Latest Odisha News

BREAKING NEWS

Browsing Category

ଫିଚର

ପୁଣି ଟିମ୍ ଇଣ୍ଡିଆ କୋଚ୍ ପଦବୀରେ ରହିଲେ ରବି ଶାସ୍ତ୍ରୀ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍ ରବି ଶାସ୍ତ୍ରୀ ପୁନର୍ବାର ଭାରତୀୟ କ୍ରିକେଟ ଦଳର କୋଚ୍ ପଦବୀରେ ରହିଛନ୍ତି । ଏନେଇ ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚୟନ ବୈଠକରେ ଏହା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିସିସିଆଇର ଉପଦେଷ୍ଟା କମିଟି (ସିଏସି) ର ସଦସ୍ୟ କପିଳ…

ବଲିଉଡର ୬ଟି ଟପ୍ ଦେବରାଣୀ- ଜେଠାଣୀ ଯୋଡି

ମୁମ୍ବାଇ: ଖୋଜିବାକୁ ଗଲେ ଏମିତିତ ବଲିଉଡରେ ଆପଣଙ୍କୁ ସବୁ ସମ୍ପର୍କର ଯୋଡି ମିଳିଯିବ । ମା-ଝିଅ, ଭାଇ-ଭଉଣୀ, ଶାଶୁ- ବୋହୁ, ନଣନ୍ଦ-ଭାଉଜ, ଦେବରାଣୀ-ଜେଠାଣୀ ଭଳି ଅନେକ ରିୟଲ ଲାଇଫ ଯୋଡି ମିଳିଯିବ। ଆଜି ଜାଣନ୍ତୁ ବଲିଉଡର ଟପ ୬ ଟି ସୁନ୍ଦର ଦେବରାଣୀ-ଜେଠାଣି ଯୋଡି କିଏ... ୬.…

ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର: ଖୋଲୁଛି କଲେଜ, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ: ମୁଖ୍ୟ ସଚିବ

ନୂଆଦିଲ୍ଲୀ: ଏବେ ଜମ୍ମୁ କାଶ୍ମୀରରେ ଥିବା ପ୍ରାୟ ସମସ୍ତ ସରକାରୀ ଦପ୍ତର ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଥିବା ନେଇ ଜମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ବି ଭି ଆର ସୁବ୍ରମଣ୍ୟମ ଗଣମାଧ୍ୟମରେ ଶୁକ୍ରବାର ଦିନ ପ୍ରଚାର କରିଛନ୍ତି । ସେ ଗଣମାଧ୍ୟମକୁ…

ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ‘ବଣ୍ଡ୍ ପଲିସି’ ପରିବର୍ତ୍ତନ କଲେ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଚିକିତ୍ସା ବଣ୍ଡ୍ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ପିଜି ତଥା ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ସରିବା ପରେ ବାହାରକୁ ପଳାଇ ଯାଉଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ରୋକିବା ଲାଗି ଏଭଳି ସଂଶୋଧନ କରାଯାଇଥିବା ଜଣାପଡିଛି । ଯେଉଁ…

ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍‍ ଶ୍ରୀଭୂଷଣ ସାହୁ ଗିରଫ୍‍

ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ…

ଇସ୍ତଫା ଦେଲେ ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ

ଭୁବନେଶ୍ୱର: ୧୯୮୫ ବ୍ୟାଚ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଧଳ ଜାନୁୟାରୀ ୨୦୨୦ ମସିହାରେ ଅବସର ନେବାକୁ ଯାଉଛନ୍ତି । ତେଣୁ ସରକାରଙ୍କୁ ତାଙ୍କର ଇସ୍ତଫା ଦେବାନେଇ ଜଣାଇଥିବା ବେଳେ…

ଦୀର୍ଘ ୧୭ କିଲୋମିଟର ଲମ୍ବ ତ୍ରୀରଙ୍ଗା ଧରି ରାଉରକେଲାବାସୀ ପାଳିଲେ ସ୍ୱାଧୀନତା ଦିବସ !

ରାଉରକେଲା: ଏଥର ଇସ୍ପାତନଗରୀ ରାଉରକେଲାରେ ଅଭିନବ ଢଙ୍ଗରେ ପାଳିତ ହୋଇଛି ୭୩ତମ ସ୍ୱାଧୀନତା ଦିବସ । ଦୀର୍ଘ ୧୭ କିଲୋମିଟର ଲମ୍ବ ବିଶିଷ୍ଟ ଏକ ତ୍ରୀରଙ୍ଗା ପ୍ରସ୍ତୁତ ହୋଇଛି ରାଉରକେଲାରେ, ଏହାକୁ ପ୍ରାୟ ୪୦,୦୦୦ ଦେଶପ୍ରେମୀ ଛାତ୍ରଛାତ୍ରୀ ହାତରେ ଧରି ରେକର୍ଡ଼ ସୃଷ୍ଟି କରିପାରିଛନ୍ତି । ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୬ ରିଖ ଶୁକ୍ରବାର କର୍କଟ ୩୧ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ…

ରାଜଧାନୀରେ ଖାରବେଳ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ୟୁନିଟ-୫ରେ ନବନିର୍ମିତ ଓଡ଼ିଶା ସଚିବାଳୟ କୋଠା ଉଦଘାଟନ କରିଛନ୍ତି । ଏହାର ନାମ ଖାରବେଳ ଭବନ ରଖାଯାଇଛି । ପ୍ରାୟ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନଅ ମହଲା ବିଶିଷ୍ଟ ଭବନଟି ୮.୩ ଏକର ଜମିରେ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ପର୍ଯ୍ୟାୟକ୍ରମେ ୧୬ଟି ଖୋଲିଛି। ପୂର୍ବରୁୁ ଆଜି ସକାଳେ ୨ଟି ଗେଟ୍ ଖୋଲାଯାଇଥିଲା । ମିଳିଥିବା ସୂଚନାନୁଯାୟୀ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଏହାର ଜଳସ୍ତର ୬୨୧ ଫୁଟକୁ ଛୁଇଁଛି । ଏହାକୁ ନଜରରେ ରଖି…