Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଜିଠୁ ୪ ଦିନ ଘଡ଼ଘଡ଼ି ସହ ବର୍ଷା, ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୋମବାର ଠାରୁ ୪ ଦିନ ଧରି ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ହିମାଳୟର ବଙ୍ଗୀୟ ପାର୍ବତ୍ୟାଞ୍ଚଳ ତଥା ପୂର୍ବ ବିହାରରେ ଘୂର୍ଣ୍ଣିବଳୟ ଅନୁଭୁତ…

ମୟୂରଭଞ୍ଜରେ ଶିଶୁ ହାତୀର ମୃତ୍ୟୁ, ବ୍ୟବଚ୍ଛେଦ ପରେ ପୋଡ଼ାଗଲା ମୃତଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଧୀନସ୍ଥ କେନ୍ଦୁମୁଣ୍ଡି ରେଞ୍ଜ ଚତୁରୀ ଘାଟ ରାସ୍ତାରେ ଶୁକ୍ରବାର ଦିନ ଏକ ୫ ବର୍ଷର ଅଣ୍ଡିରା ଶିଶୁ ହାତୀର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ମୃତ ହାତୀ ଶିଶୁଟିକୁ ପୋଡ଼ି ଦିଆଯାଇଛି ।…

ପ୍ରଥମ ଟି-୨୦: ୩ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ବିଶାଖାପାଟଣା: ବିଶାଖାପାଟଣାର ୱାଇ ଏସ ରାଜଶେଖର ରେଡ୍ଡି ଷ୍ଟାଡ଼ିୟମରେ ଖେଳାଯାଇଥିବା ୧ମ ଟି-୨୦ ମ୍ୟାଚରେ ଭାରତକୁ ୩ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ । ଶେଷ ୨ ଓଭରରେ ୧୬ ରନ ଦରକାର ହେଉଥିବା ବେଳେ କଙ୍ଗାରୁ ଦଳ ଆବଶ୍ୟକୀୟ ରନ କରି ବିଜୟ ହାସଲ କରିପାରିଛି । ଆରୋନ…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ।ରାଜ୍ୟର ଆର୍ôଥକ ଅନଗ୍ରସର ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁବିଧା ନିମନ୍ତେ ରାଜ୍ୟ ସରକାର…

ରାଉରକେଲା ହୋଟେଲରେ ଲାଗିଲା ନିଆଁ, ୭ ଜଣ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅନ୍ତର୍ଗତ ପାନପୋଷ ଛକଠାରେ ଥିବା ଏକ ହୋଟେଲରେ ହଠାତ୍ ନିଆଁ ଲାଗିଯିବାରୁ ୭ ଜଣ ଜଣ ବ୍ୟକ୍ତି ଏହି ଅଗ୍ନିକାଣ୍ଡରେ ଜଳିଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ନିଜେ ହୋଟେଲ ମାଲିକ ମଧ୍ୟ ନିଆଁରେ ଜଳିଯାଇ ଆହତ ହୋଇଥିବା ସୂଚନା…

ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ସଠିକ୍ ଗୁରୁତ୍ୱ ଦେଇନାହାନ୍ତି: ପୁରୀ ଗଜପତି

ପୁରୀ: ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ଠିକ୍ ଭାବେ ଦୃଷ୍ଟି ଦେଇନାହାନ୍ତି ବୋଲି ଶନିବାର ଦିନ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନବନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାରଙ୍କ ସହିତ ରାଜପ୍ରାସାଦରେ ଆଲୋଚନା ପରେ ଗଣମାଧ୍ୟମର…

ଫେବୃଆରି ୨୫ରେ ପୁଣି ଓଡିଶା ଆସିବେ ଏଆଇସିସି ସ୍କ୍ରିନିଂ କମିଟି

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୩ ସଦସ୍ୟ ବିଶିଷ୍ଟ ଏଆଇସିସି ସ୍କ୍ରିନିଂ କମିଟି ଫେବୃଆରି ମାସ ୨୫ ତାରିଖରେ ପୁଣି ଥରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି କମିଟିର ଅଧ୍ୟକ୍ଷ ବି ଡି ସତିସନ୍ ଏବଂ ଅନ୍ୟ ୨ ସଦସ୍ୟ ନୌସାଦ ସାଲଙ୍କି ଓ ଜିତିନ୍ ପ୍ରସାଦଙ୍କ ନେତୃତ୍ୱରେ…

ମୟୂରଭଞ୍ଜ ପାଉଁଶିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଭୀମ ମେଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ଗ୍ରାମରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଭୀମ ମେଳା । ଦୀର୍ଘ ୪୧ ବର୍ଷ ଧରି ଚାଲୁଥିବା ଏହି ପ୍ରସିଦ୍ଧ ମେଳା ଭୀମ ଏକାଦଶୀଠାରୁ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି । ବଡ଼ସାହି ପାଉଁଶିଆ ଗ୍ରାମରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚର ସୁନ୍ଦର…

ବେଙ୍ଗାଲୁରୁ: ‘ଏରୋ ଇଣ୍ଡିଆ ସୋ’ରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ରୁ ଅଧିକ ଗାଡି

ବେଙ୍ଗାଲୁରୁ : ବେଙ୍ଗାଲୁରୁ ସ୍ଥିତ ୟେଲହାଙ୍କା ଏୟାରବେସରେ ଅନୁଷ୍ଠିତ ହେଉଥିବା ‘ଏରୋ ଇଣ୍ଡିଆ ସୋ’ର ପାର୍କିଂ ଅଞ୍ଚଳରେ ଶନିବାର ଦିନ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା କାରରେ କୌଣସି କାରଣବଶତଃ ହଠାତ୍ ନିଆଁ ଲାଗିଯାଇଥିଲା ।…

ସୋନପୁର: ଆମ୍ବୁଲାନ୍ସ ନଥିବାରୁ କାନ୍ଧରେ ବୁହା ହେଲା ଶବ

ସୋନପୁର : ସୋନପୁର ସ୍ଥିତ ବିନିକା-ସୋନପୁର ରୋଡରେ ଶୁକ୍ରବାର ରାତିରେ କିଛି ବ୍ୟକ୍ତି ଶବକୁ କାନ୍ଧରେ ବୋହି ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ମେଡିକାଲରେ ମହାପ୍ରୟାଣ ଗାଡି ନଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ମୃତଦେହକୁ କାନ୍ଧରେ ବୋହି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ…