Latest Odisha News

BREAKING NEWS

Browsing Category

ଫିଚର

ହୀରାକୁଦ ଜଳଭଣ୍ଡାରର ଆଉ ୭ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଡ୍ୟାମ୍ କର୍ତ୍ତୃପକ୍ଷ ସୋମବାର ଦିନ ଆଉ ୭ଟି ଗେଟକୁ ଖୋଲିଛନ୍ତି । ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଏହାମଧ୍ୟକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଆଜି…

ତାଳଚେର ବିଧାୟକଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୪ରେ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସରକାରୀ କ୍ୱାଟରରେ ଗତ ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପାଖାପାଖି ୫ଟି ଗାଡି ଜାଳିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଧାୟକ ଶ୍ରୀ ପ୍ରଧାନ ନିଜ ଘରୋଇ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇଥିବାବେଳେ…

ଶ୍ରୀମନ୍ଦିର ଚାରିପାଖରୁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସୋମବାର ସକାଳୁ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନାନୁଯାୟୀ ଶ୍ରୀମନ୍ଦିରର ମେଘନାଦ ପାଚେରୀକୁ ଲାଗିଥିବା ସରକାରୀ ତଥା କିଛି ଘରୋଇ ନିର୍ମାଣ ଗୁଡିକୁ ଆଜି ସକାଳ ପ୍ରାୟ ୬ଟାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ…

ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ଏକ ଜାତୀୟସ୍ତରର ସର୍ଭେ ଅନୁଯାୟୀ ଦେଶର ସବୁଠୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଦୀର୍ଘ ବର୍ଷ ଧରି ଶାସନଗାଦିରେ ରହିଥିଲେ ମଧ୍ୟ ଏବେବି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନପ୍ରିୟତା ହ୍ରାସ ପାଇନାହିଁ ।…

ଓସଜା ପକ୍ଷରୁ ପାଳିତ ହେଲା ‘ଅଶୋକ ପଟ୍ଟନାୟକ ସ୍ମାରକୀ’ ସ୍ମୃତି ସଭା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ରବିବାର ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୯ ରିଖ ସୋମବାର ସିଂହ ୦୩ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଏବେବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଆଜିକୁ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହିଥିବା ଭାରତର ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଆଜି ପୁଣ୍ୟତିଥି । ୧୯୪୫ ମସିହା ଅଗଷ୍ଟ…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ରବିବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଆଜି ସକାଳ ୭ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୦.୧୭ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୫୧,୨୨୫…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ବରଗଡ, ଝାରସୁଗୁଡା,…

ଲାଇଫ୍ ସପୋର୍ଟରେ ଅରୁଣ ଜେଟଲି, ଏମ୍ସରେ ନେତାଙ୍କ ଭିଡ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କୁ ଏବେ ଲାଇଫ୍ ସପୋର୍ଟରେ ରଖାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏମ୍ସ ପକ୍ଷରୁ ଗତ ୧୦…