Latest Odisha News

BREAKING NEWS

Browsing Category

ଫିଚର

କଡ୍ଡା ସୁରକ୍ଷା ବଳୟରେ ଭୁବନେଶ୍ୱର ବିମାନ ବନ୍ଦର, ଜାଣନ୍ତୁ କାହିଁକି !

ଭୁବନେଶ୍ୱର: ଦେଶର ସମସ୍ତ ପ୍ରମୁଖ ଏୟାରପୋର୍ଟ ସମେତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କଡ୍ଡା ନିରାପତ୍ତା ବଳୟ ସହିତ ସତର୍କତା ଅବଲମ୍ବନ କରାଯାଇଛି । ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋର ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଏହି ସତର୍କତା ଅବଲମ୍ବନ…

ୱାଘା ବର୍ଡରରେ ସମଝୌତା ଏକ୍ସପ୍ରେସକୁ ରୋକିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରେଳପଥରେ ସମ୍ପର୍କ ଯୋଡୁଥିବା ଏକମାତ୍ର ଟ୍ରେନ୍ ସମଝୌତା ଏକ୍ସପ୍ରେସ ଚଳାଚଳକୁ ଗୁରୁବାର ଦିନ ରଦ୍ଦ କରିଛନ୍ତି ପାକିସ୍ତାନ ସରକାର । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍ ରସିଦ୍ ମହମ୍ମଦ୍ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର !

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରାଯାଇପାରେ । ଗଣମାଧ୍ୟମରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ ଚଳିତଥର ଏୟାର ଷ୍ଟ୍ରାଇକରେ ସାମିଲ ହୋଇଥିବା ମିରାଜ-୨୦୦୦ର ୫ ଜଣ ପାଇଲଟଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ…

ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିକେ ଶର୍ମା

ଭୁବନେଶ୍ୱର: ଓଡିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ଦିନ ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର…

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମୁକାବିଲା

ଗାୟେନା: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକକୁ ଟି-୨୦ ମୁକାବିଲାରେ ବିଜୟୀ ହୋଇ ସିରିଜ୍ ହାତେଇଥିବା ବେଳେ ଆଜିଠୁଁ ଆରମ୍ଭ ହେଉଛି ଦିନିକିଆ ଟକ୍କର୍ । ବିରାଟ କୋହଲୀଙ୍କ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ ଦଳଠୁଁ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହେଉଥିଲେ ମଧ୍ୟ ଘରୋଇ ପିଚରେ କାରବିୟାନ୍ ଦଳକୁ ପରାସ୍ତ କରିବା…

ଦକ୍ଷିଣ ଓଡିଶାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଗତ ୧୨ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିଥିବା ଯୋଗୁଁ ମାଲକାନଗିରି ଓ ରାୟଗଡାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଧିରେଧିରେ ସୁଧୁରିବାରେ ଲାଗିଛି । ମାଲକାନଗିରି ଜିଲ୍ଲାର ପୋଟେରୁ, କାଙ୍କରମୁଣ୍ଡା ଓ ଏମଭି-୯୦ ଅଞ୍ଚଳରେ ଜଳସ୍ତର କମିଥିବାରୁ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଗଜପତି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଅଡବା ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, କିଛି ଗାଈ ଚରାଳୀମାନେ ଉକ୍ତ ନବଜାତ ଶିଶୁଟିକୁ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ଶିଶୁଟିକୁ…

ଘଡଘଡି ସହ ବର୍ଷା ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧୨ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତୀୟ ରାଜନୀତିରେ ଏକ ଯଶସ୍ୱୀ…

ପୁରୀର ବିକାଶ ଲାଗି ୨୬୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ସହରର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୬୫ କୋଟି ଟଙ୍କାର ୫ଗୋଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…