Latest Odisha News

BREAKING NEWS

Browsing Category

ଫିଚର

ଅଧିକାଂଶ ନୂଆ ଭୋଟର୍ ଚାହୁଁଛନ୍ତି ମହିଳା ସୁରକ୍ଷା ଓ କର୍ମ ନିଯୁକ୍ତି

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ ପ୍ରାୟ ୧୩ କୋଟି ନୂଆ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । କ୍ଷମତା ପରିବର୍ତ୍ତନ ହେଉ କି କ୍ଷମତାରେ ଯେକୌଣସି ଦଳକୁ ପୁନର୍ବାର ସ୍ଥାପିତ କରିବାକୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଭୋଟଦାନ ପୂର୍ବରୁ ଏହି ନବାଗତ ଯୁବ ଭୋଟରମାନଙ୍କ…

ବିଜେପି ନେତାଙ୍କ ଆକ୍ରମଣ: ପ୍ରତିବାଦରେ କାର୍ଯ୍ୟରତ ସାମ୍ବାଦିକ ପିନ୍ଧିଲେ ହେଲମେଟ୍

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ବିଜେପି ନେତା ରାଜୀବ ଅଗ୍ରୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ହେଲମେଟ ପିନ୍ଧିବା ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ସୁମନ ପାଣ୍ଡେ ନାମକ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା…

ରାଜଧାନୀରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚାର ଶହଶହ କର୍ମକର୍ତ୍ତାମାନେ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଚିବାଳୟ ନିକଟରେ ପୋଲିସ ସହ ଧସ୍ତାଧସ୍ତୀ ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ ବେକାରୀ ସମସ୍ୟା ତଥା ଯୁବବର୍ଗଙ୍କୁ ଚାକିରି ଦେବାରେ ରାଜ୍ୟ ସରକାରଙ୍କ ଅପରାଗତା…

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ବରି ଅଞ୍ଚଳରେ ଅବକାରୀ ବିଭାଗର ଏକ ଟିମ୍ ଗୁରୁବାର ଦିନ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ବେଳେ ୨୧ ଗ୍ରାମର ବ୍ରାଉନ ସୁଗାର ଜବତ…

ନୂଆପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ କାଟଫାର ଜଙ୍ଗଲରେ ଏସଓଜି ଯବାନଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ନୁଆପଡା ଏସପିଙ୍କ ନେତୃତ୍ୱରେ ଏସଓଜି ଯବାନଙ୍କ ଏକ ୬ ଜଣିଆ ଟିମ୍…

ଆନ୍ଦୋଳନରୁ ଓହରିଲା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’

ଭୁବନେଶ୍ୱର: ଦାବି ପୂରଣ ଲାଗି ସରକାରଙ୍କଠାରୁ ଆଶ୍ୱାସନା ପାଇବା ପରେ ଚାରି ଦଫା ଦାବି ନେଇ ଓହ୍ଲାଇଥିବା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’ ଆନ୍ଦୋଳନରୁ ଓହରି ଯାଇଛି । ଏସମ୍ପର୍କରେ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡ଼ଃ ଆର. ପି.…

ବାରିପଦାରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଛାତ୍ର ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକା ଜଣକ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଗତ ଫେବୃୟାରୀ ୪ ତାରିଖ ଦିନ ନାବାଳିକା…

ସେଲଟର୍ ହୋମ୍ ଯୌନଶୋଷଣ ମାମଲା: ଫୟାଜ୍ ରେହମାନଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍ ଦାଖଲ

ଢେଙ୍କାନାଳ : ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ଢୋଙ୍କାନାଳ ଉପକଣ୍ଠସ୍ଥ ଏକ ସେଲଟର୍ ହୋମ୍ ଯୌନ ନିର‌୍ୟାତନା ମାମଲାରେ ଢେଙ୍କାନାଳ ସଦର ପୋଲିସ୍ ସଂସ୍ଥାର ନିର୍ଦ୍ଦେଶକ ଫୟାଜ୍ ରେହମାନଙ୍କ ନାମରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ସେଲଟର୍ ହୋମ…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ଆଜି ବିଧାନସଭାରେ ହେବ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ ଉପସ୍ଥାପନ ହେଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହି ଆର୍ଥିକ ବଜେଟ ଗୃହରେ ଉପସ୍ଥାପନ କରିବେ । ରାଜ୍ୟ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା, ଏହି…