Latest Odisha News

BREAKING NEWS

Browsing Category

ଫିଚର

କନ୍ଧମାଳ: ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀ ନିହତ

ଫୁଲବାଣୀ : ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଅନ୍ତର୍ଗତ ବାନ୍ଦାପଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ୍ ବୋଲି ଜଣାପଡିଥିବାବେଳେ…

ଓଡ଼ିଶାର ୨ୟ ପର୍ଯ୍ୟାୟ ନିର୍ବାଚନ: ୨୭୯ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଣ୍ଣୟ

ଭୁବନେଶ୍ୱର: ଏପ୍ରିଲ ୧୮ ଅର୍ଥାତ୍ ଆସନ୍ତାକାଲି ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୨ୟ ପର୍ଯ୍ୟାୟରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ଲାଗି ମତଦାନ କରିବେ ଭୋଟର୍ । ଯେଉଁ ୫ଟି ଲୋକସଭା ଆସନ ଗୁଡ଼ିକ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ ସେହି ଆସନ…

ନିର୍ବାଚନ କମିଶନଙ୍କ ହେଲିକପ୍ଟର ଯାଞ୍ଚ: ଶାନ୍ତ ରହିଲେ ନବୀନ, ଗର୍ଜିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଲାଗି ଗତକାଲି ରାଉରକେଲା ଗସ୍ତରେ ଯାଇଥିଲେ । ଏହି ସମୟରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ ନବୀନଙ୍କ ହେଲିକପ୍ଟର ସହ ଲଗେଜ୍ ମଧ୍ୟ ଯାଞ୍ଚ କରିଥିଲେ । ଏସମ୍ପର୍କୀତ ଏକ…

ଖୋର୍ଦ୍ଧା ବିଜେପି ନେତା ହତ୍ୟାକାଣ୍ଡର ଖୁବଶିଘ୍ର ହେବ ପର୍ଦ୍ଦାଫାଶ: କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧାର ୯ ନଂ ୟୁନିଟ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଅଜଣା ଦୁର୍ବୃ ହତ୍ୟା କରିବା ପରେ ପୋଲିସ ୨ ଜଣ ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ, ଏହି ୨ ବ୍ୟକ୍ତିଙ୍କ ଠାରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅନେକ…

ରାଜଧାନୀରୁ ଜବତ ହେଲା ୨୦୦ ଗ୍ରାମ ବ୍ରାଉନ ସୁଗାର, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ୨୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ହଳଦିଆ ପଡିଆ ଅଞ୍ଚଳରେ ବୁଧବାର ଦିନ ଚଢାଉ ବେଳେ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…

ଦେଓଗଡରେ ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

ଦେଓଗଡ : ଦେଓଗଡ ଜିଲ୍ଲା ପ୍ରଭାସୁନି ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାମ ରଞ୍ଜିତ ପ୍ରଧାନ ବୋଲି ଜଣାପଡିଥିବାବେଳେ ଆହତମାନଙ୍କ ମଧ୍ୟରେ ଟିଟନ୍ ଗଡନାୟକ ଓ ହେଲପର ରିପନ୍…

ଭୁବନେଶ୍ୱରରେ ମୋଦୀଙ୍କ ରୋଡ ଶୋ’ର କିଛି ଝଲକ…

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ନଜରରରେ ରଖି ରାଜନୈତିକ ଦଳମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ରୋଡ ଶୋ’ ଆରମ୍ଭ କରିଛନ୍ତି ।

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ କଥାକାର । ପନ୍ଦରଟି ଉପନ୍ୟାସ, କୋଡିଏଟି ଗଳ୍ପ ସଂକଳନ ସହିତ ତାଙ୍କର ରହଚି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ଅନ୍ୟୂନ ଦଶଟି ଶିଶୁସାହିତ୍ୟ ପୁସ୍ତକ । ଏହା ବ୍ୟତୀତ “କରଂଜିଆ ଡାଏରି “ ପରି ବହୁ ମୂଲ୍ୟବାନ ଫିଚର ଲେଖା…