Latest Odisha News

BREAKING NEWS

Browsing Category

ଫିଚର

ନବରଙ୍ଗପୁରରେ ମୋବାଇଲ ଫାଟି ବାଳକ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗ୍ରାମରେ ମୋବାଇଲ ଫାଟି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବାଳକଙ୍କ ନାମ ଲଛମନ ଭୁଞ୍ଜିଆ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଲଛମନ ମଙ୍ଗଳବାର ଦିନ ନିଜ ମୋବାଇଲ ଫୋନକୁ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ।…

ଇଦ୍ ଅବସରରେ ପରଦାକୁ ଆସିଲା ସଲମାନଙ୍କ ଅଭିନୀତ ‘ଭାରତ’

ନୂଆଦିଲ୍ଲୀ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଇଦ ଅବସରରେ ରିଲିଜ ହୋଇଛି । ଅଲ୍ଲୀ ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍,…

ବିଶ୍ୱକପ କ୍ରିକେଟ: ଆଜି ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକାକୁ ଭେଟୁଛି ଭାରତ

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟରେ ଭାରତ ଆଜି ତା’ର ଅଭିଯାନ ଆରମ୍ଭ କରୁଛି । ବିରାଟ ବାହିନୀ ବିଶ୍ୱକପର ପ୍ରଥମ ମ୍ୟାଚରେ ଭେଟୁଛି ଦକ୍ଷିଣ ଆଫ୍ରିକା ଦଳକୁ । ବିଶ୍ୱକପର ପ୍ରମୁଖ ଦାବିଦାର ଦଳଭାବେ କ୍ରିକେଟ ପଣ୍ଡିତମାନେ ଆଜିର ମ୍ୟାଚକୁ ଅପେକ୍ଷା କରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱରର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ବୋଲି ସୂଚନା ମିଳିଛି । ଏହି ସାକ୍ଷାତ ପରେ ସାଂସଦ ଅପରାଜିତା କହିଛନ୍ତି ଯେ, ସେ…

ନିଜ କାମ ସମ୍ପର୍କରେ ଏବେ ପ୍ରତିମାସ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ୍

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନ ମାଧ୍ୟମରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ…

ଆଇଏମଡିର ନୂତନ ଡିଜି ଭାବେ ଓଡିଶାର ମୃତ୍ୟୁଞ୍ଜୟ ମହାପାତ୍ର ନିଯୁକ୍ତ

ନୂଆଦିଲ୍ଲୀ : ଓଡିଶାର ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ର ନୂତନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବାତ୍ୟା ସମୟରେ ତାଙ୍କ ଟିମ୍ ଲ୍ୟାଣ୍ଡଫଲ ସମ୍ବନ୍ଧୀୟ ସଠିକ ଆକଳନ ଏବଂ ଧନଜୀବନ ହାନିକୁ…

ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ…

ସୁଇମିଂ ପୁଲରେ ବୁଡି ନାବାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କ୍ଲବର ସୁଇମିଂ ପୁଲରେ ମଙ୍ଗଳବାର ଦିନ ପ୍ରଶିକ୍ଷଣ ନେଉଥିବାବେଳେ ଜଣେ ନାବାଳକ ଛାତ୍ର ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ମିଳିଥିବା ସୂଚନାନୁଯାୟୀ ଉକ୍ତ ଛାତ୍ରଙ୍କୁ…

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…