Latest Odisha News

BREAKING NEWS

Browsing Category

ଫିଚର

ଏସିଆ ଅଣ୍ଡର୍-୨୦ ମହିଳା ରଗବୀ ସ୍କ୍ୱାଡରେ ସ୍ଥାନ ପାଇଲେ ଓଡିଶାର ୫ ଖେଳାଳୀ

ଭୁବନେଶ୍ୱର: ଲାଓସ୍ ଭିଏଣ୍ଟିନେଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ଅଣ୍ଡର୍-୨୦ ମହିଳା ପ୍ରତିଯୋଗିତା ଲାଗି ଭାରତୀୟ ମହିଳା ଟିମରେ ଓଡିଶାରୁ ପ୍ରାୟ ୫ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ୭ ଦିନିଆ ଶୃଙ୍ଖଳା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ବାଳିକା ଦଳରେ…

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ରାଜୀବଙ୍କ…

ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର୍ ହେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ନିଯୁକ୍ତ ହୋଇଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମହାନ୍ତି ଏବେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୨୦ ରିଖ ମଙ୍ଗଳବାର ସିଂହ ୦୪ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ଜଗା-କାଳିଆଙ୍କୁ ଚିକିତ୍ସା କରିବେ ଏସସିବିର ଏକ ସ୍ୱତନ୍ତ୍ର ଟିମ୍

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିବା ଯାଆଁଳା ଶିଶୁ ଜଗା-କାଳିଆ ସେଠାରୁ ଡ଼ିସଚାର୍ଜ ହେବାପରେ କଟକ ଏସସିବିର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି । କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏମରଜେନ୍ସି ଅଧିକାରୀ ଡ଼ାଃ ଭୁବନାନନ୍ଦ ମହରାରଣା…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ୧ ଲକ୍ଷ କୋଟି ଟପିଲା ଜମା ରାଶି

ନୂଆଦିଲ୍ଲୀ: ଭାରତ ସରକାର ୫ବର୍ଷ ପୂର୍ବେ ସମାଜର ଗରିବ ଶ୍ରେଣୀଙ୍କ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ହୋଇସାରିଥିବା ଆରଟିଆଇ ତଥ୍ୟରୁ ପ୍ରକାଶ ।…

ଏହି ସବୁ ବଲିଉଡ୍ ତାରକାଙ୍କ ପାଖରେ ନାହିଁ ଭାରତୀୟ ନାଗରିକତ୍ଵ…

ମୁମ୍ବାଇ: ଜାଣନ୍ତୁ କିଛି ବଲିଉଡର ଆଗଧାଡ଼ିର କଳାକାରଙ୍କ ସମ୍ପର୍କରେ, ଯାହାଙ୍କ ପାଖରେ ନାହିଁ ଭାରତର ନାଗରିକତା... ୧. ଆଲିଆ ଭଟ୍ଟ- ସୁନ୍ଦରୀ ଆଲିଆ ଭଟ୍ଟ । ଯାହାଙ୍କ ସୁନ୍ଦରତାରେ ଫିଦା ଆଜିର ଯୁବ ପିଢି। ଅନେକ ଲୋକ ଭାବୁଥିବା ଆଲିଆ ଭଟ୍ଟ ଜଣେ ଇଣ୍ଡିଆନ। କିନ୍ତୁ ସେ ନୁହେଁ । ଆଲିଆଙ୍କ…

‘ପିଓକେ’ ହାସଲ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା…

ତରୁଣ ତେଜପାଲଙ୍କୁ ଝଟକା, ଯୌନ ନିର୍ଯ୍ୟାତନା ମାମଲା ପ୍ରତ୍ୟାହାରକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ସାମ୍ବାଦିକ ତରୁଣ ତେଜପାଲ ତାଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡନ ତଥା ଅପହରଣ ମାମଲାକୁ ପ୍ରତ୍ୟାହାର କରିବା ନେଇ କୋର୍ଟରେ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ସୋମବାର ଦିନ ଏହାକୁ ଅଗ୍ରାହ୍ୟ କରିଛନ୍ତି । ତରୁଣଙ୍କ ବିରୋଧରେ ମାମଲା ଜାରି ରହିବ ବୋଲି ଜଷ୍ଟିସ୍ ଅରୁଣ ମିଶ୍ର,…

ରାଜ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୂର୍ବତନ ଓଡିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୋମବାର ଦିନ ରାଜ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାଢୀ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କ ଠାରୁ ଏହି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ୧୯୮୩…