Latest Odisha News

BREAKING NEWS

Browsing Category

ଫିଚର

ଖୁବ୍ ଶିଘ୍ର ଓଡ଼ିଶା କଂଗ୍ରେସରେ ହେବ ବଡ଼ଧରଣର ପରିବର୍ତ୍ତନ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସଦସ୍ୟ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏସମ୍ପର୍କରେ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ…

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ  ବିଜେପି ପାଇଁ ରିସ୍କ ଜ୍ୟୋତି ପ୍ରକାଶ ମହାପାତ୍ର ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ…

ବିଶ୍ୱକପ୍ ପରେ କ୍ରିକେଟରୁ ଅବସର ନେବେ ଧୋନୀ !

ଲଣ୍ଡନ: କ୍ରିକେଟରୁ ଅବସର ନେବେ ମହେନ୍ଦ୍ର ସିଂହ ଧୋନୀ ! ଚଳିତ ବିଶ୍ୱକପର ଭାରତର ଶେଷ ମ୍ୟାଚ ଖେଳି ଧୋନୀ କ୍ରିକେଟରୁ ସବୁଦିନ ଅବସର ନେବା ସମ୍ପର୍କରେ ପିଟିଆଇରେ ପ୍ରକାଶିତ ହୋଇଛି । ଭାରତ ଯଦି ଜୁଲାଇ ୧୪ରେ ଲର୍ଡସଠାରେ ହେବାକୁ ଥିବା ଫାଇନାଲ୍ ଖେଳି ବିଶ୍ୱକପ ବିଜୟୀ ହୁଏ ତେବେ ଏହା…

ଚାଷୀଙ୍କ ଲାଗି ଖୁସି ଖବର, ଧାନ ସମେତ ୧୪ଟି ଶସ୍ୟ ଉପରେ ବୃଦ୍ଧି ହେଲା ଏମଏସପି

ନୂଆଦିଲ୍ଲୀ: ବାର୍ଷିକ ବଜେଟ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ରସରକାର କୃଷକମାନଙ୍କୁ ଦେଇଛନ୍ତି ବଡ଼ ଉପହାର । କେନ୍ଦ୍ର କ୍ୟାବିନେଟରେ ଖରିଫ  ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦୀ ସରକାର । କେନ୍ଦ୍ର ସରକାର ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ…

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦରୁ ବିଧିବଦ୍ଧ ଭାବେ ରାହୁଲ ଗାନ୍ଧି ବୁଧବାର ଦିନ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ପରାଜୟରେ ଦୋଷକୁ ନିଜକୁ ଦାୟୀ କରି ରାହୁଲ ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ…

ଦିଲ୍ଲୀ ଗୋଷ୍ଠୀ ସଂଘର୍ଷ ଘଟଣା: ଓଡିଆ ଆଇପିଏସ୍ ଅଧିକାରୀଙ୍କୁ ଅମିତ ଶାହଙ୍କ ସମନ୍

ନୂଆଦିଲ୍ଲୀ : ଗତ ଜୁନ୍ ୩୦ ତାରିଖରେ ଦିଲ୍ଲୀର ହଜ କାଉଜ ଅଞ୍ଚଳରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଆ ଆଇପିଏସ୍ ଅଫିସର ତଥା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଭତ୍ସନା କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀ…

ଫୁଲରେ ସଜ୍ଜା ହେଉଛି ବଡଦେଉଳ, ଦିଲ୍ଲୀରୁ ଆସିଛନ୍ତି ୨ଶହ କାରିଗର

ପୁରୀ: ରାତି ପହିଲେ ମହାପ୍ରଭୁଙ୍କ ରଥଯାତ୍ରା । ସଜେଇ ହେଲାଣି ସାରା ଶ୍ରୀକ୍ଷେତ୍ର । ଏଥିରୁ ଶ୍ରୀମନ୍ଦିର ବା ବାଦ ପଡ଼ିଥାନ୍ତା କେମିତି ! ଏଥର ରଥଯାତ୍ରା ଅବସରରେ ଦେଖିବାକୁ ମିଳିବ ଏକ ନୂଆ କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଘୋଷଯାତ୍ରାର ଗୋଟିଏ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ସେ…

ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ…

ରଥଯାତ୍ରାରେ ପାଗ ଶୁଖିଲା ରହିବ, ଆଗାମୀ ଦୁଇଦିନ ନାହିଁ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ତିନି ଧରି ଜାରି ରହିଥିôବା ଲଗାଣ ବର୍ଷା ପରେ ଆସନ୍ତା ୨ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ବୁଧବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡିଶାର…