Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି…

ସଲିଲ୍ ଦା’ ଜଣେ ଅଦ୍ୱିତୀୟ କଳାକାର ଥିଲେ: ପପୁ ପମମମ୍

ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । “ସଲିଲ୍ ଦା…

ଭଦ୍ରକ ମାର୍କେଟ କଂପ୍ଲେକ୍ସରେ ବଡ଼ ବିସ୍ଫୋରଣ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଭଦ୍ରକ: ଭଦ୍ରକ ସହରରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସହର ମଧ୍ୟରେ ଥିବା ନିୟନ୍ତ୍ରୀତ ବଜାର କମିଟି (ଆରଏମସି) ପରିସରରେ ଏହି ବିସ୍ଫୋରଣ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ, ଆରଏମସି ପରିସରରେ ୧୩୦ ଟନ ବ୍ଲିଚିଂ ପାଉଡ଼ର ରହିଥିବା…

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି…

କାଳବୈଶାଖୀ ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡ, ଗଜପତି, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର…

ଭାଇରାଲ୍ ହେଲା ‘ଫନୀ’ ର‌୍ୟାପ୍ ସଙ୍ଗ୍ ‘ମୁଁ ଓଡ଼ିଶା’…

ମୁମ୍ବାଇ: ପୁଣି ଫେରିଲେ ର‌୍ୟାପର୍ ‘ବିଗ୍ ଡ଼ିଲ୍’ । ଏଥର ‘ବିଗ୍ ଡ଼ିଲ୍’ ଦ୍ୱାରା ପ୍ରସ୍ତୁତ ର‌୍ୟାପ୍ ସଙ୍ଗ୍ କେବଳ ଭାରତ ନୁହେଁ ସାରା ବିଶ୍ୱର ସୋସିଆଲ୍ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା…

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୪-୦୫-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୪ ରିଖ ମଙ୍ଗଳବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ମକର ରାଶିର ଘାତ ବାର ବିଛା…

ଓଡିଶାର ୨୩୨ଟି ରେଳଷ୍ଟେସନରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନ ପ୍ରତି ଉଦ୍ୟମକୁ ପ୍ରସାରଶୀଳ କରିବାପାଇଁ ଭାରତୀୟ ରେଳବାଇ ଓଡ଼ିଶାରେ ୨୩୨ଟି ରେଳଷ୍ଟେସନର ବିସ୍ତୃତ ସ୍ଥାନମାନଙ୍କରେ ପୂର୍ଵନିର୍ମିତ ଶୌଚାଳୟ ସ୍ଥାପନ ପାଇଁ ଏକ ଚୁକ୍ତିପତ୍ର ପତ୍ର ସ୍ୱାକ୍ଷରିତ କରାଇଛି ଯେଉଁଥିରେ ପୂର୍ବତଟ ରେଳପଥ ସହିତ ରାଇଟ୍ସ ଏବଂ ଏମସିଏଲ…

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପଶ୍ଚିମ ଓଡିଶା ଲାଗି ଅପମାନ ସଦୃଶ: ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନ ଛାଡିବା ନିଷ୍ପତ୍ତିକୁ ସୋମବାର ଦିନ ବିଜେପି ସମାଲୋଚନା କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, “ବିପୁଳ ଭୋଟରେ ଜିତିଥିବା ବିଜେପୁର ଆସନକୁ ମୁଖ୍ୟମନ୍ତ୍ରୀ…