Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୧-୦୫-୨୦୧୯ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧ ବୁଧବାର ମେଷ ୧୮ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ପୂର୍ବ ଭାଦ୍ର ପଦ ନକ୍ଷତ୍ର ମୀନ ଚନ୍ଦ୍ର କର୍କଟ ରାଶିର ଘାତ ବାର ଧନୁରାଶି ପୁରୁଷ ତୁଳାରାଶି ମହିଳାଙ୍କ ଘାତ…

ସାମୁଦ୍ରିକ ଝଡ଼ ‘ଫନି’: ମେ ୩ରେ ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିପାରେ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଉତ୍ତର ଉତ୍ତର-ପୂର୍ବ ମୁହାଁ ହୋଇ ଓଡ଼ିଶା ଉପକୂଳର ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟ ଦେଇ ପୁରୀ ଉପକୂଳର ଦକ୍ଷିଣ ଆଡ଼ରେ ମେ ୩ ତାରିଖ ଅପରାହ୍ନ ବେଳକୁ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଭାରତୀୟ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ ନବୀନ, ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି । ଏହି ଅବସରରେ ଓଡ଼ିଶାରେ ସମ୍ଭାବ୍ୟ ‘ଫନି’ ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇଦେବା ନେଇ ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ…

ଯାଜପୁରରେ ସରିଲା ନିର୍ବାଚନ, ବିଜେଡ଼ିର ଗଡ଼ ରକ୍ଷା କରିବାକୁ ସକ୍ଷମ ହେବେତ ଶର୍ମିଷ୍ଠା ?

ଯାଜପୁର: ନିର୍ବାଚନ ସୋମବାର ଦିନ ଶେଷ ହୋଇଛି, ତେବେ ଏବେଠାରୁ ଯାଜପୁର ଲୋକସଭା ଆସନରେ କେଉଁ ଦଳର ପ୍ରାର୍ଥୀ ବିଜୟ ହାସଲ କରିବେ ତାହାକୁ ନେଇ ଆଲୋଚନା ଜୋର୍ ଧରିଲାଣି । ଯାଜପୁର ଆସନକୁ ବିଜେଡ଼ିର ଗଡ଼ ବୋଲି ବିବେଚନା କରାଯାଉଥିବା ବେଳେ ଏଥର ନିର୍ବାଚନରେ ଦଳ ତା’ର ପତିଆରା ବଜାୟ ରଖିପାରିବତ?…

ସାମୁଦ୍ରିକ ଝଡ ‘ଫନି’: ମେ’ ୧ରୁ ଚିଲିକାରେ ଡଙ୍ଗା ଚାଳନା ବନ୍ଦ

ବାଲୁଗାଁ : ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଚିଲିକାରେ ମୋଟରବୋଟ୍ ଆସୋସିଏସନ୍ ପକ୍ଷରୁ ଆଗାମୀ ମେ’ ମାସ ୧ ରୁ ପ୍ରାୟ ୫ ଦିନ ଯାଏଁ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାଳିଜାଇ…

ବିଜେଡ଼ି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ !

କଟକ: ଓଲିଉଡ଼ ଷ୍ଟାର୍ ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କର ଫୋନ ୱାଟସଆପରେ କେହି ଅଜଣା ବ୍ୟକ୍ତି ମେସେଜ୍ ମାଧ୍ୟମରେ ୧୦ ଲକ୍ଷ…

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ…

ଜାଣନ୍ତୁ ଓଡିଶାର କେଉଁ ୧୨ଟି ଜିଲ୍ଲାକୁ ପ୍ରଭାବିତ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ଆଇଏମଡିର ରିପୋର୍ଟ ଅନୁସାରେ ମେ’ ୨ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲାର…

ପାଟକୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର : ପାଟକୁରା ବିଧାନସଭା ଆସନରୁ ମଙ୍ଗଳବାର ଦିନ ବିଜେଡି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ । ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ…

ସାମୁଦ୍ରିକ ଝଡ ‘ଫନି’: ହାଇ ଆଲର୍ଟରେ ଭାରତୀୟ ନୌସେନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହା ସୋମବାର ସକାଳ ୫.୩୦ ସୁଦ୍ଧା ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରତାରେ ରହିଥିଲା । ଏନେଇ…