Latest Odisha News

BREAKING NEWS

Browsing Category

ଫିଚର

ଯାତ୍ରୀଙ୍କୁ ଘାରୁଛି ଟ୍ରାଫିକ୍ ଫାଇନ୍,‘ମୋ ବସ’ରେ ଜମୁଛି ଭିଡ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଥିବା ଟ୍ରାଫିକ୍ ନିୟମ୍ ଯୋଗୁଁ ଟ୍ୱିନସିଟିର ବାସିନ୍ଦା ଏବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ତଥା ମୋ ବସ ଉପରେ ଅଧିକ ନିର୍ଭର କରୁଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଯାହାର ପରିଣାମ ସ୍ୱରୂପ ଶୁକ୍ରବାର ଦିନ ମୋ ବସରେ ଅଧିକ ସଂଖ୍ୟକ…

ପୁରୀ ଗଜପତି ମହାରାଜାଙ୍କୁ ଭେଟିଲେ ଆମିକସକ୍ୟୁରୀ ଓ ସଲିସିଟର ଜେନେରାଲ

ଭୁବନେଶ୍ୱର/ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେତା ଶନିବାର ସକାଳେ ପୁରୀରେ ପହଞ୍ଚିଛନ୍ତି । ଦୁହେଁ ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ଆଜି ପୁରୀରେ ପହଞ୍ଚିଛନ୍ତି । ଏଥିସହିତ ଶ୍ରୀ…

ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି, ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ । ବିଭିନ୍ନ କାରଣ ଯୋଗୁଁ ଇସ୍ରୋ ଭାରତକୁ ଭବିଷ୍ୟତରେ ଅନେକ ଖୁସି ଆଣିଦେଇ ଭାରତୀୟଙ୍କ ମୁଖରେ ଅନେକ ହସ ଫୁଟାଇପାରିବ ବୋଲି କହିଛନ୍ତି ମୋଦୀ । #WATCH PM Narendra Modi hugged…

ଚାନ୍ଦ୍ରାୟଣ-୨: ମଉଳିଗଲା ଆଶା, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ

ବେଙ୍ଗାଲୁରୁ: ଭାରତର ବହୁ ପ୍ରତୀକ୍ଷିତ ଚାନ୍ଦ୍ରାୟଣ-୨ ଅଭିଯାନ ଅସଫଳ ହୋଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ପାଦ ଥାପିପାରିଲାନି ‘ବିକ୍ରମ’ ଲ୍ୟାଣ୍ଡର । ଇସ୍ରୋର ଅନ୍ତିମ ସୂଚନାନୁଯାୟୀ, ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ପୃଷ୍ଠଦେଶରେ ଅବତରଣ…

କଥାକାର ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବରିଷ୍ଠ କଥାକାର ପ୍ରଦୀପ ଦାଶ ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ରଚିତ ଉପନ୍ୟାସ 'ଚରୁ ଚିବର ଓ ଚର୍ଯ୍ୟା' ପାଇଁ ସେ ରାଜ୍ୟର ଏହି ସର୍ବାଧିକ ଅର୍ଥରାଶିବିଶିଷ୍ଟ ପୁରସ୍କାର ପାଇବେ । ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ଏହି…

ପାଇକ ବିଦ୍ରୋହ ସ୍ମାରକୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସେପ୍ଟେମ୍ବର ୦୬ – ପାଇକ ବିଦ୍ରୋହର ସ୍ମାରକି ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ପରିମିତ ଜମି ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ପୂର୍ବତନ ପାକିସ୍ତାନୀ ଲେଗସ୍ପିନର୍ ଅବଦୁଲ୍ କାଦିରଙ୍କ ପରଲୋକ

ଇସଲାମାବାଦ: ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ଲେଗ୍ ସ୍ପିନର୍ ତଥା ପୂର୍ବତନ ପାକିସ୍ତାନୀ ବୋଲର୍ ଅବଦୁଲ୍ କାଦିରଙ୍କ ୬୩ ବର୍ଷ ବୟସରେ ଶୁକ୍ରବାର ଦିନ ପରଲୋକ ହୋଇଛି । Abdul Qadir, the legendary Pakistan leg-spinner, has passed away at the age of 63. May he rest in…

ପ୍ରଥମଥର ପାଇଁ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ରାଜ କୁମାର ରାଓ

ମୁମ୍ବାଇ: ବଲିଉଡର ସ୍ମାର୍ଟ ଗାର୍ଲ ପ୍ରିୟାଙ୍କ ଓ ଟ୍ୟାଲେଣ୍ଟେଡ଼ ରାଜ୍ କୁମାର ରାଓଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ତେବେ ଫିଲ୍ମଟି କେବଳ ନେଟଫ୍ଲିକ୍ସ୍ ଚ୍ୟାନେଲ୍‌ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ରାମିନ…

ଜାଣନ୍ତୁ, କେଉଁ ୬ଜଣ ବିଜେଡ଼ି ନେତାଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦବୀ…

ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମେତ ବିଭିନ୍ନ ସରକାରୀ ବିଭାଗ ଲାଗି ସମୁଦାୟ ୧୧ ଜଣ ବିଜେଡ଼ି ନେତାଙ୍କୁ ସଚିବ ତଥା ପ୍ରମୁଖ ସଚିବ ସ୍ତରୀୟ ପାହ୍ୟା ପ୍ରଦାନ କରିଛନ୍ତି । ଏହି ସମସ୍ତ ନେତାମାନେ…

ରାଜ୍ୟରେ ପ୍ରବଳ ବୃଷ୍ଟିପାତ: ଖୋଲିଲା ଅଧିକାଂଶ ଜଳଭଣ୍ଡାର ଗେଟ୍

କୋରାପୁଟ/ନବରଙ୍ଗପୁର/ସମ୍ବଲପୁର: ରାଜ୍ୟର ଉପରମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଶୁକ୍ରବାର ଦିନ ଓଡ଼ିଶାର ଅଧିକାଂଶ ଜଳଭଣ୍ଡାର ଗେଟ୍ ଖୋଲାଯାଇଛି । ପ୍ରବଳ ବର୍ଷା ହେବାଫଳରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳଭଣ୍ଡାରର ୩ଟି ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି ।…