Latest Odisha News

BREAKING NEWS

Browsing Category

ଫିଚର

ଆକାଶମାର୍ଗରୁ ଓଡ଼ିଶା ବନ୍ୟା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶମାର୍ଗରୁ ଓଡ଼ିଶାର ବନ୍ୟା ପ୍ରଭାବିତ ୫ଟି ଜିଲ୍ଲାର ସ୍ଥିତି ପରଖିଛନ୍ତି । Union Minister Dharmendra Pradhan conducted aerial survey of flood affected Balangir,…

ଭିତରକନିକାରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ରାଜନଗର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଅଭୟାରଣ୍ୟରେ ଥିବା କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ କୁମ୍ଭୀର ବସାରୁ ପାଖାପାଖି ୧୦୧ଟି ଅଣ୍ଡା ସଂଗ୍ରହ କରାଯାଇଥିଲାବେଳେ କେବଳ ଗୋଟିଏ ବସାରୁ…

ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ୨ ଦିନିଆ ଭୁଟାନ ଗସ୍ତରେ ଯାଇ ରାଜଧାନୀ ଥିମ୍ପୁରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ତାଙ୍କୁ ଅଭ୍ୟର୍ଥନା ଦେବା ସହିତ…

ରାଉରକେଲା: ଏନଆଇଟି କ୍ୱାଟର୍ସରୁ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାସ୍ଥିତ ଏନଆଇଟି କଲେଜ ପରିସରରେ ଥିବା ଷ୍ଟାଫ୍ କ୍ୱାଟର୍ସରୁ ଶନିବାର ଦିନ ଜଣେ ସହକାରୀ ପ୍ରଫେସର ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି କ୍ୱାଟର୍ସର (ଏଫଆର୍-ଏ/୧୦୨) ରୁମ୍ ମଧ୍ୟରୁ ସହକାରୀ ପ୍ରଫେସର ଆର. ଜୟ ବାଲାନ୍ (୩୮) ଏବଂ ତାଙ୍କ ୩୫ ବର୍ଷୀୟ…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ ଓ…

ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଏମ୍ସରେ ଭେଟିଲେ ଶାହ-ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ…

ନୀତି ଥିଲା ‘ଭାରତ ପ୍ରଥମେ ପରମାଣୁ ବୋମା’ ବ୍ୟବହାର କରିବ ନାହିଁ, ଏବେ ପରିସ୍ଥିତି ଅନୁଯାୟୀ ଅସ୍ତ୍ର ପ୍ରୟୋଗ ହେବ:…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସମ୍ପର୍କରେ ଅବନତି ଘଟିବାରେ ଲାଗିଛି । ଧାରା ୩୭୦କୁ ନେଇ ପାକିସ୍ତାନ ଚୀନ ସହିତ ବିଶ୍ୱ ସମୁଦାୟରେ ଚର୍ଚ୍ଚା କରୁଥିବା ବେଳେ ସୀମାରେଖା ନିକଟରେ ପଡ଼ୋଶୀ ଦେଶ ପକ୍ଷରୁ…

ବିଜେଡି ନେତାଙ୍କୁ ନୂଆ ନିଯୁକ୍ତି, ଜାଣନ୍ତୁ କିଏ ରହିଲେ କେଉଁ ପଦବୀରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ବିଜେଡି ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୧୯ ନିର୍ବାଚନରେ କୌଣସି କାରଣବଶତଃ ଟିକେଟ୍ ପାଇପାରିନଥିବା କିଛି ନେତାଙ୍କୁ ଥଇଥାନ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ଓଡିଶା ଦକ୍ଷତା…

ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ୍ ୧୦୦ ମିଟର ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ପାତିଆଲା: ଭାରତର ଦ୍ରୁତ ଧାବିକା ଦୂତୀ ଚାନ୍ଦ ପାତିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତୀ ଏହି ଦୌଡ଼ ପ୍ରତିଯୋଗିତାକୁ ୧୧.୪୨ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ଆଇଏଏସ୍ ଅଧିକାରୀ ଗଗନ ଧଳ: ଓଡିଶା ସରକାର

ଭୁବନେଶ୍ୱର: ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଫିସର ଗଗନ ଧଳ ବ୍ୟକ୍ତିଗତ ତଥା ପାରିବାରିକ କାରଣରୁ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଶୁକ୍ରବାର ଦିନ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ପ୍ରତିକ୍ରିୟା ଦେଇ ଶ୍ରୀ ଧଳ କହିଛନ୍ତି ଯେ, ସେ ଅନେକ…