Latest Odisha News

BREAKING NEWS

Browsing Category

ଫିଚର

ଲେଖକ ଗଣେଶ୍ୱର ମିଶ୍ରଙ୍କ ସଂଗୃହିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଥିତଯଶା ଲେଖକ ଗଣେଶ୍ୱର ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବରସରେ ଶୁକ୍ରବାର ଦିନ ତାଙ୍କର ସଂଗୃହିିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଛି । ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ପକ୍ଷରୁ ୟୁନିଟ ୯ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ…

ଅରୁଣ ଜେଟଲୀ ଅସୁସ୍ଥ, ଏମ୍ସ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିÂ ବିଜେପି ନେତା ଅରୁଣ ଜେଟଲୀ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀ ଜେଟଲୀଙ୍କ୍ୁ ହସ୍ପିଟାଲର…

ଅଗଷ୍ଟ କ୍ରାନ୍ତି ଦିବସ: ଆଜିର ଦିନରେ ସ୍ୱାଧୀନତା ଲାଗି ଶଙ୍ଖନାଦ କରିଥିଲେ ଗାନ୍ଧିଜୀ

ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି…

ଲଞ୍ଚ୍ ହେଲା ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ପ୍ଲସ ସ୍ମାର୍ଟଫୋନ୍

ଭୁବନେଶ୍ୱର: ଏକାସାଙ୍ଗରେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନ୍ । ଯେଉଁଥିରେ କି ରହିଛି ୫ଜି ଓ ୪ଜି ଉଭୟ ଭେରିଆଣ୍ଟ ଏବଂ ଅଧିକ ଫିଚର ସହିତ ଅଛି ଏସ ପେନ୍ ସୁବିଧା । ଭାରତୀୟ ୟୁଜର୍ସଙ୍କ ଚାହିଦା ମୁତାବକ ଏହି ଦୁଇଟି ମୋବାଇଲ୍…

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କମିଶନରେଟ ପୋଲିସ ସହରରେ ବ୍ୟାପକ ବ୍ୟବସ୍ଥା କରିଛି । ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ଅଫିସ ଠାରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ବସିଛି । "ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ରଦର୍ଶନୀ…

ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର, ଇଣ୍ଟରନେଟ୍ ଓ ଫୋନସେବା ଆଂଶିକ କାର୍ଯ୍ୟକ୍ଷମ

ଶ୍ରୀନଗର: ଦୀର୍ଘ ୫ଦିନ ବ୍ୟାପୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ସମଗ୍ର ଜମ୍ମୁ ଓ କାଶ୍ମୀର ଆଜି କିଛି ମାତ୍ରାରେ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ସୁରକ୍ଷାକର୍ମୀଙ୍କ ନଜରରେ ପ୍ରତି ମୂହୁର୍ତ୍ତ କାଶ୍ମୀର ଉପତ୍ୟକା ଗତ କିଛି ଦିନ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଳେ ଆଜି ଫୋନ ଏବଂ ଇଣ୍ଟରନେଟ୍…

ନୂଆ ମିଶନରେ ବିଦ୍ୟା ବାଲାନ…

ମୁମ୍ବାଇ: ପାଖାପାଖି ଦେଢ ବର୍ଷ ପରେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ । ବିଦ୍ୟାଙ୍କ ହାତରେ ଏବେ ଅଫର ଉପରେ ଅଫର୍‌। ଆଗାମୀ ଅଗଷ୍ଟ ୧୫ରେ ତାଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ନିଜ ପରବର୍ତ୍ତି ଫିଲ୍ମ ପାଇଁ ଲଣ୍ଡନରେ ପହଞ୍ଚି ସାରିଲେଣି…

ରାଜ୍ୟବ୍ୟାପୀ ସ୍ୱାଧୀନତା ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଜାଣନ୍ତୁ, ଏହି ରାଜ୍ୟସ୍ତରୀୟ…

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ୫ଦିନିଆ ଦୈନିକ ଶୁଣାଣିକୁ ମୁସଲିମ ପକ୍ଷର ବିରୋଧ

ନୂଆଦିଲ୍ଲୀ: ଅଯୋଧ୍ୟାର ବହୁଚର୍ଚ୍ଚିତ ରାମଜନ୍ମଭୂମି-ବାବରୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଯେଉଁ ୫ ଦିନିଆ ଦୈନିକ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ତାହାକୁ ଶୁକ୍ରବାର ଦିନ ବିରୋଧ କରିଛି ମୁସଲିମ ପକ୍ଷ । ଏହି ମାମଲାକୁ ନେଇ ଆଜି ଗଠିତ ଖଣ୍ଡପୀଠର ଶୁଣାଣି ଚାଲିଥିବା ସମୟରେ ହିଁ…

ୟୁରୋପୀୟ ଦୌଡକୁଦ ଲାଗି ଭିସା ଚିନ୍ତାରେ ଦୂତୀ: ବୈଦେଶିକ ମନ୍ତ୍ରଣାଳୟକୁ ଲୋଡିଲେ ସାହାଯ୍ୟ

ଭୁବନେଶ୍ୱର: ପ୍ରଥମ ଭାରତୀୟ ମହିଳା ଭାବେ ‘ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ’ର ୧୦୦ମି. ଦୌଡରେ ସ୍ୱର୍ଣ୍ଣ ହାସଲ କରିଥିବା ଓଡିଆ ଧାବିକା ଦୂତୀ ଚାନ୍ଦ ନିଜ ଭିସା ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାହାଯ୍ୟ ଲୋଡିଛନ୍ତି । ଏନେଇ ଦୂତୀ ଗୁରୁବାର ଦିନ ଟ୍ୱିଟ୍ କରିଛନ୍ତି ।…