Latest Odisha News

BREAKING NEWS

Browsing Category

ଫିଚର

୧୦୮ କୁମ୍ଭ ଜଳରେ ସ୍ନାନକଲେ ଚତୁର୍ଦ୍ଧା ମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ଶ୍ରୀମନ୍ଦିର ବେଢାସ୍ଥିତ ସ୍ନାନମଣ୍ଡପରେ ସେବାୟତମାନେ ଶ୍ରୀଜୀଉମାନଙ୍କ ସ୍ନାନ କରାଇଥିଲେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ପୁରୀ…

ଜାଣନ୍ତୁ, ୧୭ତମ ଲୋକସଭାର ଏହି ୭ଟି ରୋଚକ କଥା…

ନୂଆଦିଲ୍ଲୀ : ଚଳିତ ନିର୍ବାଚନ ପରେ ୧୭ତମ ଲୋକସଭାର ପ୍ରଥମ ବଜେଟ୍ ଅଧିବବେଶନ ସୋମବାର ଦିନ ଆରମ୍ଭ ହୋଇଛି । ଏହା ହେଉଛି ମୋଦୀ ସରକାରର ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନ । ଆଜିର ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବାବେଳେ ଜାଣନ୍ତୁ ସପ୍ତଦଶ ଲୋକସଭାର…

ଆଜି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଜିଠୁ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଲୋକସଭାର କାମଚଳା ବାଚସ୍ପତି ଡ଼ଃ ବୀରନ୍ଦ୍ର କୁମାର ଅଧିବେଶନ ଆରମ୍ଭ ପରେ ସମସ୍ତ ସାଂସଦଙ୍କ ଶପଥ ପାଠ କରାଇଥିଲେ । ଏଥିସହିତ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । #AbhinandanTeamIndia  for winning against Pakistan in…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ରହିଛି।…

ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣା: ଆଜି ‘ଆଇଏମଏ’ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ସୋମବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ୬ଟାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବା…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କଲେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ…

ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ମାଞ୍ଚେଷ୍ଟର: ବିଶ୍ୱକପ ମୁକାବିଲାରେ ଭାରତ ପାକିସ୍ତାନକୁ ସମସ୍ତ ୭ଟି ମ୍ୟାଚରେ ପରାସ୍ତ କରିପାରି ଏକ ବିରଳ ରେକର୍ଡ଼ ସୃଷ୍ଟି କରିପାରିଛି । ମାଞ୍ଚେଷ୍ଟରଠାରେ ଖେଳାଯାଇଥିବା ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚର ଫଳାଫଳ ଡ଼କୱର୍ଥ ଲୁଇସ୍ ପଦ୍ଧତିରେ ଘୋଷଣା ହୋଇଛି । ଏହି ନିୟମ ଅନୁଯାୟୀ ଶେଷ ୫…

ବାପାଙ୍କ ଚିଠି

ବାପାଙ୍କ ଚିଠି ରଶ୍ମିରଂଜନ ସାହୁ ଗପ ବୋଲି ସେମିତି କିଛି ନଥାଏ । ପ୍ରତିଟି ଗପ ପ୍ରତିଥର ଜନ୍ମ ନିଏ ସେ ନିଜେ ଗପ ହବ ବୋଲି ଜାଣିନଥିବା ସତ୍ୱେ । କଥାଟା ଏଇଭଳି ହୁଏ ଯେ ଗପଟେ ଜନ୍ମ ହୁଏ; ଆଗରୁ ନଥାଏ, ଯାହା ଥାଏ ତାହା ସେମିତି ସେ ସମୟରେ ଜନ୍ମ ହେଇଥିବା କଥା ଟେ ଯାହା ଗପ ହୁଏ ସମୟ କ୍ରମରେ…

ମମତାଙ୍କ ସହ ଆଲୋଚନା କରିବାକୁ ରାଜିହେଲେ ଏନଆରଏସ ଡ଼ାକ୍ତର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ଆଲୋଚନା କରିବାକୁ ଏନଆରଏସ ମେଡ଼ଇକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ପରିଶେଷରେ ରାଜି ହୋଇଛନ୍ତି, ମାତ୍ର ଏଥିଲାଗି ସର୍ତ୍ତ ଏକ ସର୍ତ୍ତ ରଖାଯାଇଛି । କେବଳ ଗଣମାଧ୍ୟମ ସମ୍ମୁଖରେ ଏହି ଆଲୋଚନା କରିବାକୁ କନିଷ୍ଠ ଡ଼ାକ୍ତରମାନେ ସର୍ତ୍ତ…