Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ୨୨ ପରେ ୪୦ ଡିଗ୍ରୀକୁ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ୨୨ ତାରିଖ ଠାରୁ ଦିନର ତାପମାତ୍ରା ଧିରେଧିରେ ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସାଇକ୍ଲୋନିକ୍…

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ୍ ଅଧିକାରୀ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୬୧୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ଆନୂମାନିକ ୨୦ ଲକ୍ଷ ଟଙ୍କା ହେବା ନେଇ…

ଟିକେଟ ନ’ମିଳିବାରୁ ଅନ୍ୟ ଦଳରେ ଯୋଗଦେବାକୁ କହିଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଦଳୀୟ ଟିକଟ ନ’ମିଳିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କନ୍ଧମାଳର ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା ମଙ୍ଗଳବାର ଦିନ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବେ ବା ଅନ୍ୟ ଦଳରେ ଯୋଗଦାନ କରିବେ । ଟେଲିଫୋନ…

ସର୍ଭେ କହୁଛି ଏଥର ବିଜେଡ଼ି ୨୧ଟିରୁ ୧୮ଟି ଲୋକସଭା ଆସନ ଅକ୍ତିଆର କରିବ

ଭୁବନେଶ୍ୱର: ବିଜେଡ଼ିକୁ ଏଥର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ମିଳିପାରିବ ବୋଲି ‘ଦ କ୍ୱିଣ୍ଟ୍’ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ସର୍ଭେ ଅନୁସାରେ ବିଜେପି ଅପେକ୍ଷା ୨୫ % ଅଧିକ ଭୋଟ ହାସଲ କରିବା ସହିତ ରାଜ୍ୟର ୫୦ ପ୍ରତିଶତ ଭୋଟ ଅକ୍ତିଆର କରିବା…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୨ ନେତା କୃଷ୍ଣଚନ୍ଦ୍ର ରାୟ (ବାବୁ ସିଂହ) ଏବଂ…

ବାଲେଶ୍ୱରରେ ଏସବିଆଇ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଲଂ ଥାନା ଅନ୍ତର୍ଗତ କନ୍ଦ ଗ୍ରାମ ନିକଟସ୍ଥ ଏକ ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ) ଏଟିଏମରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ…

କଟକ: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସମେତ ୩ ପୋଲିସ ଆହତ

କଟକ : କଟକ ଜିଲ୍ଲା ମାଲଗୋଦାମ୍ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ଓରଫ୍ ମୁନୁ (୨୮) ବୋଲି ଜଣାପଡିଛି । ମନୋଜକୁ ପୋଲିସ ଗିରଫ କରିଥିବାବେଳେ ତା’ ଠାରୁ ୨ଟି ବୋମା ଜବତ କରିଥିବା ନେଇ…

ଜାଣନ୍ତୁ କେଉଁ ଆସନରୁ କିଏ: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୨୭ ନୂଆ ମୁହଁ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ କଂଗ୍ରେସ ମୋଟ୍ ୪୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏନେଇ ସୋମବାର ରାତିରେ ଏଆଇସିସି ସାଧାରଣ…

ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ଘୋଷିତ କରାଯାଇଥିବା ଓଡିଶାର ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କାର ୫ଟି ଲୋକସଭା ଓ ୩୫ଟି ବିଧାନସଭା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋହର୍ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାନାଜୀ: ଚାରିଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଛି । ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ଗୋଆର ମିରାମାର ବିଚ୍‌ରେ ଚାରି ଚାରି ଥର…