Latest Odisha News

BREAKING NEWS

Browsing Category

ଫିଚର

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍…

ମଦ୍ୟପ ଡ୍ରାଇଭରଙ୍କୁ ଧରିବ ପୋଲିସ, ୧୪ଟି ଟୋଲଗେଟରେ ହେବ କଡ୍ଡା ଚେକିଂ…

କଟକ: ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ସଡ଼କ ସୁରକ୍ଷା ପଦକ୍ଷେପଗୁଡ଼ିକୁ ଅନୁଧ୍ୟାନ କରିଥାଆନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁହାରକୁ ୧୦ ଶତକଡ଼ା ହାରରେ ହ୍ରାସ କରିବା ପାଇଁ…

ରାଜ୍ୟରେ ମାସେ ଯାଏଁ କୋହଳ ହେଲା ପ୍ରଦୂଷଣ ଚେକିଂ !

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ଯାଞ୍ଚ କଡାକଡି କରାଯାଉଥିବା ବେଳେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ଲାଗି ଆରଟିଓ ଅଫିସ୍ ଆଗରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଗାଡି ଚାଳକମାନଙ୍କ ଲାଗି ବୈଧ ‘ପ୍ରଦୂଷଣ ପ୍ରମାଣପତ୍ର’ ପାଇବା ତାରିଖକୁ ଆସନ୍ତା ଅକ୍ଟୋବର ୬…

ନାକେଦମ୍ କଲାଣି ଟ୍ରାଫିକ ଫାଇନ୍ ବ୍ୟବସ୍ଥା, ସତରେ କ’ଣ ଏହା ଏହି ସିନେମାରୁ କପି ହୋଇଛି !

ଭୁବନେଶ୍ୱର: ଗୋଟିଏ ସିନେମାରୁ କପି କରି ଆଉ ଏକ ସିନେମା ତିଆରି ହେଉଥିବା କଥା ଉଣାଅଧିକେ ସମସ୍ତଙ୍କୁ ମାଲୁମ ଥିବ । ହେଲେ ସିନେମାରୁ କପି କରି ସରକାରୀ ନିୟମ ଲାଗୁ କରାଯିବା ପ୍ରାୟ ପ୍ରଥମଥର ଶୁଣିବାକୁ ମିଳିଛି । ଗତ ୧ ତାରିଖରୁ ସରକାର ନୂଆ ମୋଟର୍ ଯାନ ଆଇନ ଲାଗୁ କରିବା ପରେ ଲୋକଙ୍କର…

ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସେବାୟତଙ୍କ ଉପଯୁକ୍ତ ଥଇଥାନ କରିବାକୁ ଦାବି କଲା ‘ଦଇତାପତି ନିଯୋଗ’

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ସେବାକାର୍ଯ୍ୟ କରୁଥିବା ସେବାୟତଙ୍କ ଗୋଷ୍ଠୀ ଦଇତାପତି ନିଯୋଗ ମନ୍ଦିର ଚାରିପାଖରେ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି । ଯେଉଁ ସେବାୟତ ମାନଙ୍କର ଗୃହ ଉଚ୍ଛେଦ କରାଯାଉଛି ସେମାନଙ୍କର ବାସଗୃହ…

ଓଡିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର: ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଓଡିଶା ଅଭିମୁଖେ ବାହାରିଛନ୍ତି । ଉଭୟ ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ଆଜି ବାହାରିବା ସହ ଗତକାଲି ସେମାନେ କଟକରେ ପହଞ୍ଚିବେ । ଏତଦବ୍ୟତିତ ସେମାନଙ୍କ ସହ କଟକ ବଡ…

ଆମ୍ ଆଦମୀ ପାର୍ଟି ଛାଡିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରିଛନ୍ତି । https://twitter.com/LambaAlka/status/1169832163711148033?s=08 ତାଙ୍କ…

ପ୍ରବଳ ବର୍ଷାରେ ସ୍ଥିତି ବେହାଲ, ଗଞ୍ଜାମ ଓ କନ୍ଧମାଳରେ ସବୁ ସ୍କୁଲ ବନ୍ଦ

ଗଞ୍ଜାମ: ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ବିଦ୍ୟାଳୟଗୁଡିକ ବନ୍ଦ…

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ ! କେଦାର ମିଶ୍ର କବିତାରେ ଅନ୍ଧାର ଓ ଅନ୍ଧାର ଭିତରେ ବିବିଧ ସ୍ୱରର କାନ୍ଦଣା । କବିତା କେବଳ ଲୁହର ଲୁଣି ସମୁଦ୍ର । ସେ ସମୁଦ୍ର ଦେଖିବାକୁ ସୁନ୍ଦର, ହେଲେ ଅକାତକାତ ପାଣି ଶୋଷ ମାରିପାରେନା । ଲୁହର ସମୁଦ୍ର ସବୁ କାଳେ ଆମ କବିତାକୁ ସୁନ୍ଦର କରିଛି ।…

୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧୧ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…