରାଯିବ ବୋଲି ବାଚସ୍ପତି ଏନେଇ ଏକ ପତ୍ର ପୂର୍ବତନ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରଛାତ୍ରୀମାନେ…

ଏସସିଇଆରଟିର ପାଠ୍ୟ ପୁସ୍ତକରେ ତ୍ରୁଟି

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ଦ୍ୱାରା ପ୍ରକାଶିତ ୩ୟ ଏବଂ ୯ମ ଶ୍ରେଣୀ ବହିରେ କିଛି ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି । ତୃତୀୟ ଶ୍ରେଣୀର ସାହିତ୍ୟ ବହିର ୩୨ ନଂ ପୃଷ୍ଠାରେ ଥିବା ‘ତୁଳସୀ ଦୁଇ ପତ୍ରରୁ ବାସେ’ ଅଧ୍ୟାୟରେ ପ୍ରଖ୍ୟାତ୍…

‘ଫନି’ ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଓଡିଶା ସରକାରଙ୍କ ଆର୍ଥୀକ ସହାୟତା ପ୍ରଦାନ

ପୁରୀ: ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନି ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରାୟ ୭୮୯ ଟୁରିଷ୍ଟ ବୋର୍ଟ ମାଲିକଙ୍କୁ ୮.୩୩ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଓଡିଶା ସରକାର । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ରବିବାର ଦିନ ସାତପଡାରେ ‘ଫନି ପ୍ରଭାବିତ ଡଙ୍ଗା…