Latest Odisha News

BREAKING NEWS

Browsing Category

ଫିଚର

ଓଡିଆ ଝିଅ ସୌମ୍ୟା ହାତେଇଲେ ‘ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍

ଭୁବନେଶ୍ୱର : ଡିଭା ମିସ୍ ଇଣ୍ଡିଆ’ କ୍ରାଉନ୍ ଜିତି ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଓଡିଆ ଝିଅ ସୌମ୍ୟା ପ୍ରଧାନ । ସେ ପାଖାପାଖି ୨୯ଟି ରାଜ୍ୟରୁ ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାର ଏହି ବିଜୟ ମୁକୁଟ୍ ଅକ୍ତିଆର କରିଛନ୍ତି । ଏଥିସହିତ ସୌମ୍ୟା ନିଜର ପ୍ରତିଭା ବଳରେ…

କାଳବୈଶାଖୀ ଆଶଙ୍କା: ଭୁବନେଶ୍ୱର ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ଭୁବନେଶ୍ୱର ସମେତ ଏହିସବୁ ସ୍ଥାନରେ ପାଖାପାଖି…

ଆଗେ ଦାବି ପୂରଣ ତା’ ପରେ ୭ ଘଣ୍ଟା କାମ: ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶାର ବେସରକାରୀ କଲେଜର ଶିକ୍ଷକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବା ନେଇ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କଡା ପ୍ରତିବାଦ କରିଛନ୍ତି। ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ୬୬୨ ବର୍ଗର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ…

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ବିଶ୍ୱକପ ଜିତିବାର ସୁଯୋଗ ଆମେ ହାତଛଡ଼ା କରିବୁନାହିଁ: ବିରାଟ କୋହଲୀ

ଲଣ୍ଡନ: ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ୍ରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । ମଙ୍ଗଳବାର ଦିନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ଅଷ୍ଟ୍ରେଲିଆ ଭେଟୁଛି ଶକ୍ତିଶାଳୀ ଇଂଲଣ୍ଡ ଦଳକୁ । ଭାରତୀୟ ଅଧିନାୟକ ବିରାଟ…

ଶରୀରରେ କ୍ୟାଲସିୟମ ଅଭାବର ଲକ୍ଷଣ

ଶରୀରରେ ୯୦ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । ତେବେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଭାବିବା ଭୁଲ । ଏହା ସତ କି କ୍ୟାଲସିୟମ ଶରୀରର ପ୍ରତି କୋଷିକା ପାଇଁ ଆବଶ୍ୟକ । ଖାସ୍‌ କରି ହୃଦୟ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୁସ୍ଥ ରଖିବା…

ଆଜିଠୁଁ ଆରମ୍ଭ ହେଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାର ଦିନ ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ସାରା ରାଜ୍ୟରେ ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ…

ଆଜି ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ଠାକୁରମାନଙ୍କ ରଥ ନେବ ଦକ୍ଷିଣମୋଡ଼ । ଶ୍ରୀମନ୍ଦିରରେ ନାହାଁନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ତାଙ୍କୁ କିଛି ନ’କହି ଭାଇ-ଭଉଣୀଙ୍କ ସହିତ ଚାଲିଯାଇଛନ୍ତି ବୁଲିବାକୁ ରଥରେ । ମାଆ ଲକ୍ଷ୍ମୀ ସାଆନ୍ତାନଣୀ ମାନ-ଅଭିମାନରେ ବସି ରହିଛନ୍ତି ।…

ଉତ୍ତରପ୍ରଦେଶ: ‘ଯମୁନା ଏକ୍ସପ୍ରେସ ୱେ’ ବ୍ରିଜ୍ ତଳକୁ ଖସିଲା ବସ୍, ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ନୋଇଡ଼ା-ଆଗ୍ରାକୁ ଯୋଗାଯୋଗ କରୁଥିବା ‘ଯମୁନା ଏକ୍ସପ୍ରେସ ୱେ’ରେ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨୯ ଜଣ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଏକ୍ସପ୍ରେସ ୱେରେ ଥିବା ଏକ ପୋଲର ୫୦ ଫୁଟ ତଳକୁ ଦୁର୍ଘଟଣାଗ୍ରସ୍ତ ହୋଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୮-୦୭ -୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୮ ସୋମବାର ମିଥୁନ ୨୪ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର:-ମିଥୁନ…