Latest Odisha News

BREAKING NEWS

Browsing Category

ଫିଚର

ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପେ୍ରସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି…

ଆତଙ୍କବାଦୀ ଆକ୍ରମଣ: ଓଡ଼ିଶାର ଏହି ୭ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ରହିଥିବା ଯୋଗୁଁ ରାଜ୍ୟ ସରକାର ଓଡ଼ିଶାର ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ହାଇ ଆଲର୍ଟ ଜାରି କରିଛନ୍ତି । ଓଡ଼ିଶା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡ଼ିଜି), ରେଲୱେ ଓ ତଟବର୍ତ୍ତୀ ସୁରକ୍ଷା ପ୍ରାଣବନ୍ଧୁ…

ଓଲିଉଡରେ ଆରମ୍ଭ ହେଲା ବାୟୋପିକ୍‌ ଟ୍ରେଣ୍ଡ

ଭୁବନେଶ୍ୱର: ବଲିଉଡ ଭଳି ଓଲିଉଡରେ ମଧ୍ୟ ଆରମ୍ଭ ହୋଇଛି ବାୟୋପିକର ଟ୍ରେଣ୍ଡ । ପୂଜାରେ ଏହା ବଡ଼ ପରଦାକୁ ଆସିବ । ସାଧାରଣ ମଣିଷରୁ ଉଦ୍ୟୋଗପତି ହୋଇଥିବା ଜଣେ ଗରିବ ଲୋକର କାହାଣୀ ଏଥିରେ ଦେଖା ଯାଇଛି । ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌, ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଦିନ…

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି ।…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ…

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ଆକଳନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ ମଦନ ମୋହନ ଦାସ କହିଛନ୍ତି, ଶନିବାର ଦିନ…

ମୁମ୍ବାଇ ବର୍ଷା: ଆଶିଂକ ବାତିଲ ହେଲା ବିଶାଖାପାଟଣା-ଏଲଟିଟି ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କେତେକ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାବଳେ ବମ୍ବେ-ପୁଣେ ରୁଟରେ ମାଟି ଅତଡା ଧସି ପଡିଛି । ଯାହାଫଳରେ ମୁମ୍ବାଇରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ଡାଇଭର୍ଟ ଓ ବିଶାଖାପାଟଣାରୁ (ବିଶାଖାପାଟଣା-ଏଲଟିଟି)…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଷୁଢିଆଣୀ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ଗ୍ରାମଗୁଡିକରେ ଗତକାଲି ରାତିରେ…