Latest Odisha News

BREAKING NEWS

Browsing Category

ଫିଚର

+୨ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜୁନ୍ ୬ ତାରିଖ ତଥା ଆଜିଠୁ ଆରମ୍ଭ ହେଉଛି । ଆଜି ପୂର୍ବାହ୍ନ ୧୧ଟାରୁ ୫ଟା ଯାଏଁ ଆବେଦନ ପ୍ରକିୟା ଜାରି ରହିବ । ଏଥିଲାଗି ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ…

ରୋହିତଙ୍କ ଧୁଆଁଧାର ଶତକ, ବିଜୟରୁ ଆରମ୍ଭ ହେଲା ଭାରତର ବିଶ୍ୱକପ ଅଭିଯାନ…

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଆକର୍ଷଣୀୟ ବିଜୟରୁ ଆରମ୍ଭ କରିଛି ତା’ର ଅଭିଯାନ । ଉପ-ଅଧିନାୟକ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ଏବଂ ଚହଲଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିପାରିଛି ।…

କାଳବୈଶାଖୀ ଆଶଙ୍କା: ୯ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୂଆପଡା, ବଲାଙ୍ଗିର, ବରଗଡ, କଳାହାଣ୍ଡି, ବୌଦ୍ଧ,…

ଦକ୍ଷିଣ ଆଫ୍ରିକାକୁ ୨୨୭ ରନରେ ଅଟକାଇଲେ ଭାରତୀୟ ବୋଲର୍

ସାଉଥମ୍ପଟନ: ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ଭାରତୀୟ ବୋଲରଙ୍କ ସୁନ୍ଦର ବୋଲିଂ…

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ, ଜାଣନ୍ତୁ ଓଡିଶାରୁ କିଏ ହେଲେ ଟପ୍ପର..

ଭୁବନେଶ୍ୱର : ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯୨୪୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା…

ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ

 ବିଶ୍ୱ ପରିବେଶ ଦିବସ  ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା ଏହି ଉତ୍ତମ ପୃଥିବୀ ପୃଷ୍ଠରେ ଯେତେବେଳେ ପ୍ରଥମ କରି ଜୀବଜଗତ ଓ ତା’ର ବହୁଯୁଗ ପରେ ମନୁଷ୍ୟ ବସବାସ କଲେ, ସେତେବେଳର ଜୀବନଯାପନ, ପ୍ରାଚୁର୍ଯ୍ୟ ସମ୍ପଦ…

ଯୁକ୍ତ ଦୁଇ ପରୀକ୍ଷା ଫଳ

 ପଲିଟିକସ ଫଲିଟିକସ  ଯୁକ୍ତ ଦୁଇ ପରୀକ୍ଷା ଫଳ ଜ୍ୟୋତି ପ୍ରକାଶ ମହାପାତ୍ର ଆମ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏଇ ସପ୍ତାହରେ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଏ ବର୍ଷ ପାସ ହାର ସବୁଠାରୁ କମ ଆସିଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୭୨ ପ୍ରତିଶତ ପିଲା ପାସ କରିଥିବା…

ବିଜେପି ଓ କଂଗ୍ରେସ ନେତାଙ୍କ ଷଡଯନ୍ତ୍ର ହିଁ ମୋ ପରାଜୟର କାରଣ: ଜର୍ଜ ତିର୍କୀ

ସୁନ୍ଦରଗଡ : କଂଗ୍ରେସର ବରିଷ୍ଠ ନେତା ଜର୍ଜ ତିର୍କୀ ନିଜ ପରାଜୟ ଲାଗି ବୁଧବାର ଦିନ ବିଜେପି ଓ ତାଙ୍କ ଦଳୀୟ ପାର୍ଟିର କିଛି ନେତାଙ୍କ ଦ୍ୱାରା ରଚାଯାଇଥିବା ଷଡଯନ୍ତ୍ରକୁ ଦାୟୀ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଶ୍ରୀଯୁକ୍ତ ତିର୍କୀ…

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସ୍କା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସ ବୁଧବାର ଦିନ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗିରଫ ୪ ଅଭିଯୁକ୍ତମାନଙ୍କୁ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ…

ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ

ଝାରସୁଗୁଡା : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା ଆଲିଏନ୍ସ ଏୟାର ପକ୍ଷରୁ ବୁଧବାର ଦିନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି। ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ…