Latest Odisha News

BREAKING NEWS

Browsing Category

ଫିଚର

ଖୁବଶିଘ୍ର ଓଡ଼ିଶାକୁ ମିଳିବ ‘ଆଇକନିକ୍ ଐତିହ୍ୟ’ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାକୁ ଖୁବଶିଘ୍ର ‘ଆଇକନିକ୍ ଐତିହ୍ୟ’ ମାନ୍ୟତା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ପ୍ରଦାନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୮-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୧ ରିଖ ବୁଧବାର ସିଂହ ୦୫ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ମେଷ…

ଗିରଫ ହେବାନେଇ ଅଡୁଆରେ ଚିଦାମ୍ବରମ୍, ଆଗୁଆ ଜାମିନ୍ ଆବେଦନ ଖାରଜ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡୁଆ ଏବେ ବଢିବାରେ ଲାଗିଛି । ଦେଶର ଚର୍ଚ୍ଚିତ ଆଇଏନଏକ୍ସ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଥିବା ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।…

ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ କେନ୍ଦ୍ରର ୩୩୩୮.୨୨ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନୀ ପୁନରୁଦ୍ଧ।।ର ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୩୩୩୮.୨୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ…

ଟେଲି ଜଗତର ହିଟ୍ ଯୋଡି ୨୦୧୯ରେ କରିପାରନ୍ତି ବିବାହ

ମୁମ୍ବାଇ : ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟେଲିଭିଜନ ଜଗତର ଏହି ହିଟ୍ ଯୋଡ଼ି। ରିଲ୍ ଲାଇଫରୁ ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ କାହାଣୀ ଏବେ ରିୟଲ ଲାଇଫରେ ସତ ହେବାକୁ ଯାଉଛି। ହର୍ସଦ୍ ଚୋପ୍ରା - ଜେନିଫର ଟେଲି ସିରିଏଲ 'ବେପନହା'ର ସୁଟିଂ ସେଟରୁ ଆରମ୍ଭ ହୋଇଥିଲା…

ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’

ଭୁବନେଶ୍ୱର: କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତି ଏବେ ରାଜ୍ୟରେ ମଧ୍ୟ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଓଡିଶା ସରକାର । ଯାହାଫଳରେ ରାଜ୍ୟ ବାହାରକୁ ଯାଉଥିବା ବ୍ୟକ୍ତି ତଥା ପ୍ରବାସୀ ଶ୍ରମିକମାନେ ମଧ୍ୟ ଏହାଦ୍ୱାରା ଲାଭାକୃତ ହୋଇପାରିବେ। ଏସମ୍ପର୍କରେ ଖାଦ୍ୟ…

‘ରାହୁରେଖା ଲାଗି’ ନୀତି ପାଇଁ ୫ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ‘ରାହୁରେଖା ଲାଗି’ ନୀତି ପାଇଁ ପାଖାପାଖି ୫ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଏହି ନୀତିକାନ୍ତି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ…

ରିଭର୍ସ ଗିଅରରେ ଅଟୋ ମୋବାଇଲ୍ସ : ବହୁ କମ୍ପାନୀ ବନ୍ଦକଲେ ଉତ୍ପାଦନ

ନୂଆଦିଲ୍ଲୀ: ମରୁତି ସୁଜିକି, ଟାଟା ମୋଟର୍ସ, ହୋଣ୍ଡାଇ, ମହେଦ୍ରା ଆଣ୍ଡ ମହେନ୍ଦ୍ର, ମୋଟୋକର୍ପ ଭଳି କମ୍ପାନୀ ଗୁଡିକ ଦେଶର ଆଗଧାଡିର କାର ଓ ଦୁଇ ଚକିଆ ଗାଡି ତିଆରି କରି ବର୍ଷକୁ ଶହ ଶହ କୋଟିର ଲାଭ କରୁଥିଲେ । କିନ୍ତୁ ଏବେ ଚାଲିଛି ମାନ୍ଦାବସ୍ଥା । ଗୋଟେ ଗୋଟେ କାର ବିକିବା ଏବେ ଏମାନଙ୍କ…

ବିବାଦରେ ‘ମିଷ୍ଟର କହ୍ନେୟା’ ପୋଷ୍ଟର, ପ୍ରଯୋଜକଙ୍କୁ ମହିଳା ଥାନା ପୋଲିସର ନୋଟିସ୍ ଜାରି

ଭୁବନେଶ୍ୱର: ମିଷ୍ଟର କହ୍ନେୟା ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ଲାଗି ରହିଥିବା ବିବାଦ ଯୋଗୁଁ ମଙ୍ଗଳବାର ଦିନ ମହିଳା ଥାନା ପୋଲିସ୍ ଫିଲ୍ମର ପ୍ରଯୋଜକଙ୍କୁ ଏନେଇ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଅପକମିଂ ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଧିରେଧିରେ ଜଳସ୍ତର କମୁଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ୧୦ଟି ଗେଟକୁ ବନ୍ଦ କରିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବା ଯୋଗୁଁ ପ୍ରାୟ ୧୦ଟି ଗେଟ୍ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ…