Latest Odisha News

BREAKING NEWS

Browsing Category

ଫିଚର

ପୁଣି ଚର୍ଚ୍ଚାରେ ପାଟଣାଗଡ଼ ବିଧାୟକ, ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଇଥିବା ନେଇ ଥାନାରେ ପତ୍ନୀ କଲେ ଅଭିଯୋଗ

ବଲାଙ୍ଗୀର: ପାଟଣାଗଡ଼ ବିଧାୟକ ଖୋଲାଖୋଲି ଭାବେ ଜୟକାନ୍ତ ଶବର ନାମକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଉଥିବାର ଭିଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ଆଣିଛନ୍ତି…

ଏଫଆଇଏଚ ଫାଇନାଲ୍ସ: ଋୁଷିଆକୁ ୧୦ – ୦ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ଫାଇନାଲ୍ସ ପ୍ରତିଯୋଗିତାରେ ଆୟୋଜକ ଭାରତ ଋଷିଆ ବିପକ୍ଷରେ ୧୦ଟି ଗୋଲ୍ ସ୍କୋର କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ସନ୍ଧ୍ୟା ୭ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଘରୋଇ ଦର୍ଶକଙ୍କ…

ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିବେ: ନିରଞ୍ଜନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ କହିଛନ୍ତି ଯେ, ଏବେ ଓଡ଼ିଶା ସରକାର ଅନନ୍ୟୋପାୟ ହୋଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାକୁ ବାଧ୍ୟ । ଲୋକସଭା ଏବଂ ରାଜ୍ୟ ବିଧାନସଭା…

ଅଚାନକ ବାଣୀବିହାର ପରିଦର୍ଶନ କଲେ ରାଜ୍ୟପାଳ, ପରଖିଲେ ବାତ୍ୟା ପୁନଃରୁଦ୍ଧାର କାର୍ଯ୍ୟ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ଦିନ ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର କାର୍ଯ୍ୟ ଯାଞ୍ଚ ଲାଗି ଅଚାନକ ବାଣୀବିହାର ଗ୍ରସ୍ତ କରିଛନ୍ତି । ଏହି ଅବସରରେ ସେ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କର ଶିକ୍ଷାଦାନ କାର୍ଯ୍ୟକ୍ରମକୁ ଗୁରୁତ୍ୱ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ କନ୍ଧମାଳ ଆଦି…

ମ୍ୟାଟ୍ରିକରେ ଶୂନ୍ୟ ରେଜଲ୍ଟ କରିଥିବା ୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶୂନ୍ୟ ରେଜଲ୍ଟ କରିଥିବା ଓଡିଶାର ପ୍ରାୟ ୮୨ଟି ଉଚ୍ଚ ବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାର ସମୀକ୍ଷା ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କରିବେ ବୋଲି ଗୁରୁବାର ଦିନ ପ୍ରକାଶ କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍…

ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ : ବିଜେଡି ପ୍ରାର୍ଥୀଙ୍କୁ ଲୋକସଭା ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ଗୁରୁବାର ଦିନ ବିଜେଡିକୁ କଡା ବିରୋଧ କରିଛି । ଏନେଇ ନୁଆଦିଲ୍ଲୀଠାରେ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ତାଙ୍କ ଦଳ ଏନଡିଏର ଦ୍ୱିତୀୟ ବୃହତ୍ତମ ସହଯୋଗୀ…

ଜାଣନ୍ତୁ, ଏହି ବିରଳ ବ୍ୟକ୍ତିତ୍ୱଙ୍କୁ: ଯିଏ ପେନସନ ପଇସାରେ ବାନ୍ଧିଲେ ସେତୁ…

ଆନନ୍ଦପୁର : ବର୍ତ୍ତମାନର ବ୍ୟସ୍ତ ବହୁଳ ସମୟରେ ମଣିଷ କେବଳ ନିଜ ବିଷୟରେ ଚିନ୍ତା କରୁଥିବାବେଳେ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯିଏ ନିସ୍ୱାର୍ଥପର ଭାବରେ ସମାଜସେବା କରିବାରେ ଲାଗିପଡିଥାନ୍ତି । ଏପରି ଜଣେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗଙ୍ଗାଧର ରାଉତ । ଯିଏ ନିଜ…

କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଏଫଆଇଏଚ୍ ହକି ଟକ୍କର୍: ଋୁଷିଆକୁ ଭେଟୁଛି ଭାରତ

ଭୁବନେଶ୍ୱର: ଭାରତର ସ୍ପୋର୍ଟସ କ୍ୟାପିଟାଲ୍ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେଉଛି ପୁରୁଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ । ଏହି ହକି ପ୍ରତିଯୋଗିତାରେ ୮ଟି ରାଷ୍ଟ୍ର ଅଂଶ ଗ୍ରହଣ କରୁଥିଲେ ମଧ୍ୟ ଭାରତ ଟୁର୍ଣ୍ଣାମେଣ୍ଟର ଫେବରିଟ୍ ଟିମ୍ । ଏହି ଟୁର୍ଣ୍ଣାମେଣ୍ଟର ଦୁଇଟି…

ଗୁମର ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଧର୍ମାନ୍ତରୀକରଣକୁ ନେଇ କ’ଣ କହିଲେ ଜାଣନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ କଡ଼ା ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି, ଏପରି କାର୍ଯ୍ୟ ଦେଶର ଆଇନକୁ ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ‘ଦ ପ୍ରିଣ୍ଟ’ ନାମକ ଏକ ନ୍ୟୁଜ ପୋର୍ଟାଲକୁ…