Latest Odisha News

BREAKING NEWS

Browsing Category

ଫିଚର

ସାମାଜିକ ସଂସ୍କାରର ବାର୍ତ୍ତାବହ: ଗାୟକ ଦତ୍ତକୃଷ୍ଣ ପଣ୍ଡା

ଭୁବନେଶ୍ୱର: ପାଲାକୁ ସାହିତ୍ୟ ସଙ୍ଗୀତଠାରୁ ନେଇ ସାମାଜିକ ସଂସ୍କାର ଓ ବେଦ, ବେଦାନ୍ତ, ଦର୍ଶନ ପାଖରେ ପହଞ୍ଚାଇବାରେ ଯେଉଁ କେତେଜଣ ଗାୟକଙ୍କ ଅବଦାନ ରହିଛି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ଦର୍ଶନ ତରଙ୍ଗ ଦତ୍ତକୃଷ୍ଣ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଷଣ୍ଢପଲ୍ଲୀ…

ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ମାମଲା: ମାଡ଼ମାରି ଗର୍ଭନଷ୍ଟ କରିବା ଅଭିଯୋଗ ଆଣିଲେ ମହିଳା

ରାଉରକେଲା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କ ବିରୋଧରେ ଜଣେ ମହିଳାଙ୍କ ଗର୍ଭନଷ୍ଟ କରିଦେଇଥିବା ଅଭିଯୋଗରେ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି । “ସୁନ୍ଦରଗଡ଼ ସବ୍ ଡ଼ିଭିଜନାଲ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କ (ଏସଡ଼ିଜେଏମ) ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଏସପି…

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମ୍ବାଦ’ ଖବରକାଗଜର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି । ସେ ସଂକ୍ରମଣ ଜନିତ…

ଜାଣନ୍ତୁ, ଏମିତି କେଉଁ କାରଣ ଲାଗି ୧୫ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ନବୀନ ସରକାର ଦୁର୍ନୀତି ବିରୋଧରେ ଶନିବାର ଦିନ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦୁର୍ନିୀତି ଅଭିଯୋଗରେ ୧୫ଜଣ ସରକାରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୮ ରିଖ ରବିବାର ସିଂହ ୦୨ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଦିନ ଘ ୧୦-୫୪ ମିନିଟ୍ ପର୍ଯ୍ୟନ୍ତ…

ଚାଲନ୍ତୁ ବୁଲିଯିବା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ମୟୂରଭଞ୍ଜରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏଠାକାର ସୁନ୍ଦର ପରିବେଶ ସାଙ୍ଗକୁ ପ୍ରାକୃତିକ ଶୋଭରାଜି ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରି ଦେଇଥାଏ । ଭାରତର ଜାତୀୟ ଉଦ୍ୟାନ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ…

ଓଡ଼ିଶାର ପାରା ବ୍ୟାଡ଼ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଘୋଷିତ ହୋଇଛି ଦେଶର ସମ୍ମାନଜନକ ତଥା ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ତାଲିକା । ଓଡ଼ିଶାର ଉଦୀୟମାନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର । ଏହି ଖବର ପାଇବା ମାତ୍ରେ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ବାତାବରଣ…

ଶ୍ରୀମନ୍ଦିର ଚାରିପାଖ ଖାଲି କରିବା ନିଷ୍ପତ୍ତିକୁ ସେବାୟତଙ୍କ ତୀବ୍ର ବିରୋଧ

ପୁରୀ: ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ କିଛି ସ୍ଥାନକୁ ଉଚ୍ଛେଦ କରିବା ଲାଗି ରାଜ୍ୟ କ୍ୟାବେନଟ୍ ନେଇଥିବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ଓ ସେବାୟତମାନେ ନାପସନ୍ଦ କରିଛନ୍ତି । “ଏହା ବିରୋଧରେ ଦରକାର ପଡିଲେ ଆମେମାନେ…

ଫିଲ୍ମ ପୋଷ୍ଟରକୁ ନେଇ ବିବାଦରେ ପପୁ ପମପମ୍, ଥାନାକୁ ଗଲା ମାମଲା

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ କାଷ୍ଟିଂ କାଉଚ୍ ବିବାଦରେ ଫସି ପୂର୍ବରୁ ଚର୍ଚ୍ଚାରେ ରହିଥିବା ସମୟରେ ଏବେ ପୁଣି ଏକ ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ଚର୍ଚ୍ଚାରେ । ମିଳିଥିବା ସୂଚନାନୁଯାୟୀ, ପପୁଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ…

ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଓଡିଶା ସରକାର

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍ ଶନିବାର ଦିନ ବନ୍ଦ କରାଯାଇଥିବା ବେଳେ ମହାନଦୀର ତଳମୁଣ୍ଡରେ ଆଉ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଓଡିଶା ସରକାର । ପ୍ରାପ୍ତ ସୂଚନାନୁଯାୟୀ ଗତ ଗୁରୁବାର ଦିନ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଲାଗି ୨୦ଟି ଗେଟ୍ ଖୋଲାଯାଇଥିବା ବେଳେ…