Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୦୮ ରିଖ ରବିବାର ସିଂହ ୨୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ…

ଫାଓ ଲିଗ୍ ଫୁଟବଲ୍ ଖେଳୁଥିବା ବେଳେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

କଟକ: କଟକରେ ଅନୁଷ୍ଠିତ ହେଉଥିବା ଫାଓ ଲିଗ୍ ଫୁଟବଲ୍ ମ୍ୟାଚରେ ଖେଳିବା ଅବସ୍ଥାରେ ଜଣେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଅନୁଷ୍ଠିତ ହେଉଥିବା ଫାଓ ଫୁଟବଲ୍ ଲିଗ ମ୍ୟାଚରେ ଏସବିଆଇ ଦଳ ଖେଳାଳି ଶନିବାର ଦିନ ଅପରାହ୍ନରେ ଏକ ମ୍ୟାଚ ଖେଳୁଥିବା ସମୟରେ କୌଣସି…

ସୁସ୍ମିତା ବାଗଚୀ, ଆକାଶ ଦାସନାୟକ ଓ ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ସୁସ୍ମିତା ବାଗଚୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ତାଙ୍କୁ ‘ମୋ ସ୍କୁଲ’ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ଭାବେ ବିଜେଡ଼ି ନେତା ଆକାଶ ଦାସନାୟକଙ୍କୁ ‘ମୋ କଲେଜ’ର ଅଧ୍ୟକ୍ଷ ଏବଂ ମାନସ ମଙ୍ଗରାଜଙ୍କୁ…

ଭଦ୍ରକରେ ନିୟମ ଉଲଂଘନ କଲେ ମିନି-ଭ୍ୟାନ ଡ୍ରାଇଭର୍, ୩୮,୫୦୦ଟଙ୍କା ଦେଲେ ଜୋରିମାନା !

ଭଦ୍ରକ: ଟ୍ରାଫିକ୍ ନିୟମ ଉଲଂଘନ କରି ଭଦ୍ରକରେ ଜଣେ ମିନି-ଭ୍ୟାନ ଡ୍ରାଇଭରଙ୍କୁ ୩୮,୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ଚରମ୍ପାଠାରେ ଯାନବାହନ ଚେକିଂ ଚାଲିଥିବା ବେଳେ ଏହି ଡ୍ରାଇଭର ଜଣକ ଅନେକ ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଜଣାପଡ଼ିଥିଲା । ଗାଡ଼ି…

ଚାନ୍ଦ୍ରାୟଣ – ୨ ଅଭିଯାନ ୯୫ ପ୍ରତିଶତ ସଫଳ ହୋଇଛି: ଇସ୍ରୋ

ବେଙ୍ଗାଲୁରୁ: ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରାୟଣ- ୨ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୂହୁର୍ତ୍ତ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଏଇଠି ସମାପ୍ତ ହୋଇଥିଲା ଚନ୍ଦ୍ରଯାନ - ୨ର ସମସ୍ତ ଅଭିଯାନ । ଇସ୍ରୋର ଅଧ୍ୟକ୍ଷ ଏହି ଯୋଗାଯୋଗ…

ଟ୍ରାଫିକ୍ ଜୋରିମାନାକୁ ନେଇ ରାଜଧାନୀରେ ତାତିଲେ ଜନସାଧାରଣ, ପୋଲିସର ଲାଠିଚାର୍ଜ !

ଭୁବନେଶ୍ୱର: ଟ୍ରାଫିକ୍ ଜୋରିମାନାକୁ ନେଇ ଆଜି ରାଜଧାନୀରେ ଉତ୍ତେଜିତ ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଯାହା ଜଣାପଡୁଛି, ଏହି ନୂଆ ଟ୍ରାଫିକ ନିୟମ ଯୋଗୁଁ ଚାଲାଣ ଆଦାୟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହା ପ୍ରଶାସନ ପ୍ରତି ବୁମେରାଂ ସାଜିଛି ।…

କଂଗ୍ରେସରେ ଅଛନ୍ତି କିଛି ଖଳନାୟକ; କହିଲେ ଅମର ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅମର ପ୍ରଧାନ ଶନିବାର ଦିନ କହିଛନ୍ତି ଯେ, ଓଡ଼ିଶା କଂଗ୍ରେସରେ କିଛି ବରିଷ୍ଠ ନେତା ଖଳନାୟକର ଭୁମିକା ତୁଲାଉଛନ୍ତି । “ଦଳର ଏହି ଖଳନାୟକମାନେ ଶାସକ ଦଳକୁ ହାତ ବାରିସି କରି ନିଜ ଦଳରୁ କିଛି ନେତାଙ୍କୁ ଗିରଫ କରିବାରେ ସହଯୋଗ…

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ କ୍ଲିନଚିଟ୍ ଦେଲେ ଆମିକସକ୍ୟୁରୀ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହେବ ବୋଲି ଶନିବାର ଦିନ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ, ବରିଷ୍ଠ ଜିଲ୍ଲାଧିକାରୀ, ଏସଜିଟିଇ ମୁଖ୍ୟ…